କ୍ଲୋରିନ ପାଣିରେ ସହରକୁ କରାଗଲା ସାନିଟାଇଜେସନ
ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ସହରକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିସ୍କାର କରାଯାଇଛି ।
ଅଗ୍ନିଶମ ବାହନି ପକ୍ଷରୁ ଉଭୟ ସହରକୁ ପରିସ୍କାର…
