ରସିକିଆ ସ୍ୱାମୀକୁ ଗିରଫ କଲା ପୋଲିସ୍
ଭୁବନେଶ୍ୱର: ଜଣେ ସ୍ୱାମୀ, ଦୁଇଟି ସ୍ତ୍ରୀ । ଜଣଙ୍କୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି, ଆଉ ଜଣଙ୍କୁ ମନ୍ଦିରରେ । ଦ୍ୱିତୀୟ ପତ୍ନୀ ଏକଥା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ରସିକିଆ ସ୍ୱାମୀକୁ ଗିରଫ କରିଛି ପୋଲିସ । ଘଟଣାଟି ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଘଟିଛି ।…
