ଭାରତୀୟଙ୍କ ପାଇଁ ବନ୍ଦହେଲା ବାଂଲାଦେଶୀ ଭିସା, ଅନିଶ୍ଚିତ କାଳ ପାଇଁ ବନ୍ଦହେଲା ଭିସା ଜାରି ପ୍ରକ୍ରିୟା
ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ । ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି । ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜୁଛି । ଢାକା…
