Odia News Portal

୮୦ କୋଟି ଲୋକଙ୍କୁ ଚାଉଳ ଓ ଗହମ

ନୂଆଦିଲ୍ଲୀ ,()  କେନ୍ଦ୍ର କ୍ୟାବିନେଟରେ ଆଜି ଏକ ବଡ ଘୋଷଣା କରିଛନ୍ତି ସରକାର । କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇ ଦେବାକୁ ନିଷ୍ପତ୍ତିି ହୋଇଛି । ଏଣିକି ଲୋକମାନଙ୍କୁ କିଲୋ ପ୍ରତି ୨ ଟଙ୍କାରେ ଗହମ ଗହମ…

ନିର୍ମାଣ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ର ସରକାର

କରୋନା ଭାଇରସ ଯୋଗୁ ଏବେ ସବୁ ରାଜ୍ୟରେ ଲକଡାଉନ ଘୋଷଣା କରି ଦିଆଯାଇଛି । ଏଭଳି ସ୍ଥିତିରେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିନ ମଜୁରିଆ । କିନ୍ତୁ ଏବେ ସେମାନଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ, ଦେଶରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦିନ ମଜୁରିଆମାନଙ୍କ…

ଆଗୁଆ ମିଳିବ ୪ମାସର ଦରମା

ଭୁବନେଶ୍ୱର() ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରୀମ ଦରମା ମିଳିବ । ୪ମାସର ଦରମା ଅଗ୍ରୀମ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ୍ ଓ ନର୍ସଙ୍କୁ ଆଗୁଆ…

କରୋନା ପାଇଁ ଓଏମସି ଦେଲା ୫୦୦କୋଟି

ଭୁବନେଶ୍ୱର() ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । କରୋନା ମୁକାବିଲା ପାଇଁ ଆଜି ଓଏମସି ୫୦୦କୋଟି ଟଙ୍କା ଦେଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦କୋଟି ଟଙ୍କା ପ୍ରଦାନ କରିଛି ।…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦାନ

ଭୁବନେଶ୍ୱର() ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତାଙ୍କର ଗୋଟିଏ ଦିନର ଦରମା ୩୬୫୦ ଟଙ୍କା ଦାନ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ, ସରକାରୀ ଉଦ୍ୟୋଗ ଓ…

ଓଡିଆ କହି ଓଡିଶାବାସୀଙ୍କୁ ସଚେତନ କଲେ ସଲମାନ

ଭୁବନେଶ୍ୱର: ବଲିଉଡ ଅଭିନେତା ସଲମାନ ଖାନ ବୁଧବାର ଦିନ ଓଡିଆରେ ଓଡିଶାବାସୀଙ୍କୁ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ଏକ ଭିଡିଓରେ କହିଛନ୍ତି । ସେ ଭିଡିଓରେ କହିଛନ୍ତି, “ମୋର ଓଡିଆ ଭାଇ ଓ…

କରୋନା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା

ନୂଆଦିଲ୍ଲୀ ()ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । ଏନେଇ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୃହ…

ଦରିଆଦିଲ୍ ବବି, କରୋନା ପାଇଁ ହାତପାଣ୍ଠି ଖୋଲିଦେଲେ

ଯାଜପୁର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ୍ ନିଜ ବିଧାୟକ ପାଣ୍ଠିର ୨୦୨୦-୨୧ ର ସମସ୍ତ ଅର୍ଥ ଜିଲ୍ଲା ପ୍ରଶାସନକୁ ଦାନ କରିଛନ୍ତି । ଏହା ସହ ସେ…

ଇରାନରୁ ଫେରିଲେ ୨୭୭ଜଣ ଭାରତୀୟ

ଯୋଧପୁର() ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ବର ୧୯୬ଟି ଦେଶକୁ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା କରୋନାରେ ୧୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । କରୋନା ପ୍ରଥମେ ଚୀନ୍, ପରେ ଇରାନ ଇଟାଲୀରେ ନିଜର କାୟା ବିସ୍ତାର…

ସ୍ଥଗିତ ରଖିଲା ଫ୍ଲିପକାର୍ଟ ସେବା

ନୂଆଦିଲ୍ଲୀ () ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରାଯାଇଥିବାରୁ ପ୍ରମୁଖ ଇ-କମର୍ସ ସଂସ୍ଥାନ “ଫ୍ଲିପକାର୍ଟ’ ସାମୟିକ ଭାବେ ନିଜର ସେବା ସ୍ଥଗିତ ରଖିଥିବା କଥା ବୁଧବାର ଦିନ କହିଛି । ୱେବସାଇଟରେ ଏକ ବାର୍ତ୍ତାରେ ଫ୍ଲିପକାର୍ଟ କହିଛି: ହେଲୋ ଭାରତୀୟ ବନ୍ଧୁଗଣ, ଆମେ ସାମୟିକ ଭାବେ…