କଳିଙ୍ଗା ଘାଟୀରେ ଓଲଟିଲା ସୁରଟ୍ରୁ ଫେରୁଥିବା ବସ୍
ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟ୍ରୁ ଫେରୁଥିବା ବସ୍ କନ୍ଧମାଳ କଳିଙ୍ଗା ଘାଟୀରେ ଦୁର୍ଘଟଣା ଗ୍ରସ୍ତ । ଘାଟୀରେ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।
ଏହି ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । କିଛି ସମୟ ପୂର୍ବରୁ ହୋଇଥିବା ଏହି ଦୁର୍ଘଟଣା ପରେ ଉଦ୍ଧାର…
