Odia News Portal

କରୋନାରୁ ମୁକ୍ତି ପାଇଁ କାମନା କଲେ ସୁକିନ୍ଦା ବିଧାୟକ

ଭୁବନେଶ୍ବର() ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମ୍ ବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ କରିଛନ୍ତି। କରୋନା ମୁକାବିଲାରେ ସାରା ଦେଶ ଏକା ହୋଇ ଲଢିବା ପାଇଁ ଏ ପ୍ରକାଶ ଜ୍ୟୋତି ସହାୟକ ହେବ ବୋଲି…

ରାଜ୍ୟରେ ଆଉ ୧୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୯ରେ ପହଞ୍ଚିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ

ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମ୍ ବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ କରିଛନ୍ତି। କରୋନା ମୁକାବିଲାରେ ସାରା ଦେଶ ଏକା ହୋଇ ଲଢିବା ପାଇଁ ଏ ପ୍ରକାଶ ଜ୍ୟୋତି ସହାୟକ ହେବ ବୋଲି ଆସ୍ବାଶନା…

ଏଣିକି ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା

ବ୍ରହ୍ମପୁର() ‘କରୋନା’ ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। କରୋନା’ର…

ଏହି ଜିଲ୍ଲାରେ ମାସ୍କ୍ ନ ପିନ୍ଧିଲେ ଦେବାକୁ ପଡ଼ିବ ଫାଇନ୍

ଗଞ୍ଜାମ : କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ମାସ୍କ ପିନ୍ଧିବା ନେଇ ଗଞ୍ଜାମରେ ନୂଆ ନିୟମ ଲାଗୁ ହୋଇଛି । ମାସ୍କ ନପିନ୍ଧିବା ବ୍ୟକ୍ତି ଫାଇନ ଦେବାକୁ ପଡ଼ିବ । ସହରାଞ୍ଚଳରେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି…

ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ

ଭୁବନେଶ୍ୱର : କରୋନା ପାଇଁ ସ୍ୱତନ୍ତ୍ର କଟକଣା. ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ ନଚେତ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡିଲେ ଲାପରାଧୀକ ଦଫା ଲାଗି ଦୋକାନୀଙ୍କୁ ଗିରଫ କରାଯାଇ ପରେ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ…

ସିଲ ହେଲା ଭୁବନେଶ୍ୱରର ସୁନ୍ଦରପଦା, ଯଦୁପୁର ଅଞ୍ଚଳ

ଭୁବନେଶ୍ବର () ଭୁବନେଶ୍ୱରର ୬୭ ନମ୍ବର ୱାର୍ଡର କପିଳପ୍ରସାଦ ହାଉସିଂ ବୋର୍ଡର କଲୋନୀରେ ଅଞ୍ଚଳରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ବିଏମ୍‌ସ୍ ସପୂର୍ଣ୍ଣ ସିଲ୍‌ କରିଛି । ୬୭ ନମ୍ବର ୱାର୍ଡର ସୁନ୍ଦରପଦା ମୁନସିପାଲଟି ହସ୍ପିଟାଲ କାଳୁଆସୁଣି ମନ୍ଦିର ଠାରୁ…

ବ୍ରାଉନ ସୁଗାର ଜବତକୁ ନେଇ ଗୁଳିକାଣ୍ଡ

ଭଞ୍ଜନଗର : ଗତ କିଛିଦିନ ତଳେ ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ଘଟଣାକୁ କେନ୍ଦ୍ର କରି ଗଂଜାମ ଜିଲ୍ଲାରେ ଗୁଳିକାଣ୍ଡ ଘଟିଛି। ଆଜି ସକାଳେ କଳାପଥର ନିକଟ ମାଣିକପଡା ଗ୍ରାମର ରଞ୍ଜନ ଦଳେଇ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ପ୍ରଥମେ ବୁଗୁଡା ଡାକ୍ତରଖାନା ପରେ…

ଏହି ମୁସଲମାନ ଷ୍ଟାରମାନେ ଧର୍ମ ପ୍ରତି ଧ୍ୟାନ ନଦେଇ, ମନ୍ଦିରକୁ ଯାଇ ପୂଜା କରନ୍ତି

ଆସନ୍ତୁ ଜାଣିବା ଏପରି ପ୍ରସିଦ୍ଧ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, ଯାହାର ଧର୍ମ ଇସଲାମ, କିନ୍ତୁ ସେମାନେ ମନ୍ଦିରକୁ ଯାଇ ଏହାକୁ ପୂଜା କରନ୍ତି | ଯେଉଁମାନେ ବିଶ୍ଵାସ କରନ୍ତି ଯେ ଭଗବାନ ଙ୍କ ନାମ ଭିନ୍ନ ହୋଇପାରେ କିନ୍ତୁ ସବୁ ସମାନ ଅଟନ୍ତି | ୧. ସାରା ଅଲି ଖାନ – ବଲିଉଡର ମିଠା ଏବଂ ସେଫ ଅଲି…

ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି

ଯାଜପୁର : ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ। ଆଜି ପୋଲିସ ଡିଜି ପାଣିକୋଇଲି ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାର ବିଭିନ ଅଂଚଳରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର ସମୀକ୍ଷା କରିଥିଲେ। ଏଥିସହ ପୋଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ ସମ୍ପର୍କରେ…