Odia News Portal

ଆଉ କମିବ ନାହିଁ ଭୋଟ ହାର

ନୂଆଦିଲ୍ଲୀ: ଏଣିକି ଭୋଟଦେବା ପ୍ରକ୍ରିୟା ହୋଇପାରେ ସହଜ। ଇ-ଭୋଟିଂ କରିବା ପାଇଁ ଯୋଜନା କରୁଛନ୍ତି  ଭାରତର ନିର୍ବାଚନ ଆୟୋଗ । ଏମିତି ଏକ ଖବର ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଭାରତରେ ଅଧିକାଂଶ ଲୋକ ପ୍ରବାସୀ ହୋଇଥିବାରୁ ନିର୍ବାଚନ ବେଳେ ଭୋଟ ହାର କମୁଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ…

କେତେ ଉପକାରୀ ବାସି ରୁଟି 

ବାସି ରୁଟି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଏଥିପାଇଁ ଆମେ ରାତିର ବାସି ରୁଟିକୁ ସକାଳେ ଡଷ୍ଟବିନ୍‌ରେ ଫିଙ୍ଗିଥାଉ। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣନ୍ତୁ ସେ ସମ୍ପର୍କରେଟ୍ଟ ଡାଇବେଟିସ୍ ରୋଗୀଙ୍କ ପାଇଁ ବାସି ରୁଟି ବହୁତ ଉପକାରୀ। ଯଦି ଆପଣଙ୍କୁ…

ଶୀତଦିନେ ନିହାତି ଖାଆନ୍ତୁ ଗ୍ରୀନ୍ ମଟର 

ସାଧାରଣତଃ ଶୀତଦିନେ ଗ୍ରୀନ୍ ମଟର ହୋଇଥାଏ। ଛୋଟରୁ ଆରମ୍ଭ କରି ବୟସ୍କ ପର‌୍ୟ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସମସ୍ତ ପ୍ରକାରର ତରକାରିରେ ବ୍ୟବହାର କରିହୁଏ। ଅନେକେ ଏହାକୁ କଞ୍ଚା ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି। ତେବେ ଏହା କେବଳ ପାଟିକୁ ସୁଆଦିଆ ନୁହେଁ, ଏଥିରେ…

ପୁଣି ଖାକିରେ ଲାଗିଲା କଳଙ୍କ !

ପୁରୀ ଟାଉନ ଥାନାର ଏଏସଆଇ  ବିରଞ୍ଚି ରାଉଳ। ରବିବାର ଜଣେ ଅଭିଯୁକ୍ତଙ୍କ ନାଁ ଚାର୍ଜସିଟରୁ କାଟିବା ପାଇଁ ଲାଞ୍ଚ ନେଉଥିବାବେଳେ ଭୁବନେଶ୍ବର ଭିଜିଲାନ୍ସ ବିରଞ୍ଚି ରାଉଳଙ୍କୁ ଗିରଫ କରିଛି।  ଭିଜିଲାନ୍ସ ଟିମ୍‌ ଖବର ନେବାରେ ଜଣାପଡ଼ିଛି ଯେ ଟାଉନ ଥାନାର ଏଏସ୍ଆଇ ବିରଞ୍ଚି ରାଉଳ ତଦନ୍ତ ଦାୟିତ୍ବ…

ପୋଲିସର ଏନକାଉଣ୍ଟର, ଦୁଇ ଅପରାଧି ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ପୁଲ ପ୍ରହ୍ଲାଦପୁର ଠାରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ପୋଲିସ ଗୁଳିରେ ଦୁଇ ଅପରାଧିଙ୍କ ମୃତ୍ୟୁ ହୋଇଛି । ଦୁଇ ଅପରାଧି ହେଲେ ରାଜା କ୍ୟୁରେସୀ ଓ ରମେଶ । ଏହି ଦୁଇଗଣ ଏକ ମର୍ଡର କେଶରେ ସାମିଲ ଥିବା ପୋଲସ ପକ୍ଷରୁ ସୂଚନା ମିଳିଛି । ତେବେ…

ଆଜି ସୋମବାର ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କର୍ମସ୍ଥାନରେ କର୍ମାଧିପ ଅବସ୍ଥାନ କରିଥିବାରୁ କର୍ମମୁଖର ରହିବେ । କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଧନପ୍ରାପ୍ତି ଯୋଗ ରହିଛି, କିନ୍ତୁ ସ୍ବାସ୍ଥ୍ୟ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଗୃହରେ ମଙ୍ଗଳୋତ୍ସବ କାଯର୍‌ୟ ସମ୍ପନ୍ନ…

MLA ମାନଙ୍କ ସ୍ତ୍ରୀ ଓ ସ୍ୱାମୀଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା

ଭୁବନେଶ୍ୱର() ଏଣିକି ଓଡିଶା ବିଧାନସଭାର ସଭ୍ୟମାନଙ୍କ ସ୍ତ୍ରୀ ଓ ସ୍ୱାମୀ ମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଅର୍ଥବିଭାଗ ଗ୍ରହଣ କରିଛି । ଏହା ପୂର୍ବରୁ ପୂର୍ବତନ…

ଦୌଡ ରାଣୀଙ୍କୁ ଠକିଦେଲା ସ୍ୱିଗି

ଭୁବନେଶ୍ୱର ()  ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ଠକିଦେଲା ସ୍ୱିଗି । ଏନେଇ ଟୁଇଟରେ ଏକ ଫଟୋ ସେୟାର କରି ଦୂତି କହିଛନ୍ତି , ଆଉ ସ୍ୱିଗିରୁ ଖାଦ୍ୟ ଅର୍ଡର କରିବିନି । ଏହାର ଖାଦ୍ୟର ମାନ ଅତି ନିମ୍ନ । ଦୂତୀଙ୍କ ଏଭଳି ଟୁଇଟ ଦେଖିବା ପରେ ସ୍ୱିଗି କେୟାର ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି ।…

ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା

ଭୁବନେଶ୍ୱର() ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ ଓ ୨୯ ତାରିଖାରେ ସେ ଓଡ଼ିଶା ଆସିବେ। ଏହି ଗସ୍ତରେ ଶାହା ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଦଳୀୟ କାର୍ୟ୍ୟକ୍ରମରେ ମଧ୍ୟରେ ଯୋଗ ଦେବେ। ଦୀର୍ଘ ୧ ମାସ ଧରି ସିଏଏ(ନାଗରିକତା ସଂଶୋଧନ…

ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଚାହୁଁଛି: କେଜ୍ରିୱାଲ

ନୂଆଦିଲ୍ଲୀ() ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆଜି ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ କେଜ୍ରିୱାଲଙ୍କ ସହ ଆଉ ୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏହି ଅବସରରେ ସେ…