Odia News Portal

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ…

ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ()ସରକାରୀ କର୍ମଚାରୀ ଓ ପେନସନଭୋଗୀ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଛି କେନ୍ଦ୍ର । ୧ ଜାନୁଆରୀରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ବୃଦ୍ଧି ନକରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ୫୪ ଲକ୍ଷ ସରକାରୀ କର୍ମଚାରୀ ଓ ୬୫…

ପୁଣି ଆଉ ଏକ ବିଶାଳ ‘ବଏ’

ଭୁବନେଶ୍ବର : ଅସ୍ତରଙ୍ଗ ବ୍ଲକ ତଣ୍ଡାହର ସମୁଦ୍ରକୂଳରେ ଗତ ମାସରେ ଠାବ ହୋଇଥିବା ଏକ ‘ବଏ’ ଉଦ୍ଧାର ହୋଇନଥିବା ବେଳେ ପୁଣି ଆଉ ଏକ ବିଶାଳ ‘ବଏ’ କୁଶଭଦ୍ରା ମୁହାଣ ଠାରୁ ୬ କି.ମି ଦୂର କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ଏହି ‘ବଏ’ ସମୁଦ୍ରରୁ ଜାହାଜ ଗୁଡିକୁ ସିଗ୍ନାଲ ଦେଇ ଟ୍ରାଫିକ…

ଏହି ମାସରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ ଚଳିତବର୍ଷ ଅମରନାଥ ଯାତ୍ରା ଜାରି ରହିବ। ବୁଧବାର ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ଼ର ଅଧ୍ଯକ୍ଷ ତଥା ଜମ୍ମୁ-କଶ୍ମୀରର ଏଲଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏ ବର୍ଷ ଯାତ୍ରା ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାର ମାତ୍ର କିଛି…

ଉଚ୍ଚଶିକ୍ଷା ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କ୍‍ ସନ୍ତୋଷ ପ୍ରକଟ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଚଳାଯାଉଥିବା ଓଡିଶା ହାଇଅର ଏଜୁକେଶନ ପ୍ରୋଗ୍ରାମ ଫର ଏକ୍ସଲେନ୍ସ ଆଣ୍ଡ ଇକ୍ୟୁଟି (ଓଏଚ୍‍ଇପିଇଇ)ର ଅଗ୍ରଗତିକୁ ନେଇ ବିଶ୍ୱବ୍ୟାଙ୍କ୍‍ ସନ୍ତୋଷ ପ୍ରକଟ କରିଛନ୍ତି । ବିଶ୍ୱବ୍ୟାଙ୍କ୍‍ର ଆର୍ଥିକ ସହାୟତାରେ ଉଚ୍ଚଶିକ୍ଷା ବିଭାଗ ଏହି ଯୋଜନାକୁ କାର୍ଯ୍ୟକାରୀ…

ଗୋମାଂସ ଚାଲାଣ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ବର : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତ୍ରଗତ ରଣାଲଇ ଗ୍ରାମରେ କରୋନା ଲାଗି ଜନସାଧାରଣଙ୍କୁ ସଚେତନତା କରୁଥିବା ବେଳେ ଗୋ ହତ୍ୟା ଓ ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ବାଇକ୍ ସହ ଦୁଇଜଣ କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଆର .ଉଦୟଗିରି ଥାନା ରଣାଲଇ ଗ୍ରାମର ସୁକାନ୍ତ…

ମାସ୍କ ତିଆରି ତିଆରି କରି ଉଦାହରଣ ପାଲଟିଲେ ରାଷ୍ଟ୍ରପତିଙ୍କ ପତ୍ନୀ,ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ() ପୁରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି ।ଏହି କୋଭିଡ଼ ୧୯ ଯୁଦ୍ଧରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ । ସେ ଏହି ମହାମାରୀ ମୁକାବିଲା ନେଇ ନିଜେ ମାସ୍କ ତିଆରି…

ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ୫ ଲକ୍ଷ ଫଳ ଗଛ ଲଗାଇବା ପାଇଁ ଯୋଜନା

ଭୁବନେଶ୍ୱର : କୋଭିଡ୍‌-୧୯ର ଏହି ସଙ୍କଟ ସମୟରେ ଯେତେବେଳେ ଭବିଷ୍ୟତକୁ ନେଇ ନିରାଶା ଓ ଅନିଶ୍ଚିତତା ଜାରି ରହିଛି, ସେତେବେଳେ ବୃକ୍ଷ ରୋପଣ କରିବାର ଶପଥ ହେଉଛି ସମଗ୍ର ବିଶ୍ୱର ଆବଶ୍ୟକତା । ଏପ୍ରିଲ ୨୨ ତାରିଖରେ ପୃଥିବୀ ଦିବସ ପାଳନ କରାଯାଉଥିବାରୁ ଜାତିସଂଘ ଆଧାରିତ ପୁନଃବନୀକରଣ ଅଣଲାଭକାରୀ…

କୋରାପୁଟ କୋଭିଡ଼ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ

ମାଲକାନଗିରି() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏବଂ ସେହି କୋଭିଡ଼…

ଏସ୍.କେ. ଲୋହାନୀଙ୍କୁ ଭଦ୍ରକ ଦାୟିତ୍ୱ

ଭୁବନେଶ୍ୱର() ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହ ବୃଦ୍ଧି ପାଇବା ପ୍ରସଙ୍ଗରେ ୩ଜିଲ୍ଲାର ସ୍ଥିତି ସମୀକ୍ଷା ପାଇଁ ୩ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । ଅବକାରୀ ପ୍ରମୁଖ ସଚିବ ଏସ୍.କେ. ଲୋହାନୀଙ୍କୁ ଭଦ୍ରକ…