Odia News Portal

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୩ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୁଲଓ୍ଵାମାର ତ୍ରାଲ ଅଞ୍ଚଳରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ତିନି ଆତଙ୍କବାଦୀଙ୍କ ପରିଚୟ ମିଳିଛି । ଏମାନେ ହେଲେ ଜଞ୍ଜିର ରଫିକ୍ ଓ୍ଵାନି, ରାଜା ଉମର ମକବୁଲ ଭଟ୍ଟ ଓ ଉଜୈର ଆମିନ ଭଟ୍ଟ । ଏମାନେ ସମସ୍ତେ ଆତଙ୍କବାଦୀ…

ପୁରୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ରଥ କାଠ

ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ମଙ୍ଗଳବାର ଦିନ ନୟାଗଡ଼ ବନଖଣ୍ଡରୁ ଦ୍ୱିତୀୟ ଦଫାରେ ଦୁଇଟି ଟ୍ରକ୍‌ରେ ୫୧ ଟି ଧଉରା ଆଉ ଅସନ କାଠ ଗଣ୍ଡି ରଥଖଳାରେ ପହଞ୍ଚିଛି । ଶ୍ରୀବସନ୍ତ ପଞ୍ଚମୀ କାଠ ଅନୁକୂଳ ପୂର୍ବରୁ ପ୍ରଥମ ଦଫାରେ ୫୩ ଖଣ୍ଡ କାଠ ରଥଖଳା ପହଞ୍ଚିଥିଲା । ଏହି ହିସାବରୁ ସୂଚନା…

ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରେ ତୁଳସୀ ଚେର 

ଆୟୁର୍ବେଦ ଏବଂ ଚୀନ୍ ଔଷଧୀୟ ବିଜ୍ଞାନରେ ତୁଳସୀ ଚେରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହୌଷଧି ଭାବେ ବିବେଚନା କରାଯାଇଛି। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା ସମ୍ପର୍କରେ ଜାଣିଥାନ୍ତି, କିନ୍ତୁ ଏହାର ଚେର ବି ବେଶ ଉପକାରୀ। ଜାଣି ଆଶ୍ଚର‌୍ୟ୍ୟ ହେବେ, ତୁଳସୀ ଚେର ବିଭିନ୍ନ ପ୍ରକାର ଶାରୀରିକ…

ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର : ଆଜି ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ସବୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବା ପରେ ଏବେ କଡ଼ା ସୁରକ୍ଷାରେ ରଖାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ଭାଇରାଲ ଓ କପି ରୋକିବାକୁ ନିଆଯାଇଛି କଡ଼ା ପଦକ୍ଷେପ ।…

ଆଜିଠୁ ଦୁଇ ଦିନିିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର : ଆଜିଠୁ ଦୁଇ ଦିନିିଆ ବଲାଙ୍ଗିର ବନ୍ଦ । ତିନି ଦଫା ଦାବି ନେଇ ବଲାଙ୍ଗିର ଆକ୍ସନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଲୋୟର ସୁକତେଲ, ହାଇକୋର୍ଟ ବେଞ୍ଚ ଓ ବାଇପାସ୍‌ ଦାବି ନେଇ ବନ୍ଦ ପାଳନ କରାଯାଉଛି । ସରକାରୀ କାର୍ଯ୍ୟାନୁଷ୍ଠାନ, ବ୍ୟାଙ୍କ ବନ୍ଦ ରହିଛି । ଆଜିଠୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଭାଗ୍ୟସ୍ଥାନରେ ସୌଭାଗ୍ୟପ୍ରଦ ଯୋଗ ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରଦାନ କରିବ। କିନ୍ତୁ ମନାନ୍ତର ଜନିତ ପାରିବାରିକ ଜୀବନରେ ଅଶାନ୍ତି ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଆନୁଷ୍ଠାନିକ, ଅର୍ଥନୈତିକ,…

ଓଡିଶା ନିର୍ଧାରଣ କରିବ କୁକୁଡ଼ା ଅଣ୍ଡା ଦର

ଭୁବନେଶ୍ବର : କୁକୁଡା ଅଣ୍ଡା ଚାଷୀଙ୍କ ପାଇଁ ଖୁସି ଖବର ଏଣିକି ଆନ୍ଧ୍ର ନୁହେଁ ଓଡିଶା ନିର୍ଧାରଣ କରିବ କୁକୁଡ଼ା ଅଣ୍ଡା ଦର ।ଏଥିପାଇଁ ଗଠନ ହୋଇଛି ନ୍ୟାସନାଲ ଏଗ୍ କୋଅର୍ଡିନେଶନ କମିଟି ଓଡିଶା ଚାପ୍ଟର ବ୍ରହ୍ମପୁରରେ ଓଡିଶା ଜୋନ ଗଠନ କରାଯାଇଛି । ଏଥିରେ ଓଡ଼ିଶାର ୧୫୦ କୁକୁଡ଼ା…

ହୃଦଘାତରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ

ଭୁବନେଶ୍ବର : ଖରାଛୁଟିରେ ଆସିଥାନ୍ତେ ନିଜ ପରିବାର ସହ ସମୟ ବିତାଇବା ପାଇଁ କିନ୍ତୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ହଠାତ ସକାଳୁ ସକାଳୁ ଘରେ ପହଁଚିଲା ଦୁଃଖଦ ଖବର । ସେ ଆଉ ଏ ଦୁନିଆରେ ନାହାନ୍ତି । ଜୟପୁର ବିକ୍ରମନଗରର ଓଡିଆପୁଅ କୃଷ୍ଣଚନ୍ଦ୍ର ସାହୁ । ଗୁଜୁରାଟ ସୀମାନ୍ତରେ ବିଏସଏଫ କନେଷ୍ଠବଳ…

ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ : କଳିଙ୍ଗ ଷ୍ଟାଡିୟମରେ ୮ଟି ମ୍ୟାଚ୍

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର୍‌-୧୭ ମହିଳା ବିଶ୍ୱକପ୍ ପାଇଁ ଭେନ୍ୟୁ ଘୋଷଣା କରାଯାଇଛି। ବିଶ୍ୱକପ୍ ପାଇଁ ୫ଟି ଭେନ୍ୟୁକୁ ଚୂଡ଼ାନ୍ତ କରାଯାଇଛି, ଯେଉଁଥିରେ ଭୁବନେଶ୍ୱରକୁ ସାମିଲ୍ କରାଯାଇଛି। ଭୁବନେଶ୍ୱର ବ୍ୟତୀତ ବିଶ୍ୱକପ୍ ମ୍ୟାଚ୍ ନଭି ମୁମ୍ବାଇ, ଗୌହାଟୀ,…

ଜୀବନର ପ୍ରଥମ ହିନ୍ଦୀ ସିନେମା ଆଓ୍ଵାର୍ଡ

ସାଉଥ ସୁପରଷ୍ଟାର ପ୍ରଭାସ ଆଜି ନିଜର ପ୍ରତିଭା ପାଇଁ ସମସ୍ତଙ୍କ ନିକଟରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଫିଲ୍ମ ‘ବାହୁବଳୀ’ ପରେ ଗତବର୍ଷ ହିନ୍ଦୀ ସିନେମା ଜଗତରେ ନିଜର ପ୍ରଥମ ଫିଲ୍ମ ‘ସାହୋ’ ରେ ନଜର ଆସିଛନ୍ତି। ସୂଚନା ମୁିତାବକ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ମଧ୍ୟ ଖୁବ୍‌ ଭଲ ଆୟ…