Odia News Portal

ଗଙ୍ଗାରେ ବୁଡ଼ ପକାଇଲେ ବିଶ୍ୱର ଏହି ସର୍ବଶ୍ରେଷ୍ଠ ଫିଲ୍ଡର

ବିଶ୍ୱର ସର୍ବଶ୍ରେଷ୍ଠ ଫିଲ୍ଡର ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍‌ସ ବୁଧବାର ଭାରତର ଋଷିକେଶଠାରେ ପହଞ୍ଚିଥିଲେ। ଏଠାରେ ସେ ଗଙ୍ଗାରେ ବୁଡ଼ ପକାଇଛନ୍ତି। ଏହି ସମୟର ଏକ ଫଟୋକୁ ସେ ଟୁଇଟରରେ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ ସହିତ କ୍ୟାପସନ ଲେଖିଛନ୍ତି ଯେ ‘ପବିତ୍ର ଗଙ୍ଗାର ଥଣ୍ଡା ପାଣିରେ ବୁଡ଼…

ଓଡିଶାବାସୀଙ୍କୁ ବାଟଵଣା କରୁଛି ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ସଫଳତାର ସହ ୨୦ବର୍ଷ ଶାସନକାଳ ପୂରଣ କରିବା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୪ ତମ ଜୟନ୍ତୀ ସମଗ୍ର ରାଜ୍ୟରେ ପାଳନ ହେଉଥିବା ବେଳେ ଏଥିରୁ ନଜର ହଟାଇବା ପାଇଁ ବିଜେପି ଲୋକଙ୍କୁ ବାଟବଣା କରିବାକୁ ଉଦ୍ୟମ ଚଳାଇଛି । ବିଜେପି…

ବିଜୁ ବାବୁଙ୍କ ଜୀବନ ଥିଲା ଏକ ସଂଗ୍ରାମୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପଞ୍ଚାୟତିରାଜ ଦିବସ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଂଚଳି ଅର୍ପଣ କରୁଛି । ବିଜୁ ବାବୁ ଜୀବନ ଥିଲା ଏକ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌

ଢ଼େଙ୍କାନାଳ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ । ଆଜି ସକାଳେ ଢ଼େଙ୍କାନାଳ ମହାଦିଆ ପାସେଞ୍ଜର ହଲ୍ଟ ନିକଟ ରେଳ ଧାରଣାରେ ଫାଟ ଦେଖିବାକୁ ମିଳିଥିଲା । ଏନେଇ ଟ୍ରେନ୍‌ କିଛି ସମୟ ପାଇଁ ଅଟକି ରହିଥିଲା। ରେଳବିଭାଗ ପକ୍ଷରୁ ମରାମତି କରାଯିବା ପରେ ଟ୍ରେନ ଚଳାଚଳ…

ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେଇ ଗିରଫ ହେଲେ ପ୍ରିନିସିପାଲ

ଚାନ୍ଦବାଲି : ଗୁରୁଙ୍କ ଗୌରବରେ କଳଙ୍କ । ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ଦେଇ ଶେଷରେ ଗିରଫ ହେଲେ ସ୍କୁଲ ପ୍ରିନିସିପାଲ । ନିଜ ପଦବି କିମ୍ବା ବୟସର ସମ୍ମାନ ରଖିଲେ ନାହିଁ । ନିଜ ଠାରୁ ବୟସରେ ଅନେକ ସାନ ଏବଂ ଜଣେ ନାବାଳିକା ଛାତ୍ରୀକୁ ଫୋନ୍‌ରେ ଅତି ଅଶ୍ଳୀଳ କଥାବାର୍ତ୍ତା କରିଥିଲେ । ଯାହାର…

ମହିଳା ଟି-୨୦ ବିଶ୍ୱକପ୍‌ : ରବିବାର ଭାରତ ଅଷ୍ଟ୍ରେଲିଆ ଫାଇନାଲ୍‌

ସିଡନୀ : ବର୍ତ୍ତମାନ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଆଜିର ପ୍ରଥମ ସେମିଫାଇନାଲ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ପଏଣ୍ଟ ଅଧିକ ଥିବା ଯୋଗୁଁ ଇଂଲଣ୍ଡକୁ ପଛରେ ପକାଇ ଭାରତ ଫାଇନାଲ୍‌ରେ ପ୍ରବେଶ କରିଥିଲା । ତେବେ ଦ୍ୱିତୀୟ…

ଆରମ୍ଭ ହେଲା ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ

ଭୁବନେଶ୍ୱର() ବିଜୁ ଜୟନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଂଚଳରେ ପକ୍କା ଘର ନଥିବା ୨୦ ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ‘ ପକ୍କା ଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର’ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପଂଚାୟତରାଜ ଓ ପାନୀୟ ଜଳ ବିଭାଗ…

ପତ୍ନୀଙ୍କ ଫଟୋ ଶେୟାର କରି ଏମିତି କଥା ଲେଖିଲେ ଅମିତାଭ

ମୁମ୍ବାଇ() ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କ ଫଟୋ ଛାଡି ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନ । ସେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଜୟାଙ୍କର ଏକ ପୁରୁଣା ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହା ବେଙ୍ଗଲି ଫିଲ୍ମ ଡକ୍ଟର ବାବୁ ସମୟର। ଏହି ଫଟୋଟି ଶେୟର କରିବା ସହ ଅମିତାଭ ଲେଖିଛନ୍ତି, ଏହି…

କରୋନାକୁ ଭୟକରି ବନ୍ଦ କଲେ ଶୁଟିଂ

ମୁମ୍ବାଇ() ସାରା ଦେଶରେ ଏବେ କରୋନା ଭାଇରସର ଭୟ। ଦବଙ୍ଗ ଖାନ୍ ବି କରୋନା ଭାଇରସ୍ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ସଲମାନଙ୍କ ଫିଲ୍ମ ‘ରାଧେ’ର କିଛି ଅଂଶ ଥାଇଲାଣ୍ଡରେ ଶୁଟିଂ ହେବାର ଥିଲା। ହେଲେ କରୋନା ଭାଇରସର ଭୟ ଯୋଗୁ ଏହି ଶୁଟିଂ ଉପରେ ରୋକ ଲଗାଇ ଦିଆଯାଇଛି। ଅବଶ୍ୟ ଏ ନେଇ ସଲମାନ କି…

ନିଲମ୍ବିତ ହେଲେ ୭ ସାଂସଦ

ନୂଆଦିଲ୍ଲୀ() ଚଳିତ ଲୋକସଭାର ବେଜଟ୍ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ । ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ନିଲମ୍ବିତ ୭ ସାଂସଦ ହେଉଛନ୍ତି- ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ ।…