ଓସା ହାଉସ୍ ପରିସରରେ ଭୋଜିଭାତ ଉପରେ କଟକଣା : ନିର୍ବାଚନ ପରେ ଅର୍ଥର ହିସାବ
ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ ପରିସରରେ କୌଣସି ଭୋଜିଭାତ କିମ୍ବା ସଭା ସମିତି ହୋଇପାରିବ ନାହିଁ । ଏହା ଉପରେ ସଂଘର ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି । ଏଥି ସହିତ ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଗତମାସ ୧୪ ତାରିଖରେ ଗଠନ ହୋଇଥିବା ନିର୍ବାଚନ କମିଶନ…
