Odia News Portal

୨୦୨ ବିଦେଶୀ ମଦ ବୋତଲ ଜବତ, ଜଣେ ଗିରଫ

ଭୁବନେଶ୍ୱର : କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ପୁଣି ଚୋରା ମଦ କାରବାର ଉପରେ ଚଢ଼ଉ କରିଛି । ଏଥର ଜଣେ ଢାବା ମାଲିକଙ୍କୁ ଧରିଛି । ଏଠି ବି ସମାନ ଢ଼ଙ୍ଗରେ ଦାମୀ କାର୍‌ରେ ମଦ ବେପାର ଚାଲିଥିଲା । ଟିମ୍‌ ସମ୍ପୃକ୍ତ ଢାବା ମାଲିକଙ୍କୁ ଗିରଫ କରିଛି । ତାଙ୍କ ନାମ ହେଲା ପ୍ରକାଶ କୁମାର…

ରଥଯାତ୍ରା ପାଇଁ ଅନୁମତି ନଦେବାକୁ ଆବେଦନ

ଭୁବନେଶ୍ୱର()ଆସନ୍ତା ୨୬ ତାରଖ ଅକ୍ଷିତୃତୀୟାରୁ ଆରମ୍ଭ ହେବ ପୁରୀରେ ରଥଯାତ୍ରାର ପ୍ରସ୍ତୁତି ପର୍ବ । ୫ ଜୁନ ଏହାର ଆଦ୍ୟ ପର୍ବ ସ୍ନାନ ପୂଣ୍ଣିମାରୁ ଆରମ୍ଭ ହୋଇ ୪ ଜୁଲାଇ ନିଳାଦ୍ରୀ ବିଜେରେ ଶେଷ ହେବ । ଏହି ଉତ୍ସବ କେବଳ ପୂରୀରେ ନୂହେଁ ବରଂ ରାଜ୍ୟ ସାରା ଆଯୋଜିତ ହେବ । କିନ୍ତୁ ଚଳିତ ଥର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା ନିଜ ଚତୁଃପାର୍ଶ୍ୱସ୍ଥ ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ ।…

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ କଣ୍ଟେନମେଣ୍ଟ ମୁକ୍ତ । କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର । ଏନେଇ ଘୋଷଣା କରିଛି ବିଏମସି । ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍ । ଏହି ସ୍ଥାନମାନଙ୍କରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇବା ନେଇ ବିଏମସି ଘୋଷଣା କରିଛି । ଏବେ ଏହି…

ଝାରସୁଗୁଡାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ଝାରସୁଗୁଡା : ଝାରସୁଗୁଡ଼ା ସହର ମଧ୍ୟରେ ଥିବା ମଙ୍ଗଳବଜାର ସ୍ଥିତ ପୂରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଭାବେ ଲୋକାର୍ପିତ କରାଯାଇଛି । ସହର ମଧ୍ୟରେ ଥିବା ପୂରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ୧୧୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲକୁ…

କରୋନା ନିୟନ୍ତ୍ରଣ ରଥରେ ସାରଥି ସାଜିଲେ ଶାରଦା

ମାହାଙ୍ଗା()  କରୋନା ସମୟରେ ଅସହାୟଙ୍କୁ ସହଯୋଗର ଢ଼ାତ ବଢାଇଛନ୍ତି ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ଶାରଦା ପ୍ରଧାନ । ବିପଦ ବେଳେ ସଦାସର୍ବଦା ଲୋକଙ୍କ ସହ ରହି ସେବା କରୁଥିବା ଶାରଦା କରୋନା ସମୟରେ ମଧ୍ୟ ଲୋକଙ୍କୁ ସେବା କରିବାରେ ପଛାଇନାହାନ୍ତି । ଏଭଳି ଏକ ସ୍ପର୍ଶକାତର ମୁହୂର୍ତ୍ତରେ…

ବିପୁଳ ପରିମାଣରେ ମଦ ଜବତ ସହ ୪ ଗିରଫ

ସାଲେପୁର : ଶିଶୁଆଠାରେ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିବା ସହ ୪ ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ।  ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଠାରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ଚଢାଉ ହୋଇଛି ।…

ପୁଣି ଘୁଞ୍ଚିଲା କେଦାରନାଥ ଓ ବଦ୍ରିନାଥ କପାଟ ଖୋଲିବା ତାରିଖ

ଡେରାଡୁନ : କେଦାରନାଥ ଓ ବଦ୍ରୀନାଥ ମନ୍ଦିରର କପାଟ ଖୋଲିବାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହା ପ୍ରଥମ ଘଟଣା ଯେବେ ଏହି ମନ୍ଦିରର କପାଟ ଖୋଲିବାର ତାରିଖ ତୃତୀୟ ଥର ବଦଳାଯାଇଛି। ଏବେ କେଦାରନାଥ ମନ୍ଦିର କପାଟ ୨୯ ଅପ୍ରେଲରେ ଖୋଲିବ, ସେଭଳି ବଦ୍ରୀନାଥ ମନ୍ଦିରର ୧୫ ମଇରେ ଖୋଲିବ।…

ବଜ୍ରାଘାତରେ ଜଳିଗଲା ଘର

ଚାନ୍ଦବାଲି : ବଜ୍ରାଘାତରେ ଜଳିଗଲା ଘର । ଘରେ ଥିବା ୧୫ବସ୍ତା ଧାନ ସହ ଘର କରଣା ସାମଗ୍ରୀ ମଧ୍ୟ ଜଳିଯାଇଛି । ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲଦାର ଅଧିନସ୍ଥ ଆରଡି ପଞ୍ଚାୟତ ମୁଆଁ ଦାସସାହିର ନାରାୟଣ ଦାସଙ୍କ ନିର୍ମାଣଧୀନ ଘର ଘଡଘଡିରେ ଗତକାଲି ବିଳମ୍ବିତ ରାତିରେ…

ମୋଦିଙ୍କ ନିଷ୍ପତିକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ () ଦେଶର କରୋନା ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ ଏଥିପାଇଁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ…