Odia News Portal

ଆଜି ଠାରୁ ରାଜ୍ୟସଭା ଲାଗି ନାମାଙ୍କନ ଦାଖଲ ଆରମ୍ଭ

ନୂଆଦିଲ୍ଲୀ() ରାଜ୍ୟସଭା ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶର ୧୭ଟି ରାଜ୍ୟର ୫୫ଟି ଆସନରେ ମାର୍ଚ୍ଚ ୨୬ ତାରିଖରେ ହେବ ନିର୍ବାଚନ । ଏଥିରେ ରହିଛି ଓଡ଼ିଶାର ୪ ଆସନ । ତେବେ ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାବେ । ସେହିଭଳି ଆସନ୍ତା ମାର୍ଚ୍ଚ…

ଏସସିବିରୁ କରୋନା ସନ୍ଦିଗ୍ଧ ନିଖୋଜ

କଟକ () କଟକ ଏସ୍‌ସିବି ମେଡିକାଲ୍‌ରୁ ଚମ୍ପଟ୍‌ ମାରିଲେ କରୋନା ସନ୍ଦିଗ୍ଧ ! ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ…

ଆହୁରି ୪୮ଘଣ୍ଟା ଧରି ଲାଗି ରହିବ ବର୍ଷା

ଭୁବନେଶ୍ବର: ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୪୮ଘଣ୍ଟା ଧରି ଏଭଳି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ରାହୁଯୁକ୍ତ ଚନ୍ଦ୍ରଜନିତ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହି ନ ପାରେ। ଦ୍ୱିଜା ନକ୍ଷତ୍ର ସକାଶେ ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ଉପକୃତ…

ବିଜୁ ବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଯୁବ-ଛାତ୍ର ଜନତା ଦଳତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ଆଧୁନିକ ଓଡିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯାହାଙ୍କ ଆଦର୍ଶରେ ବିଜୁ ଜନତା ଦଳ ଗଠିତ ହୋଇ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜାରିରଖି ପଞ୍ଚମଥର ପାଇଁ ସରକାର ଗଠନ କରିବାରେ ସଫଳ ହୋଇଛି । ଆଜି ତାଙ୍କରି ଜନ୍ମ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳର ସମସ୍ତ…

ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୦ : ସମ୍ମାନିତ ହେଲେ ୨୦ ବିଶିଷ୍ଟ ବ୍ୟକ୍ତିବିଶେଷ

ଭୁବନେଶ୍ୱର : ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୦ ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ…

ଦିଲ୍ଲୀ ହିଂସା : ହାଇଭୋଲଟେଜ ଡ୍ରାମା ପରେ ଗିରଫ ହେଲେ ତାହିର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଏବେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳୁଛି। କୁହାଯାଉଥିବା ଆମ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନର ଭିଡ଼ିଓ ଭାଇରାଲ, ଆତ୍ମସମର୍ପଣ ଓ ଗିରଫଦାରୀକୁ ନେଇ ଅନେକ ଡ୍ରାମା ଦେଖିବାକୁ ମିଳିଛି। ତେବେ ଏସବୁର ଅନ୍ତ ଘଟାଇ ତାହିରକୁ ଗିରଫ କରିଛି…

ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌

ଭୁବନେଶ୍ବର: ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌ । ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରିଥିଲା ପୋଲିସ । ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ । ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ହଜାର ଓ ନାବାଳକ ପାଇଁ ୨୫ହଜାର ଟଙ୍କା ଏପରି ଜଣ…

ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ, କଣ ପାଇଁ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ଭୟ ବ୍ୟାପିବାରେ ଲାଗିଛି । ଏହି ପରିସ୍ଥିତିରେ ଦିଲ୍ଲୀ ସରକାର ସମସ୍ତ ପ୍ରାଥମିକ ସ୍କୁଲକୁ ଆଗାମୀ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ପିଲାଙ୍କ ମଧ୍ୟରେ କରୋନା ଭାଇରସ୍‌ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାକୁ…

ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା

ଭୁବନେଶ୍ବର : ପୁଣି ଖାକିରେ ଲାଗିଲା କଳଙ୍କ । ନାବାଳିକା ଝିଆରୀଙ୍କୁ ଗର୍ଭବତୀ କଲା ହାବିଲଦାର୍‌ ପିଇସା । ସହିଦନଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ବିଜୟ ସେଠୀକୁ ଗିରଫ କଲା ପୋଲିସ । ବିଜୟ କ୍ୟାପିଟାଲ ଥାନରେ ହାବିଲଦାର ଭାବେ କାଯ୍ୟର୍ରତ । ପିଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ଗତ…