Odia News Portal

କରୋନା ଭାଇରସର ଟୀକାକୁ ନେଇ ଆସିଲା ଖୁସି ଖବର

ସାରା ବିଶ୍ୱରେ ଯେଉଁଭଳି ଭାବେ କରୋନାର ଆତଙ୍କ ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଶୀଘ୍ର ମିଳିଯାଉ ବୋଲି ପ୍ରାର୍ଥନା କରୁଛନ୍ତି। ଫଳରେ ସେମାନେ ପୂର୍ବ ପରି ସାଧାରଣ ଜୀବନଯାପନ କରିପାରିବେ। ବର୍ତ୍ତମାନ କରୋନା ଭାଇରସରୁ ମୁକ୍ତି ପାଇଁ ଡାକ୍ତରୀ ଦଳ ଏହାର ଔଷଧର ଖୋଜିବାରେ…

୩ମାସର ଦରମା ଦାନ କଲେ ବିଧାୟକ ସୁଶାନ୍ତ କୁମାର ରାଉତ

ଭୁବନେଶ୍ୱର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡିକୁ ୩ମାସର ଦରମା ଦେଇଛନ୍ତି ଉତ୍ତର…

ସୁରକ୍ଷା ପାଇଁ ଶପଥ

ଭୁବନେଶ୍ୱର()  ପରିବାରର ସୁରକ୍ଷା ପାଇଁ ଶପଥ ନେବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛନ୍ତି । ପ୍ରିୟ ଭାଇ ଓ ଭଉଣୀମାନେ,  ‘କରୋନା ଭାଇରସ ବିଷୟରେ ଆପଣମାନେ ଭଲ ଭାବରେ ଜାଣି ସାରିଲେଣି ।  ଏହି ଭାଇରସ୍‌ ଚୀନ୍‌ରେ ଥିଲା ୤ ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପରେ ଥିଲା ।…

ରାଜ୍ୟରେ ତୁରନ୍ତ ଲାଗୁ ହେଉ ଆୟୁଷ୍ମାନ ଭାରତ

ଭୁବନେଶ୍ୱର : ରାଜ୍ୟରେ ତୁରନ୍ତ ଲାଗୁ ହେଉ ଆୟୁଷ୍ମାନ ଭାରତ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆୟୁଷ୍ମାନ ଯୋଜନାକୁ ଏପରି ଘଡିସନ୍ଧି ମୁହୂର୍ତ୍ତରେ ତୁରନ୍ତ ଲାଗୁ କରନ୍ତୁ ବୋଲି ଧର୍ମେନ୍ଦ୍ର…

ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ । ନବୀନ କହିଛନ୍ତି, ଆମେ ସାବଧାନ ରହିଲେ କରୋନା ଆସି ପାରିବନି । ବାହାରକୁ ନଯିବାକୁ ବ୍ୟକ୍ତିଗତ ଶପଥ ପାଇଁ ଅପିଲ୍‌ । ‘କରୋନା ଭାଇରସ୍‌କୁ ଘରେ ପଶିବାକୁ ଦେବା…

କରୋନା ପାଇଁ ୩ମାସର ଦରମା ଦାନ କଲେ ଯାଜପୁର ବିଧାୟକ

ଭୁବନେଶ୍ୱର, () ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡିକୁ ୩ମାସର ଦରମା ଦେଇଛନ୍ତି ବିଜେଡ଼ି…

ଭାଇରାଲ ହେଉଛି କୃଷିମନ୍ତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ

ଭୁବନେଶ୍ବର() ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏବେ ଶୁଦ୍ଧା ୧୮୬ ଦେଶ ଏହି ଭାଇରସ କବ୍ଜା କରିସାରିଲାନି । କରୋନା ନେଇ ଲୋକେ ଆତଙ୍କିତ ହେବା ସହ ଅନେକ ଗୁଜବକୁ ବିଶ୍ବାସ କରି ଲୋକସାନ ସହୁଛନ୍ତି । ଏହାକୁ ନେଇ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଏକ ଭିଡିଓ ଜରିଆରେ ସଚେତନାର…

କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦାନ କଲେ ପ୍ରତାପ ଜେନା

ଭୁବନେଶ୍ବର  () ଦେଶର ଅଧିକାଂଶ ରାଜ୍ୟକୁ ବ୍ୟାପିବାରେ ଲାଗିଛି କରୋନା । ଆଉ ଏସବୁ ଭିତରେ ଓଡ଼ିଶା କରୁଛି କରୋନା ମୁକାବିଲା । ସଂକ୍ରମଣକୁ ରୋକିବାକୁ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଉ ଏସବୁ ଭିତରେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ…

ରାଜ୍ୟସଭା ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ, () ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଭାରତୀୟ ନିର୍ବାଚନ କମିସନ । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୬ରେ ହେବାକୁ ଥିଲା ରାଜ୍ୟସଭା ନିର୍ବାଚନ ।

ରାଜ୍ୟର ୩୦ଜିଲ୍ଲା ଲକ୍ ଡାଉନ

ଭୁବନେଶ୍ୱର, () କରୋନା ନେଇ ସବିଶେଷ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆଜି ମଧ୍ୟ ରାତ୍ରିରୁ ରାଜ୍ୟର ୩୦ଜିଲ୍ଲା ଲକ୍ ଡାଉନରେ ରହିବ । ୨୯ମାର୍ଚ୍ଚ ମଧ୍ୟରାତ୍ରୀ ଯାଏଁ ଲକ୍ ଡାଉନରେ ରହିବ । ପ୍ରଥମେ ୫ଜିଲ୍ଲା ପରେ ୯ଜିଲ୍ଲାରେ ଲକ୍ ଡାଉନ ଲାଗୁ ହୋଇଥିଲା । ଆଜି…