Odia News Portal

ଶେଷ ହେଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ରୁ ଖାତାଦେଖା

ଭୁବନେଶ୍ବର: ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଆଜି ଶେଷ ଦିନରେ ଛାତ୍ରଛାତ୍ରୀମାନେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଥିଲେ। ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ସହଜ ପ୍ରଶ୍ନ ପଡିଥିବା କହିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାରେ ଭଲ ନମ୍ବର ରହିବା ନେଇ ଆଶା ରଖିଛନ୍ତି ଛାତ୍ରଛାତ୍ରୀ।…

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିରଜା ମନ୍ଦିରର ପୂଜକମାନେ

ଭୁବନେଶ୍ୱର : ମା ବିରଜାଙ୍କ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ଯୋଗୁ ଏହି ପଦକ୍ଷେପକୁ ଯାଜପୁରର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ଆଜି ଏହି ପରିପ୍ରେକ୍ଷୀରେ ଭବ ପ୍ରସାଦ ଦାସ, ସନ୍ତୋଷ ମଲ୍ଲିକ ଓ ଦେବୀ ପ୍ରସାଦ…

ଏହି ଅଭିନେତ୍ରୀ ‘କ୍ରିଶ ୪’ ହ୍ରିତିକଙ୍କ ସହିତ ରୋମାନ୍ସ କରିପାରନ୍ତି ?

ପ୍ରଥମ ଥର ପାଇଁ ହ୍ରିତିକ ଏବଂ ଦୀପିକା ଏକାଠି ନଜର ଆସିପାରନ୍ତି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଯାଉଥିବେ। ନିକଟରେ ଖବର ଆସିଥିଲା କି, ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ ଖୁବଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏବେ ହ୍ରିତିକ ଏବଂ ଦୀପିକାଙ୍କ ଯୋଡି ପୁଣିଥରେ ପରଦା…

କିନ୍ନରଙ୍କୁ ୧.୫ କୋଟି ଟଙ୍କା ପ୍ରଦାନ କଲେ ଏହି ଅଭିନେତା

ମୁମ୍ବାଇ()  ଚେନ୍ନାଇରେ ଟ୍ରାନ୍ସଜେଣ୍ଡରମାନଙ୍କ ଘର ନିର୍ମାଣ ପାଇଁ ଅକ୍ଷୟ କୁମାର ୧.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କିଛି ସଦସ୍ୟଙ୍କ ସହ ଆକ୍ସନ୍ ଷ୍ଟାର ଏବଂ ଫିଲ୍ମ ନିର୍ଦ୍ଦେଶକ ରାଘବ ଲରେନ୍ସ ଉପସ୍ଥିତ ଥିଲେ। ରାଘବ ସୋସିଆଲ ମିଡିଆରେ ଲେଖିଛନ୍ତି…

ଏହି ଉପାୟରେ ଶସ୍ତାରେ କିଣି ପାରିବେ ସୁନା, ସରକାର ଦେଉଛନ୍ତି ଖାସ୍‌ ଅଫର୍‌

ବାରମ୍ବାର ସୁନା ଦର ବଢିବାକୁ ନେଇ ସରକାର ଶସ୍ତାରେ ସୁନା କିଣିବାର ସୁଯୋଗ ଦେଇଛନ୍ତି। ନିବେଶକ ‘ସୋଭରେନ ଗୋଲ୍ଡ ବଣ୍ଡ’ ଯୋଜନା ଜରିଆରେ ବଜାର ମୂଲ୍ୟରୁ କମରେ ସୁନା କିଣିପାରିବେ। ଆଜି ଏହି ଯୋଜନାର ପ୍ରଥମ ଦିନ। ଏହିକାରଣରୁ ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆଉ ବିଳମ୍ବ…

ସଚିନ୍‌ ହେଲେ ଆଶ୍ଚର୍ଯ୍ୟ, ଟ୍ଵିଟ୍‌ କରି କଣ କହିଲେ ଆସନ୍ତୁ ଦେଖିବା

ଦୁନିଆର ମହାନ୍‌ କ୍ରିକେଟରଙ୍କ ମଧ୍ୟରେ ସଚିନ୍‌ ତେନ୍ଦୁଲକର ଜଣେ। ପିଲାଠୁ ବୁଢ଼ାଯାଏଁ ସମସ୍ତେ ସଚିନ୍‌ଙ୍କ କ୍ରିକେଟକୁ ଭଲ ପାଆନ୍ତି। କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ଏବେ ବି ତାଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ସଂଖ୍ୟା କିନ୍ତୁ କମିନାହିଁ। ଆଜି ବି ପିଲାମାନେ ସଚିନ୍‌ଙ୍କ ନାଁ ଶୁଣିଲେ ଖୁସି…

ରାଜେନ୍ଦ୍ରଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ

ନୁଆଦିଲ୍ଲୀ () ନୁଆଦିଲ୍ଲୀ ସ୍ଥିତ ପ୍ରଭାସୀ ଭାରତୀୟ କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଅନୁଷ୍ଠିତ ଜାତୀୟ ପୁରସ୍କାର ସମାରୋହରେ ବ୍ରହ୍ମପୁରର ଶିଳ୍ପଦ୍ୟୋଗୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମିଶ୍ରଙ୍କୁ ସୂକ୍ଷ୍ମ ଓ କ୍ଷୂଦ୍ର…

ପୁଣି ଘୁଂଚିଲା ନିର୍ଭୟା ଦୋଷୀଙ୍କ ଫାଶି ତାରିଖ

ନୂଆଦିଲ୍ଲୀ() ନିର୍ଭୟା ଦୋଷୀଙ୍କୁ କାଲି ହେବନି ଫାଶି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦିଆଯିବନି ଫାଶି । ଡେଥ ୱାରେଣ୍ଟ ଉପରେ ପଟିଆଲା ହାଉସ କୋର୍ଟ ରୋକ ଲଗାଇଛନ୍ତି । ୩ୟ ଥର ପାଇଁ ଡେଥ ୱାରେଣ୍ଟ ଉପରେ ରୋକ ଲଗାଇଲେ କୋର୍ଟ । କାଲି ସକାରେ ୪ ଜଣଙ୍କୁ ଫାଶି ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା…

ବିଜୁ ଜୟନ୍ତୀ ପକ୍ଷ ପାଳନ ପାଇଁ କାର୍ଯ୍ୟକ୍ରମ ଘୋଷଣା

ଭୁବନେଶ୍ୱର() ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜନ୍ମ ଦିବସ । ତାଙ୍କରି ଆଭିମୁଖ୍ୟ ଓ ଆଦର୍ଶରେ ପ୍ରତିÂିତ ବିଜୁ ଜନତା ଦଳ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାର ଜନସାଧାରଣଙ୍କ ସହିତ ଏହା ପାଳନ କରିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ଏ ବର୍ଷ ବିଜୁ…

ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀଙ୍କ ଅତ୍ୟାଚାର ହେଉଛି

ଭୁବନେଶ୍ୱର() ମାର୍ଚ୍ଚ ୧ରୁ ସାରା ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । କିନ୍ତୁ ନୂଆ ନିୟମ ଓ କଟକଣାକୁ ବିରୋଧ କରିଛି କଂଗ୍ରେସ । ଏହା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ…