୩ ବର୍ଷ ପାଇଁ ବାସନ୍ଦ ହେଲେ ଉମର ଆକମଲ
ଇସଲାମାବାଦ: ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଉମର ଆକମଲଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ୩ ବର୍ଷ ପାଇଁ ବାସନ୍ଦ କରିଛି । ଆକମଲ ବୁକିଙ୍କୁ ଭେଟିଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନୁଶାସନ ପ୍ୟାନେଲରେ ଶୁଣାଣି ପରେ ଉମାର ଆକମଲଙ୍କୁ ଏହି ଦଣ୍ଡ ମିଳିଛି ।…
