କ୍ୱାରେଣ୍ଟାଇନ୍କୁ ଗଲେ ଆଇପିଏସ୍ ସଞ୍ଜୀବ ପଣ୍ଡା
ରାଜ୍ୟର ଆଉ ଜଣେ ଜଣାଶୁଣା ବ୍ୟକ୍ତି କ୍ୱାରେଣ୍ଟାଇନ୍କୁ ଗଲେ । ଏକଥା ନିଜେ ଟୁଇଟ୍ କରି ଜଣାଇଲେ । ସେ ହେଉଛନ୍ତି ଆଇପିଏସ୍ ଅଫିସର୍ ତଥା ପରିବହନ କମିଶନର୍ ସଞ୍ଜୀବ ପଣ୍ଡା ।
ସେ ତାଙ୍କ ଟୁଇଟ୍ରେ କହିଛନ୍ତି ଯେ ତାଙ୍କ ଝିଅ ଆମେରିକାରୁ ଫେରିଛନ୍ତି । ତାଙ୍କୁ ଘରେ କ୍ୱାରେଣ୍ଟାଇନ୍ରେ…
