କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ବର() ବରିଷ୍ଠ ଆଇଏଏସ୍ମାନଙ୍କୁ କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ ଦିଆଗଲା । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ୨୨ ବରିଷ୍ଠ ଆଇଏସ୍ଙ୍କୁ ଜିଲ୍ଲା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର…
