Odia News Portal

ବିଷାକ୍ତ ଗ୍ୟାସ ଲିକ ହୋଇ ୧୧ ମୃତ,୫୦୦୦ରୁ ଅଧିକ ଗୁରୁତର

ବିଶାଖପାଟଣା() ଆଜି ଆନ୍ଧ୍ରପ୍ରଦେଶ ବିଶାଖପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ସୂଚନା ରହିଛି । ଏହି ଗ୍ୟାସ ଲିକ୍ ଘଟଣାରେ ସକାଳେ ମୃତ୍ୟୁ ସଂଖ୍ୟା ୫ ଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏହାସହ ୫୦୦୦ରୁ ଅଧିକ ଲୋକ ଗୁରୁତର…

ରେଡ଼ ଜୋନରେ ସାମିଲ ହେଲା ରାଜ୍ୟର ଆଉ ଏକ ଜିଲ୍ଲା

ଗଞ୍ଜାମ() ଗଞ୍ଜାମ ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରିଛନ୍ତି ସରକାର । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ସରକାର ଏହୀପରି ନିଷ୍ପତ୍ତି ନେଇଛନ୍ତି । ଆଜି ଦିନକରେ ଗଞ୍ଜାମ ଜିଲ୍ଲାରେ ୧୭ଜଣ ପଜିଟିଭ୍ ବାହାରିଛନ୍ତି । ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା…

ଓରିଫ୍ଲେମର ନୂତନ ନୋଭଏଜ ଫେସ ମାସ୍କ

ଭୁବନେଶ୍ୱର : ଭାରତରେ ଫେସ ମାସ୍କର ଚାହିଦାକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଡିସ ବିୟୁଟି ବ୍ରାଣ୍ଡ, ଓରିଫ୍ଲେମ ପକ୍ଷରୁ ଏହାର ନୋଭ୍‌ଏଜ ଫେସ ମାସ୍କର ଦୁଇଟି ନୂତନ ରେଞ୍ଜର ଶୁଭାରମ୍ଭ କରାଯାଇଛି । ନୋଭଏଜ ଷ୍ଟ୍ରେଦେନିଙ୍ଗ ଫେସ ମାସ୍କ ଏବଂ ନୋଭ୍‌ଏଜ ରିପ୍ଲେନିସିଙ୍ଗ ଫେସ ମାସ୍କରେ…

ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ

ଭୁବନେଶ୍ୱର : ଓଡ଼ିଶାରୁ ବାହାର ରାଜ୍ୟକୁ ଯିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଇ-ପାସ୍‌ ବ୍ୟବସ୍ଥା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ଲୋକେ ଏହି ଇ-ପାସ୍‌ ସହାୟତାରେ ନିଜ ଘରକୁ ଫେରିପାରିବେ ।…

ସହରରେ ସକ୍ରିୟ ହେଉଛନ୍ତି ଜେଲରୁ ଖଲାସ ହୋଇଥିବା ଅପରାଧି

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଜେଲ୍‍ ଗୁଡିକରେ ଭିଡ କମାଇବାପାଇଁ ଅନେକ ବନ୍ଦୀଙ୍କୁ ଜାମିନରେ ଛଡାଯାଇଛି । ତେବେ ଜେଲ୍‍ରୁ ଖଲାସ ହୋଇଥିବା ବନ୍ଦୀଙ୍କ ମଧ୍ୟରେ ରାଜଧାନୀର ଅନେକ ଜଣାଶୁଣା ଅପରାଧି ଓ ଚୋର ଥିବାରୁ କମିଶନରେଟ ପୁଲିସ୍‍ର ଚିନ୍ତା ବଢିଛି । ଲକ୍‍ଡାଉନ୍‍ ସମୟରେ ଯଦିଓ ଏମାନେ…

ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି

ଭୁବନେଶ୍ବର : ୮ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କଲା ପାଣି ପାଗ ବିଭାଗ। କାଲି ସକାଳ ୮.୪୫ ମଧ୍ୟରେ  ଓଡିଶାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କନାଳ ଓ ରାୟଗଡାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦-୪୦ କି.ମି ବେଗରେ ପବନ ଓ ଘଡଘଡି ସହ ବର୍ଷା ହେବ…

ରାଜ୍ୟରେ ପୁଣି ୨୦ ପଜି଼ିଟିଭ୍‌

ଭୁବନେଶ୍ବର: ରାଜ୍ୟରେ ପୁଣି ୨୦ ପଜି଼ିଟିଭ୍‌। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ‌ସାଇଟ୍‌ରୁ ସୂଚନା ଦିଆଯାଇଛି. କେବଳ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରାଶ୍ୟାଧିପ ସ୍ବନକ୍ଷତ୍ରସ୍ଥ ଯୋଗୁଁ ସ୍ବାସ୍ଥ୍ୟରେ ଉନ୍ନତି, ଯାତ୍ରା, ବ୍ୟବସାୟ ,ବାଣିଜ୍ୟ, ପରିବହନ, ସଂଗଠନ, ରାଜନୀତି ପାଇଁ ବହୁତ ଭଲ । ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ ନାହିଁ । ପରିବାରର ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ…

ଚଳିତବର୍ଷ ଏନଆଇଟି, ଆଇଆଇଟି ଓ ଟ୍ରିପଲଆଇଟିରେ କୌଣସି ଶୁଳ୍କ ବୃଦ୍ଧି କରାଯିବ ନାହିଁ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ଏକ ୱେବିନାର ଜରିଆରେ ସାରା ଦେଶରୁ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ସ୍କୁଲ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଶିକ୍ଷା ବର୍ଷ, ଅନଲାଇନ ଶିକ୍ଷା, ଶୁଳ୍କ,…

କଣ୍ଟେନମେଣ୍ଟ ଜୋନ୍ ବୁଲି ସ୍ଥିତି ପରଖିଲେ ଭଦ୍ରକ ଏସପି

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଛି । ୧୨ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୨୦ଟି କଣ୍ଟେନମେଣ୍ଟ ଜୋନ ରହିଥିବା ବେଳେ ୩୨ ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭିଲେନ୍ସ ଜୋନ ଘୋଷଣା ହୋଇଛି । ଏଭଳି ପରିସ୍ଥିତିରେ କଣ୍ଟେନମେଣ୍ଟ ଜୋନ ଉପରେ ଡ୍ରୋନ୍ କ୍ୟାମେରାରେ ନଜର…