Odia News Portal

ନିର୍ମାଣ ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିର୍ମାଣ ସେବା ସପ୍ତାହ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ନିର୍ମାଣ ସେବା ସପ୍ତାହକୁ ଉଦଘାଟନ କରାଯାଇଛି । ସେଠାରେ ବିଭିନ୍ନ ଜିଲ୍ଲାର ୫ହଜାରରୁ ଅଧିକ ନିର୍ମାଣ ଶ୍ରମିକ ଯୋଗ…

ଏଣିକି ସବୁ ଭିକାରୀଙ୍କୁ କରାଯିବ ଥଇଥାନ

ପୁରୀ() ଏଣିକି ସବୁ ଭିକାରୀଙ୍କୁ କରାଯିବ ଥଇଥାନ । ପୁରୀ ସହର ହେବ ଭିକରୀମୁକ୍ତ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆରମ୍ଭ କରୁଛି ‘ନୀଳାଦ୍ରି ନୀଳୟ’ ଯୋଜନା । ଏହି ଉପଲକ୍ଷେ ସଂସ୍କୃତି ଭବନଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ଫାଶୀକୁ ଟାଳିବା ପାଇଁ ନିର୍ଭୟା ଦୋଷୀ ପବନ ସୁପି୍ରମକୋର୍ଟରେ ଦାଖଲ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି । ପବନ ତାର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡ କରିବା ପାଇଁ ପିଟିସନ ଦାଖଲ କରିଥିଲା । କିନ୍ତୁ ସୁପି୍ରମକୋର୍ଟ ଏହାକୁ ଖାରଜ କରିବା ପରେ…

ଏଣିକି ବିମାନରେ ଯାତ୍ରୀଙ୍କୁ ମିଳିବ ୱାଇଫାଇ ସୁବିଧା

ନୂଆଦିଲ୍ଲୀ()ଏଣିକି ବିମାନରେ ଯାତ୍ରୀଙ୍କୁ ମିଳିବ ୱାଇଫାଇ ସୁବିଧା । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ବଡ ଘୋଷଣା କରାଯାଇଛି । ଏୟାରଲାଇନ୍ସ ଗୁଡିକୁ ସୁବିଧା ଯୋଗାଇ ଦେବାକୁ ମନ୍ତ୍ରାଳୟର ଅନୁମତି ମିଳିଛି ।

ପୁଣି କାଲିଠାରୁ ବର୍ଷା

ଭୁବନେଶ୍ବର() ଆସନ୍ତା ୯ ତାରିଖରୁ ରାଜ୍ୟରେ ବଢିବ ତାତି। ୩ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ରହିବା ସହ କେତେକ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଗଜପତି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି…

ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ

ଭଦ୍ରକ()  ଚାନ୍ଦବାଲିସ୍ଥିତ ଧାମରା ବନ୍ଦରରେ ଅଗ୍ନିକାଣ୍ଡ। ଧାମରା ବନ୍ଦରର ନୂଆ ଟର୍ମିନାଲରେ ନିଆଁ ଲାଗିଯିବା ଫଳରେ ବନ୍ଦରରେ ଗଚ୍ଛିତ ଥିବା ସ୍ଲାବ ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଚନ୍ଦ୍ରଙ୍କ ପ୍ରଭାବରେ ସୁବିଧାରେ କାମ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବ ମାତ୍ର…

ସମ୍ବେଦନଶୀଳ ନବୀନ : ଆମ୍ବୁଲାନ୍ସକୁ ଦେଖି ମଝି ରାସ୍ତାରେ ଅଟକିଲେ

ଭୁବନେଶ୍ୱର () ରବିବାର, ସମୟ ସନ୍ଧ୍ୟା 7ଟା 45 । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ନିବାସ ଫେରୁଥିଲେ ।  ରୁଟ ପ୍ଲାନିଂ ଅନୁଯାଇ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ଦେଇ ନବୀନ ନିବାସ ଯାଇଥାନ୍ତେ । ମୁଖ୍ୟମନ୍ତ୍ରୀଙ୍କ କରକେଡର ପେଟ୍ରୋଲିଂ ଗାଡି ଦେଖି…

ସରିଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା

ଭୁବନେଶ୍ବର: ସରିଛି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଇଣ୍ଡିଆନ୍‌ ଅଲିମ୍ପିକ ଆସୋସିଏସନ୍‌ର ସଭାପତି ନରେନ୍ଦ୍ର ବାତ୍ରା, କିଟ୍‌ ଓ…

ପୂର୍ବତନ ହକି ଖେଳାଳି ବଲବୀରଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ ହକି ଖେଳାଳି ବଲବୀର ସିଂହ ଖୁଲ୍ଲରଙ୍କର ପରଲୋକ ହୋଇଯାଇଛି । ଏହି ଖ୍ୟାତନାମା ହକି ଖେଳାଳି ୧୯୬୮ ମେକ୍ସିକୋ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ପଞ୍ଜାବ ଜଳନ୍ଧିର ଜିଲ୍ଲାର ସମସାରପୁରରେ ବଲବୀରଙ୍କ ଜନ୍ମ । ସେ ୧୯୬୩ ମସିହାରେ…