Odia News Portal

ମିଡିଆକୁ ସାହାଯ୍ୟ କରିବା ପାଇଁ ଫଣ୍ଡ ଘୋଷଣା କଲା ଗୁଗଲ୍

କରୋନା ଭାଇରସ୍ ମହାମାରୀ ସତ୍ତ୍ୱେ ମଧ୍ଯ ନିଜର ସମସ୍ତ କାର୍ଯ୍ୟ ଜାରି ରଖିବା ପାଇଁ ସଂଘର୍ଷ କରୁଥିବା ସ୍ଥାନୀୟ ମିଡିଆ ପ୍ରତିଷ୍ଠାନକୁ ସାହାଯ୍ୟ କରିବା ପାଇଁ ପ୍ରସିଦ୍ଧ ଇଣ୍ଟରନେଟ କମ୍ପାନୀ ଗୁଗଲ୍ ଆପାତ କୋଷ ବା ଫଣ୍ଡ ଆରମ୍ଭ କରିବାକୁ ଯାଉଛି । ଯଦିଓ ଗୁଗଲ୍ ଏହି ରାଶିର ପରିମାଣ ଘୋଷଣା…

ବଜାଜ୍ ଆଲିଆଞ୍ଜ ଇନ୍ସ୍ୟୁରାନ୍ସ ପକ୍ଷରୁ ଆରୋଗ୍ୟ ସଞ୍ଜିବନୀ ପଲିସିର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ବଜାଜ୍ ଆଲିଆଞ୍ଜ୍ ପକ୍ଷରୁ ଏହାର ଷ୍ଟାଣ୍ଡାର୍ଡ ସ୍ୱାସ୍ଥ୍ୟ ବୀମା ଉତ୍ପାଦ -‘ଆରୋଗ୍ୟ ସଞ୍ଜିବନୀ ପଲିସି, ବଜାଜ୍ ଆଲିଆଞ୍ଜ୍ ଜେନେରାଲ ଇନ୍ସ୍ୟୁରାନ୍ସ କମ୍ପାନୀ’ର ଶୁଭାମ୍ଭର ଘୋଷଣା କରାଯାଇଛି । ଏହି ଉତ୍ପାଦଟିକୁ ଆଇଆରଡିଏଆଇର…

ହ୍ୱାଟ୍ସଆପ ମାଧ୍ୟମରେ ପାଠପଢା ଆରମ୍ଭ

ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଛି । ଏନେଇ ସୂଚନ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ଦେଇଥିବା ଆଧାରକାର୍ଡ ଅନୁସାରେ ଯେଉଁମାନଙ୍କ ଆଣ୍ଡଏଡ ମୋବାଇଲ ଅଛି ସେମାନଙ୍କୁ ପ୍ରାଥମିକ ଭାବେ ଏହି…

ଲକଡାଉନରେ ଘରେ ପ୍ରସ୍ତୁତ କରନ୍ତୁ ମଦ

ଭୁବନେଶ୍ୱର() ଦେଶ ସାରା ଲକ୍ ଡାଉନ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛଡା ଅନ୍ୟ ଦୋକାନ ବନ୍ଦ ।ବାର ବନ୍ଦ, ମଦ ଦୋକାନ ସିଲ ।ଏଭଳି ଅବସ୍ତାରେ ବଢ଼ିଛି ଚୋରା ମଦ କାରବାର । ଏବେ ଚୋରା ମଦ ୪ ଗୁଣା ଦରରେ ମିଳୁଛି । ତେଣୁ ଅନେକ ଅଧିକା ପଇସା ଦେଇ ମଦ ପିଇବା ବଦଳରେ ନିଜ ପିଇବା ନିଶା…

କରୋନା ମୁକାବିଲା ପାଇଁ ମ୍ୟାନ ପାୱାର ଉପରେ ଗୁରୁତ୍ୱ

ଭୁବନେଶ୍ୱର ()ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ ବୈଠକ ହୋଇଥିଲା । ବୈଠକ ଶେଷ ହେବା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଟ୍ରେନିଂ ଓ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଉଛି । ବୈଠକରେ…

ପିଜା ଡେଲିଭରି ବଏଙ୍କ ନମୁନା ପଜିଟିଭ୍

ନୂଆଦିଲ୍ଲୀ()  ସାରା ବିଶ୍ୱରେ କରୋନାକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାସହ ଲୋକ ଭୟଭିତ ଅବସ୍ଥାରେ ମଧ୍ୟ ରହିଛନ୍ତି । କରୋନା କେତେ ବେଳେ କାହାଠାରୁ ବି ବ୍ୟାପିପାରେ । ଯେତେ ସତର୍କ ରହିଲେ ମଧ୍ୟ ଆମେ କୌଣସି ନା କୌଣସି ମାଧ୍ୟମରେ କରୋନା ରୋଗୀଙ୍କ କଣ୍ଟାକ୍ଟରେ ଆସିଯାଉଛେ ।…

କେନ୍ଦୁଝରରେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ, କୋଭିଡ୍‌ ହସ୍ପିଟାଲର କରୁଛନ୍ତି ସ୍ଥିତି ସମୀକ୍ଷା

କେନ୍ଦୁଝର : କେନ୍ଦୁଝରରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କୋଭିଡ୍‌ ହସ୍‌ପିଟାଲ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । କେନ୍ଦୁଝରରେ ପ୍ରଥମେ ପହଞ୍ଚିବା ପରେ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାପରେ ମୁଖ୍ୟ…

କଣ୍ଟେନମେଣ୍ଟ୍ ଜୋନ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ କଣ୍ଟେନମେଣ୍ଟ୍ ଜୋନ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ । ସମସ୍ତ ଅତିରିକ୍ତ ସଚିବ, ଡିଜିପି ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଦିଆଯାଇଛି । ଆଗାମୀ ସମୟରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ୍…

ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ୫-ଟି ସଚିବଙ୍କ ବାର୍ତ୍ତା

ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ ।…

ମାଛ ପାଇଁ ଫିସ୍‍ ଅନ୍‍ ହ୍ୱିଲ୍‌କୁ ଖୋଜୁଛନ୍ତି ରାଜଧାନୀବାସୀ

ଭୁବନେଶ୍ୱର : ଲକ୍‍ ଡାଉନ୍‍ ସମୟରେ ମାଛ ଟିକେ ଖାଇବାପାଇଁ ଘରୁ ବାହାରି ଲୋକେ କେଉଁଠି ପୁଲିସ୍‍ ହାତକୁ ପାହାର ଖାଉଛନ୍ତି ତ ଆଉ କେଉଁଠି ଜୋରିମାନା ଗଣି କାନମୁଣ୍ଡା ଆଉଁଷି ଫେରୁଛନ୍ତି । ତେବେ ରାଜଧାନୀବାସୀଙ୍କ ଦୁଆର ମୁହଁରେ ତାଜା ମାଛ ଯୋଗାଇବାପାଇଁ ଆରମ୍ଭ ହୋଇଥିବା ଫିସ୍‍ ଅନ୍‍ ହ୍ୱିଲ…