ଚନ୍ଦକାରେ ଫୁଟିଲା ଗୁଳି : ଜଣେ ଯୁବକ ଗୁରୁତର
ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଚନ୍ଦକାରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିବା ବେଳ ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ଚନ୍ଦକାରେ ଥିବା ଜଙ୍ଗଲ ଭ୍ୟୁ ରେଷ୍ଟୁରାଂଟକୁ…
