Odia News Portal

ଏହି ହାଟରେ ସବୁ ଦିନ ଖୋଲା ରହିବ ୫୦ଟି ଦୋକାନ

ଯାଜପୁର ଟାଉନ : କୋରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । କିଆନାଳି ଛକରେ ଥିବା ଆରଏମସି ପରିବା ମାର୍କେଟ ଏବଂ ମୋଟରଂଗାପାଳର ଆମିଷ ମାର୍କେଟକୁ ବାଳାଶ୍ରମ ପଡିଆକୁ ଉଠାଇ ଦିଆଯାଇଛି । ଫଳରେ ଗ୍ରାହକ ଓ ବ୍ୟବସାୟୀଙ୍କ…

କରୋନା ଲଢ଼େଇରେ ସାମିଲ ହେଲା ଶିରିଡ଼ି ସାଇ ସଂସ୍ଥାନ

ମୁମ୍ବାଇ : କରୋନା ଲଢ଼େଇରେ ସାମିଲ ହେଲା ଶିରିଡ଼ି ସାଇ ସଂସ୍ଥାନ । ଏହି ଟ୍ରଷ୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୫୧ କୋଟି ଟଙ୍କାର ଦାନ ଦେଇଛି । ସୂଚନା ଥାଉ କି ଦେଶରେ ଏବେ ମହରାଷ୍ଟ୍ର ହେଉଛି ସବୁଠାରୁ ସଂକ୍ରମିତ ରାଜ୍ୟ । ଯେଉଁଠି ସର୍ବାଧିକ କରୋନା ଭାଇରସ୍‌ ସଂକ୍ରମିତ ଚିହ୍ନଟ…

କାହାକୁ ଛାଡୁନି କରୋନା : ୧୦ ମାସର ଶିଶୁ ଆକ୍ରାନ୍ତ

ବେଙ୍ଗାଲୁରୁ : ସମସ୍ତଙ୍କ ମୁହଁରେ ଏବେ ଗୋଟିଏ ଶବ୍ଦ କରୋନା । ସମସ୍ତଙ୍କୁ ଚିନ୍ତାରେ ପକାଇଛି ଏହି ଭାଇରସ । ସାରା ବିଶ୍ୱ ଏହାର ମୁକାବିଲା ପାଇଁ ଲାଗିପଡିଛି । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୫ ହଜାର ଟପିସାରିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବେନି ପ୍ରସାଦ ବର୍ମାଙ୍କ ପରଲୋକ

ବାରାବାଙ୍କି :  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ବେନି ପ୍ରସାଦ ବର୍ମାଙ୍କ ପରଲୋକ। ଲକ୍ଷ୍ନୌରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇପଡିଥିଲେ। ବେନି ପ୍ରସାଦ ବର୍ମା ସମାଜବାଦୀ ପାର୍ଟିର ଅନ୍ୟତମ ସଂସ୍ଥାପକ ତଥା ବରିଷ୍ଠ ନେତା ଥିଲେ। ବେନି…

ନିଲମ୍ବନ ହେଲେ ବିଧାନସଭା ମେଡ଼ିକାଲ ଅଫିସର

ଭୁବନେଶ୍ୱର, () ବିଧାନସଭା ମେଡ଼ିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହାସହ ସେ ନିଲମ୍ବନ ଅବଧିରେ କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ କରିବେ । ଲଳିତ ବିନା ଅନୁମତିରେ ଭୁବନେଶ୍ୱର ଛାଡ଼ି…

୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ଦେଲେ ଅନୁଭବ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ରପଡା ଜିଲ୍ଲା ପାଇଁ ୭୫ ଲକ୍ଷର ଟଙ୍କା ଖର୍ଚ୍ଚ ହେବ । ସେହିପରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆସୁଥିବା କଟକ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ପାଇଁ  ୩୦ ଲକ୍ଷ…

କ୍ୱାରେଣ୍ଟାଇନ୍‌ରେ ରହିଲେ ମାଲେସିଆ ରାଜା, ରାଣୀ

ନୂଆଦିଲ୍ଲୀ : ମାଲେସିଆର ଶାସକ ଅବଦୁଲ୍ଲା ସୁଲତାନ ଅହମ୍ମଦ ଶାହ ଏବଂ ତାଙ୍କ ପତ୍ନୀ ୧୪ ଦିନ ପାଇଁ ରାଜପ୍ରାସାଦରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଘୋଷଣା କରିଛନ୍ତି । ରାଜପ୍ରାସାଦର ୭ ଜଣ କର୍ମଚାରୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡିବା ପରେ ସେମାନେ ଏପରି ପଦକ୍ଷେପ ନେଇଛନ୍ତି…

ଏହି କମେଡିୟାନଙ୍କ ଉପରେ ହେଲା ଲାଠି ଚାର୍ଜ

ମୁମ୍ବାଇ: ବିଶ୍ୱରେ କରୋନା ଭାଇରସର ଭୟ ଆତଙ୍କ ଖେଳାଇବା ପରେ ସାରା ବିଶ୍ୱକୁ ଲକଡାଉନ କରାଯାଇଛି। ବର୍ତ୍ତମାନ ଏହି ଲକଡାଉନକୁ ସଫଳ କରିବା ପାଇଁ ପ୍ରଶାସନ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ୨୧ ଦିନର ଏହି ଲକଡାଉନରେ କୌଣସି ବି ବ୍ୟକ୍ତି କିଛି ମହତ୍ତ୍ୱପୂର୍ଣ୍ଣ କାମ ବିନା ଘରୁ ବାହାରିବା…

ଏହି ସବୁ ସ୍ଥାନରେ ଘର କରେ କରୋନା, ଜାଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ : କରୋନା ଭୂତାଣୁର ଆକ୍ରାନ୍ତରେ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଦିନକୁ ଦିନ ଏହା ଉପରେ ନୂଆ ନୂଆ ଗବେଷଣା ସାମ୍ନାକୁ ଆସୁଛି । ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକ କରୋନାକୁ ନେଇ କିଛି ନୂଆ ତଥ୍ୟ ପ୍ରଦାନ କରିଛନ୍ତି । ଏଥିରେ ତାପମାତ୍ରା, ଭୂତାଣୁ ନଷ୍ଟର…

ଏହି ଗାଁରେ ମହାମାରୀ ଭଳି ରୋଗରୁ ରକ୍ଷା କରିଥାଏ ଏହି ପକ୍ଷୀ

କରୋନା ଭାଇରସ ଭଳି ମହାମାରୀ ବର୍ତ୍ତମାନ ବିଶ୍ୱରେ ଆତଙ୍କ ସୃଷ୍ଟି କରିସାରିଛି। ଏହି ରୋଗ କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷରୁ ଅଧିକ ରହିଛି। ସୂଚନା ମୁତାବକ ଲୋକମାନେ ଏହି ରୋଗ ବ୍ୟାପିବାର କାରଣ…