Odia News Portal

କରୋନା ଭୁତାଣୁ ପାଇଁ ସ୍ୱର୍ଗଦ୍ୱାରକୁ ସାନିଟାଇଜ

ପୁରୀ : ଭୁତାଣୁ ସଂକ୍ରମଣ କୁ ରୋକିବା ନେଇ ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ ସଜାଗ। ଏହି କ୍ରମରେ  ବୁଧୁବାର ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ପୁରୀ ଦମକଳ ବାହିନୀ ୨ରୁ ଅଧିକ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ସାନିଟାଇଜ ପାଣି ସ୍ପ୍ରେ ହୋଇଛି । ସ୍ୱର୍ଗଦ୍ୱାର ଚତୁର୍ପାଶ୍ୱ ସହ ଚାରିପଟ…

ଜଣଙ୍କୁ ଥରେ କରୋନା ସଂକ୍ରମଣ ହେଲେ ଆଉ ହେବ ନାହିଁ, ଜାଣନ୍ତୁ …

ଭୁବନେଶ୍ବର()   କରୋନାକୁ ସାଧାରଣରେ ରହିଛି ଅନେକ ଭ୍ରାନ୍ତ ଧାରଣା । ଏନେଇ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ଭୂତାଣୁର କୌଣସି ସମ୍ପର୍କ ନାହିଁ । ତାପମାତ୍ରା ୨୫ ଡିଗ୍ରୀ ହେଉ କି ୭୭ ଡିଗ୍ରୀ, କରୋନା ଭୁତାଣୁ ମରେ ନାହିଁ । ତେବେ ଜଣଙ୍କୁ ଥରେ…

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସଂକ୍ରମଣ ହାର ଯଥେଷ୍ଟ କମ

ଭୁୁୁବନେଶ୍ବର()  କରୋନା ପାଦ ଥାପି ଥାପି ସନ୍ତର୍ପଣରେ ଆସୁଛି । ହଠାତ ବିସେ୍ଫାରକ ରୂପ ନେବ । ତେଣୁ ଶତ୍ରୁକୁ ଅଣଦେଖା ନକରି ଆଗୁଆ ସତର୍କତାମୂଳକ ପଦକେ୍ଷପ ନେଉଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହାଦ୍ୱାରା ଭାରତର ଅନ୍ୟ ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ଅଲ ଓଡିଶା ଲେୟାର ଫାମର୍ସ ଆସୋସିଏସନ

ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ପରପ୍ରେକ୍ଷୀରେ ଓଡିଶାରେ ଅଣ୍ଡା ଉତ୍ପାଦନ କରୁଥିବା ଲେୟାର ଚାଷୀମାନଙ୍କ ମେରୁଦଣ୍ଡ ଦୋହଲି ଗଲାଣି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟରେ ୨୦ହଜାର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥିବା ଏହି ଶିଳ୍ପ ଏବେ ତିଷ୍ଠି ରହିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ…

କଳାହାଣ୍ଡିରେ କୋଭିଡ଼ ହସ୍ପିଟାଲର ପରିଦର୍ଶନ କଲେ ୫ଟି ସଚିବ

କଳାହାଣ୍ଡି ()କଳାହାଣ୍ଡି ଭାବନୀପାଟଣା ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ସେଠାରେ ସେ ପହଞ୍ଚି କରୋନା ସମୀକ୍ଷା କରିଛନ୍ତି । ଏହାସହ ସେଠାରେ କୋଭିଡ଼ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । କଳାହାଣ୍ଡିରେ ୨ଜଣ କରୋନା…

୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର

ଭୁବନେଶ୍ୱର() ରାଜ୍ୟର ୩୦ଜିଲ୍ଲା ପାଇଁ ୩୦ନୋଡ଼ାଲ ଅଫିସର ନିଯୁକ୍ତି ପାଇଛନ୍ତି । କୃଷି ବିଭାଗ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ନିଯୁକ୍ତ ହୋଇଥିବା ନୋଡ଼ାଲ ଅଫିସର ତଦାରଖ କରିବେ । ସମସ୍ୟା ସମାଧାନ ସହ ପ୍ରତିଦିନ ଅପରାହ୍ନରେ ରିପୋର୍ଟ ଦେବେ । ଏହାସହ କୃଷି ସରଞ୍ଜାମ ମରାମତି…

ଉଦାହରଣ ସୃଷ୍ଟି କଲା ସମ ଅଲଟିମେଟ ମେଡିକେଆର

ଭୁବନେଶ୍ବର() କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ  ଥାଇ   ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ  ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି । ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ ହେମନ୍ତ କୁମାର…

ପାନୀୟ ଜଳ ସମସ୍ୟା ନହେବା ନେଇ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର() ଖରାଦିନ ପାଇଁ ପାନୀୟ ଜଳ ସମସ୍ୟାକୁ ନେଇ ଗୁରୁତ୍ୱ ଦେଇଛନ୍ତି ସରକାର । ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ସରକାର । ଗ୍ରାମାଞ୍ଚଳ ପାଇଁ ଟୋଲ୍ ଫ୍ରି ନମ୍ବର ହେଉଛି ୧୯୧୬ । ସହରାଞ୍ଚଳ ପାଇଁ ଟୋଲ ଫ୍ରିୁ ନମ୍ବର ୧୮୦୦-୩୪୫୬୬୮୩ । ଯେଉଁଠାରେ…

ଆଇସୋଲେସନରେ ମୁଖ୍ୟମନ୍ତ୍ରୀ

ଅହ୍ମଦାବାଦ() ବିଧାୟକଙ୍କୁ କରେନା ,ଆଇସୋଲେସନରେ ମୁଖ୍ୟମନ୍ତ୍ରୀ । ଗୁଜରାଟର କଂଗ୍ରେସ ବିଧାୟକ କରେନା ଆକ୍ରାନ୍ତ । ମଙ୍ଗଳବାର ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଗୁଜରାଟର ଜମାଲପୁରର କଂଗ୍ରେସ ବିଧାୟକ ଇମ୍ରାନ ଖଡେୱାଲଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ…

ଏଣିକି କେବଳ ରବିବାର ଖୋଲିବ ଗ୍ୟାରେଜ

ଯାଜପୁର()ଲକ୍ ଡାଉନରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ହୋଇଛି । ଆସନ୍ତାକାଲିଠୁ ଆଉ ପ୍ରତିଦିନ ବହି ଦୋକାନ ଖୋଲିବନି । କେବଳ ରବିବାର ବହି, ଗ୍ୟାରେଜ, ବିଦ୍ୟୁତ ଉପକରଣ ଦୋକାନ ଖୋଲିବ ବୋଲି ସୂଚନା ମିଳିଛି । ଲୋକମାନେ ଅଯଥା ବାହାରେ ବୁଲୁଥିବାରୁ ଜିଲ୍ଳା ପ୍ରଶାସନ ପକ୍ଷରୁ…