Odia News Portal

୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି: ପ୍ରଭାତୀ ପରିଡ଼ା

ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସଂଖ୍ୟ ସପ୍ତାହକ ଭିତରେ ଏକ କୋଟି ଛୁଇଁବ ବୋଲି ସେ ଆଶା ପ୍ରକାଣ କରିଛନ୍ତି। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ

ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ : ସୁକାନ୍ତ ପାଣିଗ୍ରାହୀ

ବିଜେପି ସରକାର ଗଠନ ହେବା ପରେ ଦୁଇ ଦୁଇ ଜଣ ବିଜେଡି ସାଂସଦ ବିଜେପିରେ ମିଶିସାରିଛନ୍ତି । ତେବେ ଆଗକୁ ବିସ୍ଫୋରଣ ହେବ ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କେବଳ ବିଜେଡି

ଭରତପୁର ଥାନା କାଣ୍ଡ: କ୍ରାଇମବ୍ରାଞ୍ଚର ତନାଘନା

ଭରତପୁର ଥାନା କାଣ୍ଡକୁ ନେଇ ବର୍ତ୍ତମାନର ବଡ଼ ଖବର । ଅଳ୍ପ କେଇ ମିନିଟ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ତଦନ୍ତ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ କ୍ରାଇମବ୍ରାଞ୍ଚ ଟିମ୍। ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ

ପୂଜାରେ ବାଜିବନି DJ, ରାଜଧାନୀରେ ହେବ ମଦମୁକ୍ତ

ରାଜଧାନୀରେ ଏଥର ମଦମୁକ୍ତ, ଡିଜେ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ । ଚାନ୍ଦା ନାଁରେ ବଟି ମାଗିଲେ ବନ୍ଧା ହେବେ । ପୂଜା ମଣ୍ଡପରେ ମଦମୁକ୍ତ ଶପଥ ପାଠ କରାଇବ ପୋଲିସ । ଏଥର ଦଶହରା ପୂଜାକୁ ରାଜଧାନୀରେ ଏଭଳି ଢଙ୍ଗରେ କରିବାକୁ ଆଜି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ଓଡ଼ିଶାରୁ ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ ?

ଓଡ଼ିଶାରୁ ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ ? ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ ଓହରିଲା କି କମ୍ପାନୀ ? ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ନେଇ ଚର୍ଚ୍ଚା ଚାଲିଛି । ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ କିଛି

କାହିଁକି ହାରିଲା ବିଜେଡି

ଜେଡିର ଶୋଚନୀୟ ପରାଜୟ ପଛର କାରଣ କ’ଣ ? ନିର୍ବାଚନ ହାରିବାର ୩ ମାସ ପରେ ପରାଜୟର କାରଣ କହିଛନ୍ତି ନବରଙ୍ଗପୁର ବିଜେଡି ପରାଜିତ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସୂଚନା ଅନୁସାରେ ଗତକାଲି ଶଙ୍ଖ ଭବନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତାଙ୍କୁ ଡାକି ସମୀକ୍ଷା

ତୀବ୍ର ହେଉଛି ବିଜେଡି ଗୋଷ୍ଠୀ କନ୍ଦଳ

ଥମିବାର ନାଁ ନେଉନି ଭୁବନେଶ୍ୱର ବିଜେଡି କନ୍ଦଳ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ , ଅଶୋକ ପଣ୍ଡାଙ୍କ ସମର୍ଥକ ଓ ଅମରେଶ ଜେନାଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି କନକବ୍ୟୁରୋ: ଥମିବାର ନାଁ ନେଉନି ଭୁବନେଶ୍ୱର ବିଜେଡି କନ୍ଦଳ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଅଶୋକ

ହାତୀ ଆକ୍ରମଣରେ ୨ ମୃତ୍ୟୁ, ୩ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ଶୁଳିଆପଦା ଅଞ୍ଚଳରେ ହାତୀ ଉତ୍ପାତ । ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଗୁରୁତର ହୋଇଛନ୍ତି। ଘୋଳମୁହାଁ ପଞ୍ଚାୟତ ଉଲିଡିହି ଗାଁର ଜଣେ ମହିଳାଙ୍କୁ ଦଳି ଦେଲେ ଦନ୍ତାହାତୀ । ମୃତ ମହିଳା ସାକ୍ରା ହେମ୍ବ୍ରମ୍ ।

କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଚାରିଆଡେ ପଡ଼ିଛି ଆବର୍ଜନା । କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନଙ୍କ ଯୋଗୁ ଉପୁଜିଛି ଏମିତି ସ୍ଥିତି । ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି । ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦

ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସହଯୋଗ କାମନା କଲେ ମୁଖ୍ୟସଚିବ

ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡ଼ିଶା ୨୦୩୬ ନିମନ୍ତେ ଏକ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ବା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତ ଗଠିତ ରାଜ୍ୟସ୍ତରୀୟ ପରିଚାଳନା କମିଟି(ଷ୍ଟିଅରିଂ କମିଟି)ର ପ୍ରଥମ ବୈଠକ ଶନିବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।