“ମୋ ପ୍ରତିଭା’ ଅନଲାଇନ କାର୍ଯ୍ୟକ୍ରମ ଆରମ୍ଭ
ଭୁବନେଶ୍ବର : ଲକଡାଉନ ସମୟରେ ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଇଛନ୍ତି ସୃଜନଶୀଳ ପଦକ୍ଷେପ । ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀଙ୍କୁ କାମରେ ନିଯୋଜିତ ରଖିବା ପାଇଁ ସରକାରସରକାର ଟ୍ୱିଟ୍ କରି ଜଣାଇଛନ୍ତି ।
କ୍ରୀଡା ଓ ଯୁବସେବା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ମୋ…
