ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରୁ ହଟିଲା ନଜରବନ୍ଦୀ
ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରୁ ନଜରବନ୍ଦୀ ହଟିଲା । ଅଗଷ୍ଟ ୫ରୁ ସେ ୭ ମାସ ଧରି ନଜରବନ୍ଦୀ ଥିଲେ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜମ୍ମୁ କଶ୍ମୀରର ଧାରା ୩୭୦ ଉଚ୍ଛେଦ ସମୟରେ ତାଙ୍କୁ ନଜରବନ୍ଦୀ…
