Odia News Portal

‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()   ଆଜି ଖଣ୍ଡଗିରିରେ ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ପ୍ରତିଷ୍ଠିତ ହୋଇପାରିଛି । ଯୁବପିଢିଙ୍କୁ ବାପୁଙ୍କ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବାକୁ ଏହା…

ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା

ଝାରସୁଗୁଡ଼ା() ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା କରୁଛି। ଶନିବାର ସନ୍ଧ୍ୟାରେ ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୋଲିସ ତାଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲିସ ନିକଟରେ…

ଜିଲ୍ଲା ସଭାପତି ବଦଳରେ ବାଇଁଆ ଓ ବୁନୁ ଗୋଷ୍ଠି ଖୁସ୍‍

ଭୁବନେଶ୍ୱର : ରାଜଧାନୀ ବିଜେଡି ରାଜନୀତିରେ ଘଡିକୋ ଘୋଡା ଛୁଟୁଥିବାବେଳେ ଏବେ କେନ୍ଦ୍ରୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ହୋଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡିର ନୂଆ ସଭାପତି । ଦଳର ଛାମୁଆ ନେତା ଅମରେଶ ଜେନା ଓରଫ ବାଇଁଆଙ୍କ ସ୍ଥାନରେ ଦଳ ତାଙ୍କୁ ଏହି ଦାୟିତ୍ୱ ଦେଇଛି । ଏଭଳି…

ଟିଭି ଫାଟି ମହିଳା ମୃତ, ସ୍ୱାମୀ ଓ ଶିଶୁ ଗୁରୁତର

ସୁନ୍ଦରଗଡ଼ () ସୁନ୍ଦରଗଡରେ ଘଟିଛି ଏକ ଅଭାବନୀୟ ଘଟଣା । ସର୍ଟସର୍କିଟ୍ ହୋଇ ହଠାତ୍ ଟେଲିଭିଜନ୍ ଫାଟି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ଗାଁ ଲୋକେ ପୁରା ପରିବାରକୁ ଉଦ୍ଧାର କରି ସୁନ୍ଦରଗଡ…

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲା ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ବର୍ଷା ସହ ଘଡ଼ଘଡ଼ି ବି ହୋଇପାରେ । ୨୩ ତାରିଖ ସକାଳୁ ଉତ୍ତର ପୂର୍ବ ଓଡ଼ିଶାରେ ଝିପିଝିପି ବର୍ଷା ଆରମ୍ଭ ହୋଇଯିିବ । ୨୪ରୁ ବର୍ଷା ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଜାରି…

ମନ୍ତ୍ରୀ ବିହୀନ ଜିଲ୍ଲାରେ ବିଜେଡି କର୍ମୀ ଖୁସ୍‍

ଭୁବନେଶ୍ୱର : ଜିଲ୍ଲାର ଜଣେ ହେଲେ ବିଧାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ନାହାନ୍ତି । କେନ୍ଦ୍ରାପଡାର ବିଜେଡି କର୍ମୀମାନେ କିନ୍ତୁ ଖୁସ୍‍ । ଜିଲ୍ଲାର ବିକାଶ କାର୍ଯ୍ୟ ଯେଭଳି ଭାବେ ଚାଲିଛି ତାହା ପୂର୍ବରୁ ମାଳ ମାଳ ମନ୍ତ୍ରୀ ଥାଇ ହୋଇପାରୁନଥିଲା ବୋଲି ଖୋଲାଖୋଲି ଭାବେ କହୁଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ମାନସିକ ସ୍ଥିତି ଭଲ ରହିବ ଏବଂ ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି ।…

ଝଲସୁଛି ଲିଙ୍ଗରାଜ ମନ୍ଦିର, ଆସନ୍ତୁ ଦେଖିବା କିଛି ଝଲକ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ତିଥି । ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରାଚୀନ ମନ୍ଦିରରେ ଠାକୁରଙ୍କ ଦର୍ଶନ କାମ୍ୟରେ ଆଜିଠୁ ଆରମ୍ଭ ହୋଇଗଲାଣି ଗହଳିଚହଳି । ସୁସଜ୍ଜିତ ଆଲୋକମାଳାରେ ଝଲମଲ ହୋଇ ଉଠିଲାଣି ଦେବପୀଠ ।…

କ୍ରିକେଟକୁ ଅଲବିଦା କହିଲେ ପ୍ରଜ୍ଞାନ ଓଝା

ଭୁବନେଶ୍ୱର : ଓଝା ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ। ଅବସର ସମ୍ପର୍କିତ ଚିଠି ବିସିସିଆଇକୁ ପଠାଇଥିଲେ ପ୍ରଜ୍ଞାନ। ପ୍ରଜ୍ଞାନ ଟ୍ବିଟରରେ ଏକ ପୋଷ୍ଟ ମାଧ୍ୟମରେ ମଧ୍ୟ ଏହି ସମ୍ପର୍କରେ ଜଣାଇଥିଲେ। ନିଜର ଟ୍ଵିଟ ସହ ଏକ ପତ୍ର ସେ…

ମା’ ହେଲେ ଶିଳ୍ପା, ଫଟୋ ସେୟାର କରିବା ସହ ରଖିଛନ୍ତି ଏହି ନାଁ

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଘରକୁ ଆସିଛି କୁନି ଅତିଥି। ଦ୍ବିତୀୟ ଥର ପାଇଁ ଶିଳ୍ପା ହୋଇଛନ୍ତି ମା’। ଏହି ଅଭିନେତ୍ରୀ ଦ୍ବିତୀୟ ଥର ପାଇଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଳ୍ପା ତାଙ୍କ ଝିଅର ଫଟୋ ନିଜର ଅଫିସିଆଲ ଇନଷ୍ଟାଗ୍ରାମ…