Odia News Portal

କରୋନାକୁ ନେଇ ରାଜନୀତି କରିବା ଉଚିତ ନୁହେଁ

ଭୁବନେଶ୍ୱର() ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନ । ଆଉ ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି । ଏପରି ବିପର୍ୟ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଅଧିକାଂଶ ରାଜ୍ୟ ଏହାକୁ…

କରୋନା ମୁକାବିଲା ପାଇଁ ଟିମ ଗଠନ କଲା BMC

ଭୁବନେଶ୍ୱର() କରୋନା ମହାମାରୀ ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଛି । ଆଉ ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର୍ । ସିନେମା ହଲ, ସ୍କୁଲ, ଜିମ୍ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ, ଠିକରେ ପାଳନ…

ଭାରତ ପାଖରେ ଆଉ ରହିଲା ମାତ୍ର ୩୦ ଦିନ

ନୂଆଦିଲ୍ଲୀ() ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଭାରତ ଏବେ କରୋନା ଭାଇରସର ଦ୍ୱିତୀୟ ସ୍ତର ଦେଇ ଗତି କରୁଛି । ଯଦି ଆଗାମୀ ୩୦ ଦିନ ମଧ୍ୟରେ ଭାରତ ଏହି ରୋଗକୁ ରୋକିବାକୁ ସକ୍ଷମ ହେବ ନାହିଁ, ତେବେ ଏହା ତୃତୀୟ…

ମଦ ପିଉଥିବା ଲୋକଙ୍କୁ କରୋନା ହେବ ନାହିଁ, ସତ ନାଁ ମିଛ ଜାଣନ୍ତୁ

ଆଜି କାଲି ସୋସିଆଲ ମିଡ଼ିଆରେ ଖବର ପ୍ରଚାରିତ ହେଉଛି ଯେ ମଦ ପିଉଥିବା ଲୋକଙ୍କ ଉପରେ କରୋନା ଭାଇରସ ର ପ୍ରଭାବ ପଡ଼ିବ ନାହିଁ । ଡାକ୍ତର କହିଛନ୍ତି ଯେ ଏହି ଜିନିଷଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ; ଅପରପକ୍ଷେ, ମଦ ପିଉଥିବା ଲୋକଙ୍କୁ ଏହି ଭାଇରସ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି ।…

ପୁଣି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ()  ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଓ ରୋଡ୍ ସେସ୍ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ପରେ ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,…

କାହିଁକି ହୋଲି ଦିନ ଯୁବକ ଓ ଯୁବତୀ ଫେରାର ହୋଇଥାନ୍ତି

ଆଜି ସମଗ୍ର ଦେଶରେ ରଙ୍ଗର ପର୍ବ ‘ହୋଲି’ ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରରେ ହୋଲିକୁ ପାଳନ କରିଥାନ୍ତି। କିନ୍ତୁ ଏମିତି ଏକ ପରମ୍ପରା ରହିଛି, ଯେଉଁଠି ହୋଲିଦିନ ଯୁବକ ଯୁବତୀ ଫେରାର ହୋଇ ବିବାହ କରନ୍ତି। ମଧ୍ୟପ୍ରଦେଶର ଭୀଲ…

କରୋନା ପାଇଁ ଇନଫୋସିସ୍‌ ବିଲ୍ଡିଂ ଖାଲି

ଇନଫୋସିସ୍‌ କମ୍ପାନୀ ପକ୍ଷରୁ ରୋନାଭାଇରସକୁ ନେଇ କିଛି ଲୋକଙ୍କୁ ସଂକ୍ରମିତ ହେବା ସନ୍ଦେହରେ ବେଙ୍ଗାଲୁରୁର ଏକ ବିଲ୍ଡିଂ ଖାଲି କରାଯାଇଛି। ଅଧିକାରୀଙ୍କ କହିବାନୁଯାୟୀ ମଲ୍ଟିନ୍ୟାସନାଲ ସପ୍ଟେଓ୍ଵୟର କମ୍ପାନୀ ଇନଫୋସିସ୍‌ ବେଙ୍ଗାଲୁରୁରେ ନିଜର ଏକ ଭବନକୁ କରୋନା ଭାଇରସ (COVID-19) ପାଇଁ…

କରୋନାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ୱାଶିଂଟନ() କରୋନା ଭାଇରସ ଯୋଗୁଁ ଆମେରିକା ରାଷ୍ଟ୍ରପତି ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଟ୍ରମ୍ପ କରୋନା ଭାଇରସର ସ୍ଥିତିକୁ ନେଇ ନିଜର ସମ୍ବୋଧନରେ କହିଛନ୍ତି, ରାଜ୍ୟଗୁଡ଼ିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ । ସେ ଆମେରିକାରେ…

୨ ଦିନ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର () ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ  ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭାନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାପରେ ପାଗରେ ସାମାନ୍ୟ…

ୟେସ ବ୍ୟାଙ୍କରେ ସୁରକ୍ଷିତ ଅଛି ଶ୍ରୀମନ୍ଦିର ଓ ଜମାକାରୀଙ୍କ ଟଙ୍କା

ନୂଆଦିଲ୍ଲୀ() ଓଡ଼ିଶାବାସୀ ଓ ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର । ୟେସ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିର ପାଣ୍ଠି ସୁରକ୍ଷିତ ଓ ଫେରିବା ଆଶା ଉଜ୍ଜ୍ୱଳ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଓ ରାଜ୍ୟ ସରକାରଙ୍କ କ୍ରମେ କେନ୍ଦ୍ର ସରକାରଙ୍କ ପାଖରେ କରାଯାଇଥିବା ଅନୁରୋଧ…