Odia News Portal

 ପୁରୀରେ ଉତ୍କଳ ଦିବସ ପାଳିତ

ପୁରୀ : ୮୪ତମ ଉତ୍କଳ ଦିବସ ପାଳିତ । ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି ଉତ୍କଳ ଦିବସ। ଏହି ଅବସରରେ ଉତ୍କଳ ପାଇଁ ଆଣିଥିବା ଗର୍ବ ଓ ଗୌରବ ସମସ୍ତ ମହାପୁରୁଷଙ୍କୁ ଫୁଲ ପୁଷ୍ପ ଦୀପ ଦାନ କରିଛନ୍ତି। ଗତ କାଲି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭୁତାଣୁ…

ରଥଯାତ୍ରା ପାଇଁ ଆସିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ : ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୁଧୁବାର ଶ୍ରୀକ୍ଷେତ୍ରରେ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଲା ଆଠଖଣ୍ଡ ଫାଶୀକାଠ। ଏହି ଆଠଖଣ୍ଡ ଫାର୍ଶୀ କାଠକୁ ମିଶାଇ ମୋଟ ୧୩୩ ଖଣ୍ଡକାଠ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆସିଛି। ଏଥିରେ ତୁମ୍ବ ତିଆରି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ…

ମ୍ୟାନ୍‌କାଇଣ୍ଡ ଫାର୍ମାର ୨ କୋଟି ସହାୟତା

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲଢ଼େଇରେ ସାମିଲ ହୋଇ ମ୍ୟାନ୍‌କାଇଣ୍ଡ ଫାର୍ମା ଓଡ଼ିଶା ସରକାରଙ୍କୁ ୨ କୋଟି ଟଙ୍କାର ସହାୟତା ଘୋଷଣା କରିଛି । କମ୍ପାନି ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିବ । ମ୍ୟାନ୍‌କାଇଣ୍ଡ ଫାର୍ମା ଅଧ୍ୟକ୍ଷ ଆର୍‌ ସି ଜୁନେଜା ଏହି…

ଲକଡାଉନ ବେଳେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିପାରନ୍ତି ଆଇଏସ୍ ଆତଙ୍କବାଦୀ : ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଆଇଏସଆଇଏସର ଆତଙ୍କବାଦୀ କରୋନା ଲକଡାଉନ ସମୟରେ ପୋଲିସକୁ ଟାର୍ଗେଟ କରିପାରନ୍ତି। ଦିଲ୍ଲୀର ଡିସିପି(ସ୍ପେଶାଲ ସେଲ୍) ସଞ୍ଜିବ କୁମାର ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏ ବିଷୟରେ ସହରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ସୂଚନା ଦିଆଯିବ। କରୋନା କାରଣରୁ…

Covid-19 ଯୁଦ୍ଧରେ ଆଗକୁ ଆସିଲେ ଆଲିଆ ଭଟ୍ଟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଏହି ସଂଖ୍ୟା ବଢିଚାଲିଛି। ଏପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ ହଜାରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଥିବା ବେଳେ ୩୫ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିସାରିଲେଣି। ବଢୁଥିବା ସଂକ୍ରମିତକୁ ଦେଖି ସଂପୂର୍ଣ୍ଣ ଦେଶରେ…

କରୋନା ଲଢ଼େଇରେ ଯୋଗ ଦେଲେ ରୋହିତ ସେଟ୍ଟୀ

କରୋନା ଭାଇରସ ଯୋଗୁ ହୋଇଥିବା ଲକଡାଉନ ଶତାଧିକ ଦିନ ମଜୁରିଆଙ୍କ ଦାନା ଛଡ଼ାଇ ନେଇଛି। ଖଟିଖିଆ ଏବେ କାମକୁ ଯାଇ ନ ପାରି ଘରେ ହାତ ବାନ୍ଧି ବସିଛନ୍ତି। ଏହି ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରଭାବିତ ହୋଇଛି। ସିନେମା ଜଗତରେ କାମ କରୁଥିବା ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି।…

କରୋନା ଯୋଗୁ ସବୁ ଯୋଜନାର ସୁଧ କମାଇଲେ ସରକାର

କରୋନା ଭାଇରସ ଯୋଗୁ ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ଓ ରିଭର୍ସ ରେପୋ ରେଟ କାଟ କରିଥିଲେ। ଏବେ ସରକାର ମଧ୍ୟ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧରେ ମଧ୍ୟ ବଡ଼ କାଟ୍ କରିଛନ୍ତି। ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ପବ୍ଲିକ…

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ବଦଳି

ଯାଜପୁର ଟାଉନ : କରୋନା ମୁକାବିଲାରେ ଅସହଯୋଗ ପାଇଁ ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ବଦଳି । ତାଙ୍କ ସ୍ଥାନରେ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।…

ଗୁଜବ ପ୍ରଚାର କଲେ ଅତି କଠୋର ଦଣ୍ଡ

ଭୁବନେଶ୍ୱର : ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି । ଆଜି ଏଭଳି କରିଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନେ ରାଜ୍ୟରେ ୧୫ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ମିଛ ପ୍ରଚାର କରୁଥିଲେ । ଏଭଳି ସମାଜ ଓ ରାଷ୍ଟ୍ରଦ୍ରୋହୀ…

ଲକଡାଉନ ବେଳେ  ପିକଅପ ଚଳାଇ ରାସନ ପଂହଚାଇଲେ ମନ୍ତ୍ରୀ

ସୋହେଲା () ଲକ ଡାଉନ ଯୋଗୁଁ ଗରିବ ଖଟିଖିଆ ତଥା ଦିନ ମଜୁରିଆଙ୍କ ପାଇଁ ସମସ୍ୟା ବଢିଛି । ସରକାର ଏଥି ପ୍ରତି ଦୃଷ୍ଟି ଦେଉଥିବା ବେଳେ ଅସହାୟ ଲୋକଙ୍କୁ ସହୟତାର ହାତ ବଢାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ନିଜ ନିର୍ବାଚନା ମଣ୍ଡଳୀ ସୋହେଲା ବ୍ଲକର ୨୬ଟି ପଂଚାୟତରେ ବସବାସ କରୁଥିବା ଗରିବ…