Odia News Portal

ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ଭୁବନେଶ୍ୱର()ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ସୂଚନା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ହୋଇଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୨, ସୁସ୍ଥ ହେଲେଣି ୩୫ ଜଣ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଜିଠୁ ପ୍ରବଳ ବର୍ଷିବ,୧୩ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟରେ ଆଉ ଦୁଇଦିନ କାଳବୈଶାଖୀ, ଆଜିଠୁ ପ୍ରବଳ ବର୍ଷିବ ।ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଜୋର୍ରେ ପବନ ମଧ୍ୟ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।ଆଜି ୧୩ଟି ଜିଲ୍ଲାରେ କାଳବୈଶାଖୀର ସର୍ବାଧିକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବୁଧାଦିତ୍ୟ ଯୋଗ ପ୍ରଭାବରେ ସାମାଜିକ ସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିସ୍ବାର୍ଥପର କାର୍ଯ୍ୟାବଳୀର ଭୂୟସୀ ପ୍ରସଂସା କରିବେ ା କୈାଣସି ପ୍ରକାରର ପ୍ରତିବନ୍ଧକ ନଥାଇ ଆନୁଷ୍ଠାନିକ କାମ ସୁରୁଖୁରୁରେ ସମାପନ ହେବ ା ଆଜି ଆବଶ୍ୟକତା ଅନୁସାରେ ଅର୍ଥର ଅଭାବ ରହିବ ନାହିଁ ା…

କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ବର()  ବରିଷ୍ଠ ଆଇଏଏସ୍‌ମାନଙ୍କୁ କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ ଦିଆଗଲା । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ୨୨ ବରିଷ୍ଠ ଆଇଏସ୍‌ଙ୍କୁ ଜିଲ୍ଲା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର…

ଏକ ସ୍କୁଟି ସହ ୩୦ ଲିଟର ମଦ ଜବତ

ଗୁଣପୁର : ଦେଶୀ ମଦ କାରବାର କରି ଏଠାରେ ଶନିବାର ଜଣେ ଶିକ୍ଷକ ଧରା ପଡିଛନ୍ତି । ଅବକାରୀ ବିଭାଗ ତାଙ୍କୁ ଗିରଫ କରିଛି । ଶିକ୍ଷକଙ୍କ ନିକଟରୁ ଏକ ସ୍କୁଟି ସହ ୩୦ ଲିଟର ମହୁଲି ମଦ ଜବତ କରାଯାଇଛି । ଶିକ୍ଷକ ହେଲେ ଚନ୍ଦ୍ରପୁର ବ୍ଲକ ସାରିକିମା ପଞ୍ଚାୟତ ରେପ୍ତାବାଲି ପ୍ରାଥମିକ ବିଦ୍ୟାଳୟର କାରୀ…

ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ

ପୁରୀ : ଲୀଳାମୟ ଠାକୁର ସେ । କେତେବେଳେ କିଭଳି ଲୀଳା କରନ୍ତି ତାକୁ ମୁନଷ୍ୟ ବୁଝିବା ମୁସ୍କିଲ । ଆଜି କରୋନା କବଳରେ ଥିବା ସାରା ବିଶ୍ୱ ପାଇଁ ପୁଣି ବାର୍ତ୍ତା ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ । ଶ୍ରୀମନ୍ଦିର ପରମ୍ପରା ବଦଳିଛି । ବଦଳିଛି ଇତିହାସ । ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଭିତର ବେଢାରେ…

ପାଇକ ମହାସଂଘର ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ

ଭୁବନେଶ୍ୱର : କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି । ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ପୁଲିସ କର୍ମଚାରୀଙ୍କ ଅବଦାନ ଉଲ୍ଲେଖନୀୟ । ଆଜି…

ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କର ଦେହାନ୍ତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ତଥା ଚଳଚ୍ଚିତ୍ର କାହାଣୀ ଲେଖକ ବିଜୟ ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁକୁ ସିନା ଜିତି ପାରିଲେନି ହେଲେ ଅନେକ ଲୋକପ୍ରିୟ ନାଟକ ଓ ଚଳଚ୍ଚିତ୍ରର କାହାଣୀ ଲେଖି ସେ ଦର୍ଶକମଙ୍କ ମନରେ ଅମର ହୋଇ ରହିବେ । ଉଭୟ ମଞ୍ଚ ଓ…

ଏହି ୩ ପଞ୍ଚାୟତକୁ ମିଳିଲା ଜାତୀୟ ପୁରସ୍କାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ୩ ପଞ୍ଚାୟତକୁ ମିଳିଲା ଜାତୀୟ ପୁରସ୍କାର । ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଘୋଷଣା ହୋଇଛି ପୁରସ୍କାର । ଗଞ୍ଜାମ ବ୍ଲକର କାଇଁଚପୁର, ବେଲଗୁଣ୍ଠା ବ୍ଲକର ବଡବୋରସିଂ ଓ ସାନଖେମୁଣ୍ଡି ବ୍ଲକର ପୋଡାମାରି ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ ବିକାଶ ଯୋଜନା, ଶ୍ରେଷ୍ଠ…

ମନରେ ଖୁସି : ପୁଣି ମିଳିଲା ରୋଜଗାରର ପନ୍ଥା

ଜୟପୁର : ପତ୍ର ତୋଳା ଆରମ୍ଭ କରିଛନ୍ତି କେନ୍ଦୁପତ୍ର ତୋଳାଳି। ମନରେ ଖୁସି। ପୁଣି ମିଳିଲା ସେମାନଙ୍କୁ ରୋଜଗାରର ପନ୍ଥା। ହାତବାନ୍ଧି ବସିଥିବା ହଜାର ହଜାର କେନ୍ଦୁପତ୍ର ତୋଳାଳି ଏବେ ରୋଜଗାର କରୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ରେଞ୍ଜର ୬୬ ହଜାର କେନ୍ଦୁପତ୍ର ତୋଳାଳି, ୧୨୦୦ ପତ୍ର ବନ୍ଧାଳି…