Odia News Portal

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର()  ରାଜ୍ୟରେ କମିଲା ଘରୋଇ ବସର ଭଡା । କିଲୋମିଟର ପିଛା ବସ ଭଡା ୧ରୁ ୨ ପଇସା ହ୍ରାସ ପାଇଲା । ଡିଜେଲ ଦର ବୃଦ୍ଧି ଯୋଗୁଁ ଗତ ଜାନୁଆରି ୭ ତାରିଖରେ ବସ୍ ଭଡା ବୃଦ୍ଧି ଘଟିଥିଲା। ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ…

ଦୀପିକାଙ୍କ Doll Version ସୋସିଆଲ ମିଡିଆରେ ଭାଇରାଲ

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଡଲ୍‌ ଭର୍ସନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛି। ଏହାର ଫଟୋ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ଖାସ୍‌ କଥା ହେଉଛି, ଏହି କଣ୍ଢେଇକୁ ‘ରାଣୀ ପଦ୍ମାବତୀ’ଙ୍କ ଲୁକ୍‌ରେ ଦେଖିବାକୁ ମିଳିଛି। କଣ୍ଢେଇଟି ଦୀପିକାଙ୍କ ‘ପଦ୍ମାବତ୍‌’ ଲୁକ୍‌ର କପି ଭଳି…

ପୋଖରୀରେ ବୁଡି ଚାଲିଗଲା ଦୁଇ ଜୀବନ

ଯାଜପୁର ଟାଉନ : ପୋଖରୀରେ ବୁଡି ଚାଲିଗଲା ଦୁଇଜଣଙ୍କ ଜୀବନ।  ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ କବୀରପୁର ଠାରେ । ମୃତକ ହେଲେ ଯାଜପୁର ଟାଉନ ମାନସାପୋଲ ଅଞ୍ଚଳର ଅଭିଜିତ ଉପାଧ୍ୟାୟ(୨୧) ଓ ଅବଦଲପୁର ଅଞ୍ଚଳର ସୁଶିଲ ରାୟ(୨୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ…

ନାସାର ନୂଆ ସନ୍ଧାନ, ଦେଖନ୍ତୁ ଲୁହାରେ ନିର୍ମିତ ଗ୍ରହର ଫଟୋ

ନୂଆଦିଲ୍ଲୀ() ନାସା ଏମିତି ଏକ କ୍ଷୁଦ୍ର ଗ୍ରହର ସନ୍ଧାନ କରିଛି ଯାହା ସଂପୂର୍ଣ୍ଣ ରୂପେ ଲୁହାରେ ନିର୍ମିତ। ନାସା ଏହି କ୍ଷୁଦ୍ର ଗ୍ରହର ନାମ ୧୬ ସାଇକି ରଖିଛି। ଏହି ଗ୍ରହରେ ଥିବା ଲୁହାର ମୋଟ୍ ମୂଲ୍ୟ ପ୍ରାୟ ୮୦୦୦ କ୍ଵାଡ୍ରିଲିୟନ ପାଉଣ୍ଡ ଅର୍ଥାତ ୮୦୦୦ ପଛରେ ୧୫ ଜିରୋ ରହିବ। ବ୍ରିଟିଶ…

କାହିଁକି ମାସ୍କ ପିନ୍ଧିବାକୁ ମନା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ()  ସାରା ବିଶ୍ୱରେ କରୋନାକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ଏହା ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖାଯିବା ପରେ ବଢ଼ିଯାଇଛି ଚିନ୍ତା। ସେପଟେ ନିଜକୁ କରୋନା ମୁକ୍ତ ରଖିବା ପାଇଁ ଲୋକେ ମୁହଁରେ ମାସ୍କ ଲଗାଇବା ସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…

କ୍ୟାଟ୍ରିନାଙ୍କ ଗୋଡ ଧରିଲେ ଏହି ଚର୍ଚ୍ଚିତ ଅଭିନେତା

ମୁମ୍ବାଇ()  ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ହାଣ୍ଡସମ୍ ବୟ କାର୍ତ୍ତିକ ଆର୍ୟ୍ୟନ୍ଙ୍କ କାନ ଧରି ଉଠ୍ବସ୍ କରାଉଛନ୍ତି। ହେଲେ କ’ଣ ପାଇଁ? ଆସନ୍ତୁ ଜାଣିବା ....…

ରାଜନୀତି କରିବାର ଆଗ୍ରହ ମୋର ନାହିଁ

ଭୁବନେଶ୍ୱର() ଆଗାମୀ ରାଜ୍ୟସଭା ନିର୍ବାଚନରେ ୪ଟି ଆସନ ପାଇଁ ଗଣମାଧ୍ୟମରେ ପ୍ରାର୍ଥୀତ୍ବକୁ ନେଇ ଅଙ୍କକଷା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସୋଆ ଚେୟାରମ୍ୟାନ ମନୋଜ ନାୟକ । ତାଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ବକୁ ନେଇ ବାରମ୍ବାର ଚର୍ଚ୍ଚା ହେବା ପରେ ଶେଷରେ ସେ ମୁହଁ ଖୋଲିବା ସହ ଏହା…

ଗରମ ଦେଶରେ କମ୍ ମାମଲା

ଭୁବନେଶ୍ୱର()  ସାରା ବିଶ୍ୱରେ କରୋନାକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ଏହା ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖାଯିବା ପରେ ବଢ଼ିଯାଇଛି ଚିନ୍ତା।  ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ ହୋଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣ ସଫଳତାର ସହ ଚିକିତ୍ସିତ ହୋଇଛନ୍ତି ।…

ବିଜେଡ଼ି ବିନା ମୋର ପରିଚୟ ନାହିଁ

ଭୁବନେଶ୍ୱର() ୭ଥର ବିଧାୟକ, ୨୨ବର୍ଷ ଧରି ମନ୍ତ୍ରୀ ହୋଇ ମୁଁ ରହିଲି । ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳରେ କାମ କଲି , ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ମଧ୍ୟ କାମ କଲି । ଅ୍ଧମ ରାଜନୀତି କରିବାକୁ ମୋର ଇଚ୍ଛା ନାହିଁ । କି କୌଣସି ପଦବୀରେ ରହିବାକୁ ବି ମୋ ଇଚ୍ଛା ନାହିଁ । ଇଚ୍ଛା କେବଳ ମୋ ପରିଚୟ…

୩୦ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି ଗ୍ରାହକ

ନୂଆଦିଲ୍ଲୀ() ୟେସ୍ ବ୍ୟାଙ୍କର ଅର୍ଥିକ ସ୍ଥିତି ଅଧିକ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଛି କଟକଣା । ୟେସ୍ ବ୍ୟାଙ୍କର ବୋର୍ଡ ପରିଚାଳନାକୁ ହାତକୁ ନେଇଛି ରିଜର୍ଭ ବ୍ୟାଙ୍କ । ସୂଚନା ଅନୁସାରେ, ଆସନ୍ତା ୩୦ ଦିନ ମଧ୍ୟରେ କୌଣସି ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା…