ଆକାଶରେ ମେଘ ପବନ ଦେଖିଲେ ବିଜୁଳି ମାରୁଛି ଛୁ
ଭୁବନେଶ୍ୱର : ଆକାଶରେ ମେଘ ଦେଖିଲେ ଲାଇନ୍ ଛୁ ମାରୁଛି । ଏହା ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳରେ ଘଟୁନାହିଁ, ଖୋଦ୍ ରାଜଧାନୀରେ ଏଭଳି ଅବସ୍ଥା । ଫନି ମାଡରେ ଘାଇଲା ବିଜୁଳି ବ୍ୟବସ୍ଥାର ତରବରିଆ ରକ୍ଷଣା ବେକ୍ଷଣ ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି । ଦିନ କେଇଟା ପରେ ମଇ ୩ତାରିଖରେ ଫନି…
