Odia News Portal

ଏହି କାରଣ ପାଇଁ ଚେନ୍ନାଇ ଛାଡିଲେ ଧୋନି

କରୋନା ଭାଇରସ କାରଣରୁ ଆଇପିଏଲ ମ୍ୟାଚ ବାତିଲ ହେବା ପରେ ଏବେ ଦଳ ଗୁଡିକ ନିଜ ଅଭ୍ୟାସ ମ୍ୟାଚକୁ ବି ବନ୍ଦ କରିଦେବାକୁ ନିଷ୍ପତି ନେଇଛନ୍ତି । ଏମିତିକି କିଛି ଦିନ ହେବ ଚେନ୍ନାଇ ଠାରେ ଚାଲିଥିବା ଟ୍ରେନିଂ କ୍ୟାମ୍ପ ବା ଅଭ୍ୟାସ ମ୍ୟାଚରେ ସୁରେଶ ରାଇନାଙ୍କ ସମେତ ମହେନ୍ଦ୍ର ସିଂ ବି ମୈଦାନ ଉପରେ…

ବିନା ମାସ୍କରେ ବୁଲୁଥିବା ନଜର ଆସିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବାରାଣସୀ ଗଳିରେ ରିପୋର୍ଟର ହୋଇ ବୁଲୁଥିବା ନଜର ଆସୁଛନ୍ତି। ଭିଡିଓ ଜରିଆରେ ସେ ଲୋକଙ୍କୁ ଗଳିରେ ଥିବା ଦୋକାନଗୁଡ଼ିକ ବିଷୟରେ କହୁଛନ୍ତି। ସାରାଙ୍କ ସହ ତାଙ୍କ ମା’ ଅମୃତା…

ଭାଇରାଲ ହେଉଛି ମ୍ୟାକ୍ସେଓ୍ଵଲଙ୍କ ନିର୍ବନ୍ଧ ଫଟୋ

ଅଷ୍ଟ୍ରେଲିଆର ଲୋକପ୍ରିୟ ବୋଲର ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ ନିକଟରେ ନିର୍ବନ୍ଧ କରିଛନ୍ତି। ସେ ବିନି ରମନଙ୍କ ହାତ ଧରିଛନ୍ତି। ବିନି ରମନ ମୂଳରୂପେ ଜଣେ ଭାରତୀୟ ଅଧିବାସୀ। ତାଙ୍କ ଜନ୍ମ ଅଷ୍ଟ୍ରେଲିଆରେ ହୋଇଛି। ରବିବାର ବିନି ରମନ ସୋସିଆଲ ମିଡିଆରେ ଫଟୋ ସେୟାର କରି ସେ ମ୍ୟାକ୍ସେଓ୍ଵଲଙ୍କ ସହ…

ବିଦେଶରୁ ଫେରିଥିବା ବ୍ୟକ୍ତି ନାମ ପଞ୍ଜିକରଣ କଲେ ୧୫ ହଜାର ପୁରସ୍କାର

ଭୁବନେଶ୍ୱର() କରୋନା ସଂକ୍ରମଣକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷାନୁଷ୍ଠାନ, ସମାରୋହ, ବୈଠକ ଉପରେ ରୋକ ଲଗାଇ ଦିଆଯଆଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା…

ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି

ନୂଆଦିଲ୍ଲୀ () ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୟେସ୍ ବ୍ୟାଙ୍କ ସ୍ଥିତି ବାବଦରେ ସାମ୍ବାଦିକ ସମ୍ମିଳନୀ କରି  ସୂଚନା ଦେଇଛନ୍ତି । ସେ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟାରେ ଏହି କଟକଣା ହଟାଯିବ । ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି। ଟଙ୍କା ଉଠାଣ ପାଇଁ ଲୋକେ ବ୍ୟସ୍ତ ନ ହେବାକୁ…

ଏତିକି ଲୋକଙ୍କ ସସ୍ପର୍ଶରେ ଆସିଛନ୍ତି ଓଡ଼ିଶାରେ ଚିହ୍ନଟ କରୋନା ରୋଗୀ

ଭୁବନେଶ୍ୱର() ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ  ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୨୯ ଜଣ ଆସିଛନ୍ତି। ସଂପୃକ୍ତ ୫୩ ଜଣଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି। ଟ୍ରେନ୍ରେ ଆସିବା ବେଳେ ସେ ୭୬ ଜଣଙ୍କ ସଂପର୍କରେ ଆସିଛନ୍ତି। ସର୍ବମୋଟ ୧୨୯ ଜଣଙ୍କ ସଂସ୍ପର୍ଷରେ ସେ ଆସିଛନ୍ତି।…

ICJର ଦ୍ୱାରସ୍ତ ହେଲେ ନିର୍ଭୟା ୩ ଦୋଷୀ

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀଙ୍କ ଆଉ ଏକ ଚାଲ । ନିର୍ଭୟା ୩ ଦୋଷୀ ଅକ୍ଷୟ, ପବନ, ବିନୟ  ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ପାଇଁ ଆଇସିଜେର ଦ୍ୱାରସ୍ତ ହୋଇଛନ୍ତି ଏହି ୩ ଦୋଷୀ । ସୂଚନା ଅନୁସାରେ, ସମସ୍ତ ୪ ଦୋଷୀଙ୍କୁ ୨୦ ତାରିଖ ସକାଳ ୫ରେ  …

କାହିଁକି ଅନାମିକା ଆଙ୍ଗୁଠିରେ ନିର୍ବନ୍ଧ ମୁଦି ପିନ୍ଧାଯାଏ

ସାଧାରଣତଃ ନିର୍ବନ୍ଧ ମୁଦିକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହା ବ୍ୟକ୍ତିଙ୍କୁ ସେହି ପ୍ରତିଜ୍ଞାକୁ ମନେ ପକାଇ ଦେଇଥାଏ, ଯାହାକୁ ଦୁଇଜଣ ମିଶି ଏକା ସହିତ ଜୀବନ ବିତାଇବାକୁ ନେଇଥାନ୍ତି। ଭାରତରେ ବିବାହ ପୂର୍ବର ସମସ୍ତ ବିଧି ଓ ନିୟମ ବହୁ ଖାସ୍ ହୋଇଥାଏ। ହିନ୍ଦୁ ଧର୍ମାନୁଯାୟୀ,…

କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ

କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା ଫୁସ୍ଫୁସ୍ ଭଲ କାମ କରିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କିନ୍ତୁ ରାତିରେ ସିଟି ମାରିବା ଆଦୌ ଭଲ ନୁହେଁ ବୋଲି କୁହାଯାଏ। ଅନେକ ଲୋକଙ୍କର ବିଶ୍ୱାସ…

ପଂଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର() କରୋନା ପାଇଁ ପଂଚାୟତ ଉପନିର୍ବାଚନ ସ୍ଥଗିତ ହୋଇଛି । ଆସନ୍ତା ୨୪ରେ ହେବାକୁ ଥିବା ଉପନିର୍ବାଚନ ସ୍ଥଗିିତ ହୋଇଛି । ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହେବାର ଥିଲା । ଏହାସହ ୬ ସରପଂଚ, ୮ ସମିତି ସଭ୍ୟ, ୮୪ ୱାର୍ଡ ସଭ୍ୟ ନିର୍ବାଚନ ହୋଇଥାନ୍ତା । ହେଲେ ଏବେ…