Odia News Portal

ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ନୂଆଦିଲ୍ଲୀ() ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ହିଂସାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଗତକାଲି ରାତିସୁଦ୍ଧା ଏହି ହିଂସାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ଆଉ ୪ ଜଣଙ୍କ ମୁତ୍ୟୁ ହୋଇଥିବା ଜିଟିବି ହସ୍ପିଟାଲ ସୂଚନା ଦେଇଛି । ଏହି ହିଂସାକାଣ୍ଡରେ ବର୍ତ୍ତମାନ…

ଅଷ୍ଟମ ଥର ପାଇଁ ପୁଣି ସଭାପତି ନବୀନ

ଭୁବନେଶ୍ୱର() ଅଷ୍ଟମ ଥର ପାଇଁ ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜେଡି ସଭାପତି ପାଇଁ ବିଧିବଦ୍ଧ ଭାବେ ନିର୍ବାଚିତ ହେଲେ ନବୀନ । ରାଜ୍ୟ କାର୍ୟ୍ୟାଳୟରେ ଡକାଯାଇଥିବା ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ…

ଗୋଟିଏ ଘରୁ ଉଦ୍ଧାର ହେଲା ୩ ମୃତଦେହ

ଗଂଜାମ() ଆଜି ଗୋଟିଏ ଘରୁ ଉଦ୍ଧାର ହୋଇଛି ୩ ମୃତଦେହ । ଏଭଳି ଅଘଟଣ ଦେଖିବାକୁ ମିଳିଛି ଖଲ୍ଲିକୋଟ ଅଂଚଳରେ । ସୂଚନା ଅନୁସାରେ ଗୋଟିଏ ବନ୍ଦ ଘରୁ ବାପା , ମାଆ ଓ ଝିଅର ମୃତଦେହ ଉଦ୍ଧାର ହୋଇଛି । ଘର ବାହାରେ ମାଆ ଓ ଝିଅର ରକ୍ତାକ୍ତ ମୃତ ଦେହ ମିଳିଥିବା ବେଳେ ବାପାଙ୍କର ଝୁଲନ୍ତା ଅବସ୍ଥାରେ…

ଏଣିକି ଏସସିବିରେ ଥରେ ଟିକେଟ କାଟିଲେ ଏହାର ବୈଧତା ଏକମାସ ରହିବ

କଟକ() ଆଉ ବାରମ୍ବାର ଦୌଡିବାକୁ ପଡିବ ନାହିଁ ଟିକେଟ କାଉଣ୍ଟରକୁ । କାରଣ ଏସସିବିରେ ଆଗକୁ ଲାଗୁ ହେବାକୁ ଯାଉଛି ନୂଆ ବ୍ୟବସ୍ଥା। ବ୍ୟବସ୍ଥା ଲାଗୁ କରାଯିବା ପରେ ଆଉ ସବୁ ବିଭାଗ ପାଇଁ ଅଲଗା ଅଲଗା ଟିକଟ୍ କାଟିବାକୁ ପଡ଼ିବନି। ଓପିଡି ପାଇଁ ଗୋଟିଏ ଟିକଟ୍ କାଟିଲେ ରୋଗୀ ସବୁ ବିଭାଗରେ ଏହି…

ବିଫଳତା ହିଁ ସଫଳତାର ଚାବିକାଠି

ନୂଆଦିଲ୍ଲୀ : ବିଫଳତା ହିଁ ସଫଳତାର ପ୍ରଥମ ପାହାଚ। ଏହା କେବଳ ଏକ ଉକ୍ତି ନୁହେଁ, ବାସ୍ତବରେ କିଛି ଏମିତି ହୋଇଛି ଅକ୍ଷତ କୌଶଲଙ୍କ ଜୀବନରେ। ୟୁପିଏସସି ପରୀକ୍ଷାରେ ୫୫ ରାଙ୍କ୍ ପାଇଥିବା ଅକ୍ଷତଙ୍କ ସଫଳତାର କାହାଣୀ ସେମାନଙ୍କୁ ପ୍ରେରଣା ଯୋଗାଇବ ଯେଉଁମାନେ ପ୍ରାରମ୍ଭିକ ବିଫଳତା ପରେ ଆଶା ହରାଇ…

ରାଜ୍ୟସଭା ଗଣିତ : ଫେଲ୍ ମାରିବ ଵିରୋଧୀ ଆକଳନ, ପୋଛିନେଵ ଵିଜେଡି

ଭୁବନେଶ୍ୱର : ଓଡ଼ିଶା ସମେତ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ତାରିଖ ଘୋଷଣା ହେବା ପରେ ଓଡ଼ିଶାରୁ କେଉଁ ଚାରି ଜଣ ସଂସଦର ଉପର ଭବନକୁ ନିର୍ବାଚିତ ହେବେ ତାକୁ ନେଇ ବିଭିନ୍ନ ସ୍ତରରେ ନାନା ଗଣିତ କଷା ଚାଲିଛି । ହେଲେ ରାଜ୍ୟସଭା ଗଣିତକୁ ହିସାବ କଲେ ସ୍ପଷ୍ଟ ହେଉଛି ଯେ, ବିରୋଧୀ ସବୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଶୁକ୍ର ସହ ଚନ୍ଦ୍ର ଯୋଗ ହେତୁ ଗୃହରେ ଶୁଭକାମରେ ବନ୍ଧୁମିଳନ ନିଶ୍ଚିତ। ଏହିଯୋଗ ଆପଣଙ୍କୁ ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିବ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସୁସ୍ଥ ପରିବେଶ ଓ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ…

ମଦ ଦୋକାନୀଙ୍କୁ ଜୋରିମାନା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର : ମଦ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ୨ ଲକ୍ଷ ଟଙ୍କା ତଣ୍ଡ ଗଣିଲେ ୨ଟି ମଦ ଦୋକାନ। ବ୍ରହ୍ମପୁର ରେଳଷ୍ଟେସନ ରୋଡ଼ରେ ଥିବା ଦୁଇ ମଦ ଦୋକାନୀଙ୍କୁ ଜୋରିମାନା କରିଛନ୍ତି ଖୋଦ୍ ଗଞ୍ଜାମ ଜିଲ୍ଲାପାଳ। ସୋମବାର ରାତିରେ ଜିଲ୍ଲାପାଳ ଆସିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନ…

୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ  ପହଞ୍ଚିବା ପରେ ସିଧାସଳଖ ପୁରୀ ଯିବେ। ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି। ରାଜ୍ୟ ଗୃହ ବିଭାଗ…

ଦିଲ୍ଲୀରେ ସିଏଏ ନିଆଁ : ୧୦ ମୃତ, ୧୮୬ ଆହତ

ନୂଆଦିଲ୍ଲୀ :  ଦିଲ୍ଲୀରେ ସିଏଏ ବିରୋଧୀ ହିଂସାରେ ମୃତକଙ୍କ ସଂଖ୍ୟା ୧୦ ଛୁଇଁଛି। ଗୁରୁତର ଅବସ୍ଥାରେ ଜେଟିବି ହସ୍ପିଟାଲେର ଚିକିତ୍ସିତ ହୋଉଥିବା ଜଣେ ବ୍ୟକ୍ତି ଆଜି ପ୍ରାଣ ହରାଇଛନ୍ତି। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦିଆଯାଇଛି। ଆହୁରି ମଧ୍ୟ ମୌଜପୁର,…