Odia News Portal

କଟକରେ ସବୁଠାରୁ ଅଧିକ ଭିକାରୀ

ଭୁବନେଶ୍ୱର () କଟକରେ ଅଛନ୍ତି ସର୍ବାଧିକ ଭିକାରୀ । ରାଜ୍ୟରେ ମୋଟ ୫୯୫୦ ଭିକାରୀ ଥିବା ବେଳେ କଟକରେ ମୋଟ ୧୦୬୦ ଜଣ ଭିକାରୀ ରହିଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ କହିଛନ୍ତି , ଓଡିଶାରେ ମୋଟ ୫ ହଜାର ୯୫୦ ଭିକାରୀ ଥିବା ବେଳେ କେବଳ କଟକରେ…

ଡବଲ ମର୍ଡର ଘଟଣାରେ ଅନୁପର ଡ୍ରାଇଭର ଗିରଫ

ଭୁବନେଶ୍ୱର() ପ୍ରେମିକାକୁ ପତ୍ନୀର ସୀକୃତି ଦେବା ପାଇଁ ଦାବି କରିବା ପରେ ଜଣେ ରାଜନେତା କିପରି ନରହନ୍ତା ସାଜିପାରେ ସେ ସମ୍ପପର୍କରେ ଗିରଫ ହୋଇଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ଅନୁପ ସାଏଙ୍କର ପୋଲିସ ଆଗରେ ବୟାନରୁ ସ୍ପଷ୍ଟ ହୋଇଯାଇଛି । ନିଜେ ଅନୁପ ଆତତାୟୀ ସାଜି ନିଜର ପ୍ରେମିକା ଓ ତାର…

୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର() ଆଜି ବିଧାନସଭାର ଦ୍ୱିତିୟ ଦିନ । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆଜି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ।ଫଳରେ ଗୃହକୁ ସାଢେ ୧୧ଟା ଯାଏଁ ଗୃହକୁ ପ୍ରଥମେ ମୁଲତବୀ ରଖିଥିଲେ ବାଚସ୍ପତି । ପରେ…

ନବୀନଙ୍କ ଫର୍ମୁଲାରେ ବିଜେପିକୁ ମାତ୍‍ ଦେଲେ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର : ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ମାତ୍‍ ଦେଇ ତୃତୀୟଥର ପାଇଁ କ୍ଷମତାକୁ ଆସିବାପରେ ତାଙ୍କ ବିଜୟ ପଛର ରଣନୀତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କେଜ୍ରିୱାଲଙ୍କ ଏଭଳି ରଣନୀତି ବିଜେଡି ଶୈଳୀରେ ପ୍ରସ୍ତୁତ ହୋଇଥିବା ଅନେକ ରାଜନୀତି ବିଶ୍ଲେଷକ ମତ ଦେଉଛନ୍ତି । ଯେଉଁ…

ରାତିରେ ଭିଜାଇ ସକାଳୁ ଖାଆନ୍ତୁ ଅଲ୍‌ମଣ୍ଡ, ମିଳିବ ଏସବୁ ଫାଇଦା 

ଶୀତଦିନେ ଅନେକ ଲୋକ ଡ୍ରାଏଫ୍ରୁଟ୍ସକୁ ଖାଦ୍ୟପେୟରେ ସାମିଲ କରିଥାଆନ୍ତି। ସେଥିମଧ୍ୟରୁ ଅଲମଣ୍ଡ (ବାଦାମ) ଅନ୍ୟତମ। ଏହା ଉପାଦେୟ ପୋଷକ ତତ୍ତ୍ୱରେ ଭରପୂର। ବିଶେଷକରି ତ୍ୱଚା ଓ କେଶ ପାଇଁ ଏହା ଭଲ। ତେବେ ବାଦାମରୁ ଅଧିକ ଲାଭ ପାଇବା ପାଇଁ ଏହାକୁ ରାତିରେ ଭିଜାଇ ସକାଳେ ଖାଆନ୍ତୁ।…

ଖାଦ୍ୟରେ ଲୁଣ କମ୍ କରିବାକୁ ଚାହୁଁଛନ୍ତି କି.. ଆପଣାନ୍ତୁ ଏହି ଉପାୟ 

ବର୍ତ୍ତମାନ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ନେଇ ଡାକ୍ତର ଅନେକ କିଛି ଖାଇବାକୁ ବାରଣ କରିଥାନ୍ତି । ସେଥି ମଧ୍ୟରୁ ଲୁଣ ଅନ୍ୟତମ। ଖାଦ୍ୟରେ ଅଧିକ ଲୁଣର ବ୍ୟବହାର କ୍ଷତିକାରକ। ଏହା କେବଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ନୁହେଁ ବରଂ ଅଧିକ…

ଲକ୍ଷାଧିକ ଟଙ୍କା ଆତ୍ମସାତ, ୨ଜଣ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର : ନିଲମ୍ବିତ ହେଲେ ୨ଜଣ ବନ କର୍ମଚାରୀ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ପାର୍ଶ୍ୱରେ ଏନ୍‌ଏଚ୍‌ ପକ୍ଷରୁ ବୃକ୍ଷରୋପଣ ପାଇଁ ଆସିଥିଲା ଲକ୍ଷାଧିକ ଟଙ୍କା । ବୃକ୍ଷରୋପଣ କରାନଯାଇ ଏହି ଟଙ୍କା ଆତ୍ମସାତ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଏନେଇ କେନ୍ଦୁଝର ଏସିଏଫ୍‌…

ଗ୍ରାହକଙ୍କୁ ଦେଲା BSNL ‘ଭାଲେଣ୍ଟାଇନ ଡ଼େ’ ଭେଟି

ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଖାସ ଅଫର ନେଇ ଆସିଛି । ଅଫର ଅନୁସାରେ ୟୁଜର୍ସ ମାନଙ୍କୁ ୯୯୯ ଟଙ୍କିଆ ପ୍ରିପେଡ଼ ପ୍ଲାନର ଅବଧି କିଛି ଦିନ ପାଇଁ ବଢିଯାଇଛି । କିନ୍ତୁ ବିଶେଷ କଥା ହେଉଛି ଉପଭୋକ୍ତା ମାନେ ଏହି ଅଫରକୁ…

ସୁପ୍ରିମକୋର୍ଟ ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ କଣ ରହିଛି ଏଥିରେ

ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଫାଶୀରେ ହେଉଥିବା ବିଳମ୍ବକୁ ଦେଖି ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡ ସଜା ଉପରେ ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।  ଯଦି  କୌଣସି ହାଇକୋର୍ଟ କୌଣସି ଅପରାଧୀକୁ ମୃତ୍ୟୁ ଦଣ୍ଡ ଶୁଣାଇଛି ଓ  ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସହମତି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ବିବାଦୀୟ ପରିସ୍ଥିତିରେ ବନ୍ଧୁମାନଙ୍କ ସହାୟତାରେ ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ । ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିବାକୁ ପଡ଼ିପାରେ । ଅତି ଭଲ ପାଉଥିବା ବନ୍ଧୁଟି ପ୍ରତି ନିର୍ଦ୍ଦୟ ହୁଅନ୍ତୁ ନାହିଁ…