Odia News Portal

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ

ନବରଙ୍ଗପୁର :  ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RTO ଗିରଫ ହୋଇଛନ୍ତି। ଗିରଫ ଆର୍‌ଟିଓ ହେଲେ ଗଣେଶ କଅଁର । ଗିରଫ ପରେ ଗଣେଶ କଅଁରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସର ୬ଜଣିଆ ଟିମ୍‌ ୬ ସ୍ଥାନରେ ଚଢାଉ କରିଥିଲେ। ଜୟପୁର ଭିଜିଲାନ୍ସ…

ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ

ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ ବିଜୟ ଦେଇଥିବା ମନ୍ତବ୍ୟର ଜବାବ ଦେଇ ଶ୍ରୀ ସିଂହ କହିଛନ୍ତି…

ସିଲ୍‌ ହେଲା ଷ୍ଟାର ଧର୍ମେନ୍ଦ୍ରଙ୍କ ନୂଆ ଢାବା ‘ହି ମ୍ୟାନ’

ଧର୍ମେନ୍ଦ୍ର ଗତ କିଛି ଦିନ ପୂର୍ବରୁ କରନାଲରେ ନିଜର ଏକ ନୂଆ ଢାବା ‘ହି ମ୍ୟାନ’ (He Man) ଉଦ୍‌ଘାଟନ କରିଥିଲେ। ସୂଚନା ମୁତାବକ ବର୍ତ୍ତମାନ ଏହି ଢାବାକୁ ସିଲ୍‌ କରିଦିଆଯାଇଛି। ଅବୈଧ ନିର୍ମାଣ କରାଯାଇଥିବାରୁ ନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରିପୋର୍ଟ ଅନୁଯାୟୀ ନଗର ନିଗମ…

ଆସନ୍ତାକାଲି ବନ୍ଦ ରହିବ ମୋ ବସ୍

ଭୁବନେଶ୍ୱର : ପ୍ରତିବର୍ଷ ହୋଲି ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆସନ୍ତାକାଲି ପବିତ୍ର ହୋଲି ପାଳନ ହେବ । ହୋଲି ଯୋଗୁଁ ଆସନ୍ତାକାଲି ମୋ ବସ୍ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅପରାହ୍ନ ୨ଟା ଯାଏଁ ବନ୍ଦ ରହିବ ପରେ ପୁଣି ସ୍ୱାଭାବିକ ହେବ ବସ୍ ସେବା । ଏହାସହ ଭୁବନେଶ୍ୱର…

ପୂର୍ବତନ ବିଧାୟକ ପ୍ରହଲ୍ଲାଦଙ୍କ ୮୩ ବର୍ଷରେ ଦେହାନ୍ତ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ପରଲୋକ। ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ପ୍ରହଲ୍ଲାଦ ବେହେରା ଅସୁସ୍ଥ ଥିବାବେଳେ ଗତ କାଲି ଠାରୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସକାଳ ୪ଟା ୩୦ ମିନିଟରେ…

୬୦ ବର୍ଷ ବୟସରେ ଜୀବନର ନୂଆ ଇନିଂସ ଆରମ୍ଭ

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ମୁକୁଲ ୱାସନିକ ୬୦ ବର୍ଷ ବୟସରେ ଜୀବନ ନୂଆ ଇନିଂସ ଆରମ୍ଭ କରିଛନ୍ତି। ୱାସନିକ୍ ରଭେନା ଖୁରାନା ନାମକ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ୱାସନିକ୍ କରିଛନ୍ତି ଦୁହିଁଙ୍କର ବହୁତ ପୁରୁଣା ବନ୍ଧୁତା ରହିଛି। ବର୍ତ୍ତମାନ ସେମାନେ ବିବାହ ବାନ୍ଧି ହେବାକୁ…

ରେଣ୍ଟାଲ କଲୋନୀରେ ଭୁଷୁଡି ପଡିଲା ତିନି ମହଲା ବାଲକୋନୀ

ଭୁବନେଶ୍ବର : ରାଜଧାନୀରେ ଘଟିଛି ଅଘଟଣ । ଭୁବନେଶ୍ବର ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ଭୁଷୁଡି ପଡିଛି ତିନି ମହଲା ବାଲକୋନୀ । ଏହି ଅଘଟଣରେ ଅଳ୍ପକେ ବର୍ତ୍ତିଯାଇଛନ୍ତି କଲୋନୀ ବାସିନ୍ଦା । ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଏକ ତିନି ମହିଲା କୋଠାର ବାଲକୋନୀ…

ପାଗରେ ହେଲା ପରିବର୍ତ୍ତନ : ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ପାଗରେ ହେଲା ପରିବର୍ତ୍ତନ । ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ହେଲେ ଫିକା ପଡ଼ିପାରେ ହୋଲି । ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୩୦ରୁ…

ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ

ପୁରୀ: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି। ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ। ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ-ଶ୍ରୀଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ଆସି ଦୋଳବେଦୀରେ ପହଞ୍ଚିବେ। ସେଠାରେ ଫଗୁ ଖେଳିବେ। ଏହି…

ଦୁର୍ଘଟଣାର ଶିକାର ହେଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ଜାହ୍ନବୀଙ୍କ ଡାହାଣ ହାତରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଏହା ସତ୍ତ୍ୱେ ଫିଟ୍‌ନେସ୍‌ ପ୍ରତି ତାଙ୍କର ଡେଡିକେଶନ ବୁଲ୍‌କୁଲ ବି କମିନାହିଁ। ସେ ନିଜ ଜିମ୍‌ ସେଶନ ପୂରା କରିଛନ୍ତି।…