Odia News Portal

ଏମିତି କରନ୍ତୁ ଆବେଦନ ! ଯଦି ଆଧାର କାର୍ଡ ଅଛି, ତା’ହେଲେ ୧୦ ମିନିଟ୍‌ରେ ପ୍ୟାନ୍‌ କାର୍ଡ

ଦେଶରେ ଏକ ପ୍ରମୁଖ ଦସ୍ତାବିଜ୍‌ ରୂପେ ଆଧାର କାର୍ଡ ଗଣନା ହୋଇଥାଏ। ବ୍ୟାଙ୍କରୁ ଆରମ୍ଭ କରି ସିମ୍‌ କାର୍ଡ ନେବା ଏବଂ ପାସ୍‌ପୋର୍ଟ ବନାଇବା ପଯ୍ୟର୍ନ୍ତ, ସବୁଥିରେ ଆଧାର କାର୍ଡର ଆବଶ୍ୟକ ପଡ଼ିଥାଏ। ଆଧାର କାର୍ଡର ଏକ ବଡ଼ ଫାଇଦା ହେଉଛି, ଆପଣଙ୍କୁ ଅନେକ ଦସ୍ତାବିଜ୍‌ରୁ ମୁକ୍ତି ମିଳିଥାଏ। ଏବେ…

ଈଶ୍ୱରଙ୍କ ଅଦ୍ଭୁତ କଳାକୃତି, ପେନ୍‌ସିଲ ମୁନରେ ତିଆରି କଲେ ‘କ୍ଷୁଦ୍ରାକାର ଶିବଲିଙ୍ଗ’!

ମହାଶିବରାତ୍ରି ଅବସରରେ ଓଡ଼ିଶାର ଜଣାଶୁଣା କ୍ଷୁଦ୍ରାକାର କାରିଗର ଏଲ୍‌. ଈଶ୍ୱର ରାଓ ପେନ୍‌ସିଲ ମୁନରେ ତିଆରି କରିଛନ୍ତି ଶିବଲିଙ୍ଗ। ଶିବଲିଙ୍ଗର ଲମ୍ବା ରହିଛି ମାତ୍ର ୦.୫ ଇଞ୍ଚ। ଈଶ୍ୱର ଭୁବନେଶ୍ୱରଠାରୁ ୨୦ କିଲୋମିଟର ଦୂର ଖୋର୍ଦ୍ଧା ଜିଲା ଜଟଣୀ ଗାଁରେ ରୁହନ୍ତି। ତାଙ୍କର ଏଭଳି ସୁନ୍ଦର…

ଆସିଲା ଜିଓର ନୂଆ ପ୍ଲାନ, ମିଳିବ ଏହିସବୁ ଫାଇଦା

ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଜିଓ ନ୍ୟୁ ଇଅର ୨୦୨୦ ଅଫରକୁ ହଟାଇ ଦେଇଛି। ଜିଓ ପକ୍ଷରୁ ୨,୧୯୯ ଟଙ୍କିଆ ପ୍ଲାନକୁ ୨୦୨୦ ଟଙ୍କାରେ ଗ୍ରାହକଙ୍କୁ ଦେଉଥିଲା। ଏହି ଅଫର କିନ୍ତୁ ସୀମିତ ସମୟ ପର୍ଯ୍ୟନ୍ତ ରହିଥିଲା। ଏହା ସହିତ ନୂଆ ପ୍ଲାନ ୨୧୨୧ ଟଙ୍କିଆ ପ୍ଲାନ ଲଞ୍ଚ କରିଛି। ଏହାର ଅବଧି…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ କିଟ୍ ପ୍ରସ୍ତୁତ

ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ  ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ପ୍ରଥମ ଖେଲୋ ଇଣ୍ଡଅି । ବିଶ୍ୱବିଦ୍ୟାଳୟ କ୍ରୀଡା଼ ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱରର କିଟ୍ ‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା…

 ମହିଳା T-20 ବିଶ୍ୱକପ : ହାରିଲା ବିଶ୍ୱ ଚାମ୍ପିଅନ୍‌

ମହିଳା ଟି-ଟେ୍ଵଣ୍ଟି ବିଶ୍ୱକପରେ ହାରିଲା ବିଶ୍ୱ ଚାମ୍ପିଅନ୍‌ । ଉଦଘାଟନୀ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ୧୭ ରନରେ ବିଜୟୀ ହୋଇଛି ଭାରତ । ସିଡନୀରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ଚାରି ଓ୍ଵିକେଟ ହରାଇ କରିଥିଲା…

ଏକାଠି ହେବେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁାରୀ ୱାର୍କ’ ଓ କର ଫାଉଣ୍ଡେସନ ସହଯୋଗରେ ଫେବୃୟାରୀ ୨୩ ତାରିଖ ରବିବାର ଦିନ ସ୍ଥାନୀୟ ୟନିଟ-୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ‘ସେଲିବ୍ରେଟି ଚାରିଟି ଟେନିସ୍ ବଲ୍ କ୍ରିକେଟ’ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘବର୍ଷ ଧରି…

ଉଠବସ୍ ହେଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ() ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ରେଳ ମନ୍ତ୍ରାଳୟର ଏହି ସୁବିଧା ଆପଣ ଏବେ କେବଳ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ହିଁ ପାଇପାରିବେ । ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ଏକ ସ୍ୱତନ୍ତ୍ର ମେସିନ ଲଗାଯାଇଛି । ଯେଉଁଥିରେ…

ସିସିଟିଭି ଭାଙ୍ଗିଲେ କେନ୍ଦ୍ର ଅଧୀକ୍ଷକ ଦାୟୀ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ଏହାକୁ ନେଇ ପ୍ରତିକ୍ରିୟା ରଖି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ପରୀକ୍ଷାକେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ…

ବିବାହରେ ଯୋଗଦେବା ପାଇଁ ଲୁଚିକି ପାକିସ୍ତାନ ଗଲେ ଏହି କଂଗ୍ରେସ ନେତା

ନୂଆଦିଲ୍ଲୀ()  ଏକ ବିବାହା ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନକୁ ଲୁଚିକି ଗଲେ ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଲାହୋରରେ ଏକ ବିବାହ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା କୁହାଯାଉଛି। ପରଭେଜ ମୁଗଲ ନାମକ ଜଣେ ପାକିସ୍ତାନୀ…

ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ୱର() ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା କରାଯାଇଛି ।ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା- ବିଭୂତି ବଳବନ୍ତରାୟ,ଅନୁଗୁଳ- ମହେନ୍ଦ୍ର…