ଖୁବ୍ଶୀଘ୍ର ନିର୍ମାଣ ହେବ ବାୟୋପିକ୍ ‘ଦାଦାଗିରି’
ବିଗତ କିଛିଦିନରୁ ବଲିଉଡ୍ରେ ସ୍ପୋର୍ଟସ୍ ବାୟୋପିକ୍ର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ ଏମ୍ଏସ୍ ଧୋନୀଙ୍କ ବାୟୋପିକ୍ ଦର୍ଶକଙ୍କ ଦ୍ୱାରା ଖୁବ୍ ଆଦୃତ ହୋଇଥିଲା। ଏହାଛଡ଼ା ‘ଦଙ୍ଗଲ’, ‘ମେରି କମ୍’, ‘ଭାଗ୍ ମିଲ୍କା ଭାଗ୍’, ‘ସୁରମା’, ‘ଗୋଲ୍ଡ’…
