ପ୍ରଶାନ୍ତି ଵିହାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବର୍ତମାନର ସମୟରେ ରକ୍ତ ଅଭାବରୁ କେହି ଅସୁବିଧାରେ ନ ପଡନ୍ତୁ ଏଥି ପ୍ରତି ଦୃଷ୍ଟି ଦେଇ ରକ୍ତ ଦାନ କାର୍ଯ୍ୟକ୍ରମରେ ସାମୁହିକ ଯୋଗଦାନ ନିମନ୍ତେ ଅନୁରୋଧ କରିଥିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ।
ଆଜି ସମାଜସେବୀ ମିହିର…
