Odia News Portal

ହୋମ୍ କ୍ୱାରେଣ୍ଟିନରେ ଶଙ୍କରାଚାର୍ୟ୍ୟ

ପୁରୀ() ହୋମ୍ କ୍ୱାରେଣ୍ଟିନରେ ଜଗଦଗୁରୁ ଶଙ୍କରାଚାର୍ୟ୍ୟ । ଜଗଦଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଗତକାଲି ରାତିରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କାର ଯୋଗେ ପୁରୀସ୍ଥିତ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ଶଙ୍କରାଚାର୍ୟ୍ୟ ପୁରୀ…

ବୁହାନରୁ ଆସିଲା ଆଉ ଏକ ନୂଆ ଭାଇରସ

କରୋନା ପରେ ଆଉ ଏକ ଭାଇରସ ଏବେ ମାନବ ଜାତି ପାଇଁ ମୃତ୍ୟୁର ଦୂତ ସାଜି ଆସିଛି। ଏହି ଭାଇରସର ନାଁ ହେଉଛି ହାଣ୍ଟା ଭାଇରସ। ହାଣ୍ଟା ଭାଇରସ ଯୋଗୁ ଚୀନରେ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ ସୂଚନା ମିଳିଛି। କରୋନାର ଜନ୍ମସ୍ଥଳ କୁହାଯାଉଥିବା ଚୀନର ବୁହାନ ସହରରେ ଜଣେ ବ୍ୟକ୍ତି ସୋମବାର ହାଣ୍ଟା…

ବିସ୍ଫୋରକ ସ୍ଥିତି ଆସୁଛି: ବାଗଚୀ

ଭୁବନେଶ୍ୱର()  କରୋନା ଭାଇରସକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷୁ ସୂଚନା ଦିଆଯାଇଛି । ଆଇସି ମୁଖ୍ୟ ସୁବତ୍ର ବାଗଚୀ କହିଛନ୍ତି ଯେ, କରୋନା ପାଇଁ ଆଜି ମଧ୍ୟ ରାତିରୁ ସବୁ ଜିଲ୍ଲାରେ ଲକ୍-ଡାଉନ୍ ଲାଗୁ ହେବ । ଓଡିଶା ସରକାର ରାଜ୍ୟର ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି । କେବଳ ସ୍ୱାସ୍ଥ୍ୟ ଓ…

କରୋନା ଭାଇରସର ଟୀକାକୁ ନେଇ ଆସିଲା ଖୁସି ଖବର

ସାରା ବିଶ୍ୱରେ ଯେଉଁଭଳି ଭାବେ କରୋନାର ଆତଙ୍କ ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଶୀଘ୍ର ମିଳିଯାଉ ବୋଲି ପ୍ରାର୍ଥନା କରୁଛନ୍ତି। ଫଳରେ ସେମାନେ ପୂର୍ବ ପରି ସାଧାରଣ ଜୀବନଯାପନ କରିପାରିବେ। ବର୍ତ୍ତମାନ କରୋନା ଭାଇରସରୁ ମୁକ୍ତି ପାଇଁ ଡାକ୍ତରୀ ଦଳ ଏହାର ଔଷଧର ଖୋଜିବାରେ…

୩ମାସର ଦରମା ଦାନ କଲେ ବିଧାୟକ ସୁଶାନ୍ତ କୁମାର ରାଉତ

ଭୁବନେଶ୍ୱର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡିକୁ ୩ମାସର ଦରମା ଦେଇଛନ୍ତି ଉତ୍ତର…

ସୁରକ୍ଷା ପାଇଁ ଶପଥ

ଭୁବନେଶ୍ୱର()  ପରିବାରର ସୁରକ୍ଷା ପାଇଁ ଶପଥ ନେବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛନ୍ତି । ପ୍ରିୟ ଭାଇ ଓ ଭଉଣୀମାନେ,  ‘କରୋନା ଭାଇରସ ବିଷୟରେ ଆପଣମାନେ ଭଲ ଭାବରେ ଜାଣି ସାରିଲେଣି ।  ଏହି ଭାଇରସ୍‌ ଚୀନ୍‌ରେ ଥିଲା ୤ ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପରେ ଥିଲା ।…

ରାଜ୍ୟରେ ତୁରନ୍ତ ଲାଗୁ ହେଉ ଆୟୁଷ୍ମାନ ଭାରତ

ଭୁବନେଶ୍ୱର : ରାଜ୍ୟରେ ତୁରନ୍ତ ଲାଗୁ ହେଉ ଆୟୁଷ୍ମାନ ଭାରତ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗରୀବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆୟୁଷ୍ମାନ ଯୋଜନାକୁ ଏପରି ଘଡିସନ୍ଧି ମୁହୂର୍ତ୍ତରେ ତୁରନ୍ତ ଲାଗୁ କରନ୍ତୁ ବୋଲି ଧର୍ମେନ୍ଦ୍ର…

ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ । ନବୀନ କହିଛନ୍ତି, ଆମେ ସାବଧାନ ରହିଲେ କରୋନା ଆସି ପାରିବନି । ବାହାରକୁ ନଯିବାକୁ ବ୍ୟକ୍ତିଗତ ଶପଥ ପାଇଁ ଅପିଲ୍‌ । ‘କରୋନା ଭାଇରସ୍‌କୁ ଘରେ ପଶିବାକୁ ଦେବା…

କରୋନା ପାଇଁ ୩ମାସର ଦରମା ଦାନ କଲେ ଯାଜପୁର ବିଧାୟକ

ଭୁବନେଶ୍ୱର, () ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡିକୁ ୩ମାସର ଦରମା ଦେଇଛନ୍ତି ବିଜେଡ଼ି…

ଭାଇରାଲ ହେଉଛି କୃଷିମନ୍ତ୍ରୀଙ୍କ ଏହି ଭିଡିଓ, ଦେଖନ୍ତୁ

ଭୁବନେଶ୍ବର() ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏବେ ଶୁଦ୍ଧା ୧୮୬ ଦେଶ ଏହି ଭାଇରସ କବ୍ଜା କରିସାରିଲାନି । କରୋନା ନେଇ ଲୋକେ ଆତଙ୍କିତ ହେବା ସହ ଅନେକ ଗୁଜବକୁ ବିଶ୍ବାସ କରି ଲୋକସାନ ସହୁଛନ୍ତି । ଏହାକୁ ନେଇ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଏକ ଭିଡିଓ ଜରିଆରେ ସଚେତନାର…