Odia News Portal

ଦୃଢ ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଛି ବୟସ, ମାଉସୀ ଦେଵେ ମାଟ୍ରିକ ପରୀକ୍ଷା

ପାରାଦୀପ : ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍‌ ମାନିଛି ବୟସ । ଯାହା ପ୍ରମାଣ କରି ଦେଖାଇଛନ୍ତି ୫୩ ବର୍ଷୀୟ ତିଳୋତ୍ତମା ପାତ୍ର । ଏ ବୟସରେ ବି ସେ ଦେଉଛନ୍ତୁ ମାଟ୍ରିକ୍‌ ପରୀକ୍ଷା । ପାରାଦୀପ ସ୍ଥିତ ନୂଆବଜାର ଅଞ୍ଚଳରେ ଝୁମ୍ପୁଡ଼ି ବସ୍ତିରେ ରହନ୍ତି ତିଳୋତ୍ତମା । ଆସନ୍ତାକାଲି ମାଟ୍ରିକ୍‌…

ବନ୍ଦ ହେବ ରେଲେଓ୍ଵ ଷ୍ଟେସନରେ ଫ୍ରି ଓ୍ଵାଇ-ଫାଇ

ପ୍ରତି ରେଲେଓ୍ଵ ଷ୍ଟେସନରେ ମାଗଣା ଓ୍ଵାଇ-ଫାଇ ସର୍ଭିସ ଗୁଗଲ ଦେଉଥିଲା। ଯାହାକୁ ଏବେ ଖୁବଶୀଘ୍ର ବନ୍ଦ କରିଦେବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ଗୁଗଲ କହିଛି କି, ଗତ ପାଞ୍ଚ ବର୍ଷ ମଧ୍ୟରେ ଇଣ୍ଟରନେଟ ଏବଂ ଅନଲାଇନ୍‌ ସେବା ଆଗ ଅପେକ୍ଷା ଅଧିକ ସହଜ ଏବଂ ଶସ୍ତା ହୋଇଗଲାଣି। ଏଥିପାଇଁ ସହଜରେ…

୨୩ ତମ ବିବାହ ବାର୍ଷିକୀରେ କିଛି ଅଭୁଲା ସ୍ମୃତି ସେୟାର କଲେ ପ୍ରିୟଙ୍କା

କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ୨୩ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଦେଶର ସବୁଠାରୁ ବଡ଼ ବିଜନେସ୍‌ ଟାଇକୁନ୍‌ ଭାବେ ପରିଚିତ ରବର୍ଟ ଭଦ୍ରା ପ୍ରିୟଙ୍କା ଗାନ୍ଧୀଙ୍କୁ ୧୯୯୭ ମସିହା ଫେବ୍ରୁଆରୀ ୧୮ ତାରିଖରେ ବିବାହ କରିଥିଲେ। ୨୩ ତମ…

୩୩ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛି ମିଷ୍ଟର ଇଣ୍ଡିଆ

ମୁମ୍ବାଇ : ୩୩ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଆସୁଛି ମିଷ୍ଟର ଇଣ୍ଡିଆ । ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ଏହି ଚରିତ୍ରକୁ ନେଇ ଆଉ ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଫିଲ୍ମ ପାଇଁ ସ୍କ୍ରିପଟିଂ କାମ ଆରମ୍ଭ ହୋଇ ଗଲାଣି । ତେବେ ଏହି ଫିଲ୍ମରେ ରଣବୀର ସିଂ ଓ ଶାହାରୁଖ ଖାନ ଏକାଠି…

ଦୁଃଖରେ ଶେୟାର କଲେ ଏଭଳି ଭାବପୂର୍ଣ୍ଣ ମେସେଜ

ଭାରତୀୟ କ୍ୟାପ୍‌ଟେନ ବିରାଟ କୋହଲି ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଟୁର୍‌ରେ ବିରାଟଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଥିଲେ। କିନ୍ତୁ ଏବେ ସେ ନିଜ କାମ ପାଇଁ ମୁମ୍ବାଇ ଫେରିଆସିଛନ୍ତି। ଏହାରି ଭିତରେ ଅନୁଷ୍କା, ବିରାଟଙ୍କ ପାଖକୁ ଏକ…

କ’ଣ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନଙ୍କର ଉଡିଲା ହୋସ୍‌

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଦେଶର ଅବସ୍ଥା ସହିତ ପାରିବାରିକ ମାମଲା ପାଇଁ ବହୁତ ଚିନ୍ତାରେ ଅଛନ୍ତି। ଏଥର ତାଙ୍କ ଚିନ୍ତା ବା ସମସ୍ୟା ହୋଇ ଛିଡା ହୋଇଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌। ସେ ଟ୍ଵିଟ ମାଧ୍ୟମରେ ଇମରାନ୍‌ ଖାନଙ୍କୁ ସିଧା ଟାର୍ଗେଟ କରିଛନ୍ତି।…

ଭାରତରେ ଦୌଡ଼ିପାରେ ବିଶ୍ୱର ପ୍ରଥମ ହାଇପରଲୁପ୍‌ ଟ୍ରେନ୍‌

ଭାରତରେ ଦୌଡ଼ିପାରେ ବିଶ୍ୱର ପ୍ରଥମ ହାଇପରଲୁପ୍‌ ଟ୍ରେନ୍‌। ଏହି ଟ୍ରେନ୍‌ ଏକ ଟ୍ୟୁବ୍‌ ଦେଇ ବାହାରିବ, ଯାହାର ବେଗ ପ୍ରତି ଘଣ୍ଟା ୧୨୦୦ କିଲୋମିଟର ପଯ୍ୟର୍ନ୍ତ ପହଞ୍ଚିଯିବ। ହାଇପରଲୁପ୍‌କୁ ନେଇ ଭର୍ଜିନ୍‌ ଗ୍ରୁପ୍‌ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଆଗରେ ପ୍ରସ୍ତାବ ରଖିଛି।…

ଲୋୟର ପିଏମଜିରେ ନୀରବ ପ୍ରାର୍ଥନା ଏବଂ ମହମବତୀ ଶୋଭାଯାତ୍ରା

ଭୁବନେଶ୍ବର : ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ରାସ୍ତାକୁ ଆସିଲେ ସାମାଜିକ ସଙ୍ଗଠନ । କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଆଦିତ୍ୟ କୁମାର ରଣସିଂହ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବାଙ୍କୀ…

ଇ-ବଜେଟ ଉପସ୍ଥାପନାରେ ଓଡିଶା ଦେଶରେ ୨ୟ

ଭୁବନେଶ୍ୱର() ଚଳିତ ବର୍ଷ ବଜେଟକୁ ପେପରଲେସ କରିଛନ୍ତି ରାଜ୍ୟ ସରକାର । ପ୍ରଥମଥର ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଇପ୍ୟାଡରେ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଇ-ବଜେଟ କରିବାରେ ଓଡିଶା ହେଉଛି ଦେଶରେ ୨ୟ ରାଜ୍ୟ । ତେବେ ଚଳିତ ବର୍ଷ ରାଜ୍ୟ ବଜେଟର ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର…

`ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି

ଭୁବନେଶ୍ୱର() ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ଉପସ୍ଥାପନ ହେଲା ଇ-ବଜେଟ୍ । ୨୦୨୦-୨୧ ବଜେଟର ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ୧ ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଅବଢା ଯୋଜନା ପାଇଁ ୩,୨୦୮ କୋଟି-ସେଥିରୁ ୨୦-୨୧ରେ ଖର୍ଚ୍ଚ ହେବ…