Odia News Portal

ଏହି ଅଭିନେତ୍ରୀ ସେୟାର କଲେ କେକ୍ ବନାଉଥିବା ଫଟୋ

ଲଣ୍ଡନରୁ ଫେରିବା ପରେ କରୋନା ସଂକ୍ରମଣ କାରଣରୁ ସୋନମ କପୁର ଏବେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି । ତେବେ ବର୍ତ୍ତମାନ ସେ ନିଜର ଶାଶୁ ଘରେ ରହୁଛନ୍ତି । ଆଜିକାଲି ସେ ସୋସିଆଲ ମିଡ଼ିଆରେ ମଧ୍ଯ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ କେକ୍ ବନାଉଥିବା ଫଟୋ ପୋଷ୍ଟ…

ଲୋକାର୍ପିତ ହେଲା ବାରିପଦାରେ କୋଭିଡ୍‌-୧୯ ହସ୍ପିଟାଲ୍‌

ମୟୁରଭଞ୍ଜ : ଲୋକାର୍ପିତ ହେଲା ବାରିପଦା କିସ୍ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍‌-୧୯ ହସ୍ପିଟାଲ୍‌ । ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ କିମ୍‌ସ କର୍ତ୍ତୃପକ୍ଷ ଯୋଗଦେଇ ହସ୍ପିଟାଲ୍‌କୁ ବିଧିବଦ୍ଧ ଭାବେ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ହସ୍ପିଟାଲ୍‌ରେ ୨୦୦ ବେଡ୍‌ ସହିତ…

ଏୟାରଟେଲ ଥ୍ୟାଙ୍କସ ଆପରେ ‘ଫାଇଟ କରୋନା’ ସେକ୍ସନର ଶୁଭାରମ୍ଭ

ଭୁବନେଶ୍ୱର : ଏହି ଘଡ଼ିସନ୍ଧି ମୂହୂର୍ତର ମୁକାବିଲା ପାଇଁ ଏହାର ଗ୍ରାହକମାନଙ୍କୁ ପ୍ରସ୍ତୁତ ରଖିବା ନିମନ୍ତେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏୟାରଟେଲ ଥ୍ୟାଙ୍କସ ଆପ୍‌ର ବ୍ୟାଙ୍କିଙ୍ଗ ସେକ୍ସନ ଅଧିନରେ ଏକ ଉତ୍ସଗୀକୃତ ‘ଫାଇଟ କରୋନା’ ସେକ୍ସନ ପ୍ରସ୍‌ୁତ କରାଯାଇଛି । ଏହି ସେକ୍ସନ ଜରିଆରେ…

କରୋନା ଭୁତାଣୁ ପାଇଁ ସ୍ୱର୍ଗଦ୍ୱାରକୁ ସାନିଟାଇଜ

ପୁରୀ : ଭୁତାଣୁ ସଂକ୍ରମଣ କୁ ରୋକିବା ନେଇ ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ ସଜାଗ। ଏହି କ୍ରମରେ  ବୁଧୁବାର ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ପୁରୀ ଦମକଳ ବାହିନୀ ୨ରୁ ଅଧିକ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ସାନିଟାଇଜ ପାଣି ସ୍ପ୍ରେ ହୋଇଛି । ସ୍ୱର୍ଗଦ୍ୱାର ଚତୁର୍ପାଶ୍ୱ ସହ ଚାରିପଟ…

ଜଣଙ୍କୁ ଥରେ କରୋନା ସଂକ୍ରମଣ ହେଲେ ଆଉ ହେବ ନାହିଁ, ଜାଣନ୍ତୁ …

ଭୁବନେଶ୍ବର()   କରୋନାକୁ ସାଧାରଣରେ ରହିଛି ଅନେକ ଭ୍ରାନ୍ତ ଧାରଣା । ଏନେଇ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ଭୂତାଣୁର କୌଣସି ସମ୍ପର୍କ ନାହିଁ । ତାପମାତ୍ରା ୨୫ ଡିଗ୍ରୀ ହେଉ କି ୭୭ ଡିଗ୍ରୀ, କରୋନା ଭୁତାଣୁ ମରେ ନାହିଁ । ତେବେ ଜଣଙ୍କୁ ଥରେ…

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସଂକ୍ରମଣ ହାର ଯଥେଷ୍ଟ କମ

ଭୁୁୁବନେଶ୍ବର()  କରୋନା ପାଦ ଥାପି ଥାପି ସନ୍ତର୍ପଣରେ ଆସୁଛି । ହଠାତ ବିସେ୍ଫାରକ ରୂପ ନେବ । ତେଣୁ ଶତ୍ରୁକୁ ଅଣଦେଖା ନକରି ଆଗୁଆ ସତର୍କତାମୂଳକ ପଦକେ୍ଷପ ନେଉଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହାଦ୍ୱାରା ଭାରତର ଅନ୍ୟ ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ଅଲ ଓଡିଶା ଲେୟାର ଫାମର୍ସ ଆସୋସିଏସନ

ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ପରପ୍ରେକ୍ଷୀରେ ଓଡିଶାରେ ଅଣ୍ଡା ଉତ୍ପାଦନ କରୁଥିବା ଲେୟାର ଚାଷୀମାନଙ୍କ ମେରୁଦଣ୍ଡ ଦୋହଲି ଗଲାଣି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟରେ ୨୦ହଜାର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥିବା ଏହି ଶିଳ୍ପ ଏବେ ତିଷ୍ଠି ରହିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ…

କଳାହାଣ୍ଡିରେ କୋଭିଡ଼ ହସ୍ପିଟାଲର ପରିଦର୍ଶନ କଲେ ୫ଟି ସଚିବ

କଳାହାଣ୍ଡି ()କଳାହାଣ୍ଡି ଭାବନୀପାଟଣା ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେଠାରେ ସେ ପହଞ୍ଚି କରୋନା ସମୀକ୍ଷା କରିଛନ୍ତି । ଏହାସହ ସେଠାରେ କୋଭିଡ଼ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । କଳାହାଣ୍ଡିରେ ୨ଜଣ କରୋନା…

୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର

ଭୁବନେଶ୍ୱର() ରାଜ୍ୟର ୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର ନିଯୁକ୍ତି ପାଇଛନ୍ତି । କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ନିଯୁକ୍ତ ହୋଇଥିବା ନୋଡ଼ାଲ ଅଫିସର ତଦାରଖ କରିବେ । ସମସ୍ୟା ସମାଧାନ ସହ ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । ଏହାସହ କୃଷି ସରଞ୍ଜାମ ମରାମତି…

ଉଦାହରଣ ସୃଷ୍ଟି କଲା ସମ ଅଲଟିମେଟ ମେଡିକେଆର

ଭୁବନେଶ୍ବର() କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ  ଥାଇ   ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ  ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି । ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ ହେମନ୍ତ କୁମାର…