Odia News Portal

ଓଡିଶାକୁ ଶୀର୍ଷରେ ପହଂଚାଇବା ଲକ୍ଷ୍ୟରେ ମୋ ସରକାର: ରାଜ୍ୟପାଳ

ଭୁବନେଶ୍ୱର() ରାଜ୍ୟ ବିଧାନସଭାର ବଜେଟ ଅଧିବେଶନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି । ରାଜ୍ୟ ସରକାର ଓଡିଶାକୁ ଅଧିକ ଶୀର୍ଷ ସ୍ଥାନରେ ପହଂଚାଇବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ରାଜ୍ୟ…

ବଢିଲା ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତ୍ତା

ଭୁବନେଶ୍ୱର() ବଢିଲା ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ୫ ପ୍ରତିଶତ ମହାଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ବିଜ୍ଞପ୍ତି ଆଜି ଏଠାରେ ପ୍ରକାଶ ପାଇଛି । ଏହି ମହଙ୍ଗା ଭତ୍ତା ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ…

ସ୍ଥାଣୁ ପାଲଟିଲାଣି କମିଶନରେଟ ପୋଲିସ୍‍ର ରେଡ଼କ୍ରସ ଶାଖା

ଭୁବନେଶ୍ୱର : କମିଶନରରେଟ ପୁଲିସ୍‍ର ରେଡକ୍ରସ ଶାଖାଟି ଏକ ପ୍ରକାର ସ୍ଥାଣୁ ପାଲଟି ଗଲାଣି । ଏକଦା ସେବାପାଇଁ ବେଶ୍‍ ନାଁ କମେଇଥିବା ପୁଲିସ୍‍ର ଏହି ଶାଖା ପାଇଁ ବଡ ପୁଲିସ୍‍ ବାବୁମାନଙ୍କୁ ଆଉ ବେଳ ମିଳୁନି । କିଏ କେଉଁଠି ଅସୁବିଧାରେ ପଡିଥିଲେ କମିଶନରେଟ ପୁଲିସ୍‍ ରେଡକ୍ରସ ଶାଖା ଯେଭଳି…

ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ବର : ସମ୍ବଲପୁର ଭିସୁଟ୍‌ରେ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ । ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜଣେ ପ୍ରଥମ ବର୍ଷର ଛାତ୍ର ଏହି ଅଭିଯୋଗ ଆଣିଛନ୍ତି। ଛାତ୍ର ଜଣଙ୍କ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଛାତ୍ର ଜଣକ କ୍ଲାସ…

ପୁଣି ଘୁଞ୍ଚିଲା ଫିଲ୍ମ ‘ଛଲାଙ୍ଗ’ର ରିଲିଜ ତାରିଖ

ନ୍ୟୁଟନ, ଶାହିଦ ଏବଂ ଟ୍ରେଣ୍ଡ ଭଳି ଫିଲ୍ମକୁ ସଫଳତା ମିଳିବା ସମୟରେ ନେଇଥିବା ନିଷ୍ପତ୍ତି ଯୋଗୁଁ ଏବେ ରାଜକୁମାରଙ୍କ ଭବିଷ୍ୟ ବିପଦରେ। ଆପଣ ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ରାଜକୁମାର ରାଓଙ୍କ ଏହି ନିଷ୍ପତ୍ତି ତାଙ୍କୁ ବିପଦରେ ପକାଇଛି। ଫିଲ୍ମ ‘ସ୍ତ୍ରୀ’ କରିବା ପରେ ରାଜକୁମାରଙ୍କ…

ମାଟ୍ରିକ୍‌ ଛାତ୍ରଙ୍କ ଆଡମିଟ୍‌ କାର୍ଡ଼ରେ ହିରୋଇନ୍‌ଙ୍କ ଫଟୋ

ବାରିପଦା  : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା । ଏଥିଲାଗି ଛାତ୍ର ଛାତ୍ରୀଙ୍କ ଆଡମିଟ୍‌ କାର୍ଡ଼ ଅନ୍‌ଲାନ୍‌ରେ ଛଡ଼ା ଯାଇଛି । ତେବେ ମୟୁରଭଞ୍ଜ ଜିଲ୍ଲାର ଜଣେ ଛାତ୍ର ତାଙ୍କ ଆଡମିଟ୍‌ କାର୍ଡ଼ ସିନା ପାଇଛନ୍ତି ହେଲେ ସେଥିରେ ତାଙ୍କ ଫଟୋ ନାହିଁ । ଛାତ୍ରଙ୍କ ଫଟୋ…

ଅରିଜିତ୍‌ ମୁମ୍ବାଇରେ କିଣିଲେ ୪-୪ଟି ଫ୍ଲାଟ୍‌

ସିଙ୍ଗର ଅରିଜିତ୍‌ ସିଂ ମୁମ୍ବାଇରେ ୪ଟି ଫ୍ଲାଟ୍‌ କିଣିଛନ୍ତି। ରିପୋର୍ଟ ମୁତାବକ, ବର୍ସୋବାର ଏକ ଅଟ୍ଟାଳିକାରେ କିଣାଯାଇଥିବା ଏହି ୪ଟି ଫ୍ଲାଟ୍‌ ଗୋଟିଏ ଫ୍ଲୋର୍‌ରେ ହିଁ ରହିଛି। ଏଥିପାଇଁ ଅରିଜିତ୍‌ ୯.୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ୫୪ ଲକ୍ଷ ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ସପ୍ତମ କେନ୍ଦ୍ରରେ ଚନ୍ଦ୍ର ଯୋଗୁ ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଜିନିଷଟି ଆଜି ଅପରାହ୍ନେ ପାଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ମନୋମାଳିନ୍ୟଜନିତ ବିବାଦ ବଢ଼ିପାରେ। ଜିନିଷପତ୍ର…

ସରକାରୀ ସଂସ୍ଥାଗୁଡ଼ିକ ଅଧିକ ଦକ୍ଷ ଓ କି୍ରୟାଶୀଳ କରିବା ପାଇଁ “ମୋ ସରକାର’ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ

ଭୁବନେଶ୍ୱର()  ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ବିଭାଗକୁ ତ୍ରୁଟିଶୂନ୍ୟ ଏବଂ ଏକ ପ୍ରଗତିଶୀଳ ବିଭାଗରେ ପରିବର୍ତ୍ତନ କରିବାକୁ ପଡ଼ିବ । ବିଗତ ଦୁଇଦଶନ୍ଧି ମଧ୍ୟରେ ରାଜ୍ୟରେ ମାଛ,…

ରାଜ୍ୟପାଳଙ୍କ ଦ୍ୱାରା ନନ୍ଦିଘୋଷ ଟିଭି ଲୋକାର୍ପିତ

ଭୁବନେଶ୍ୱର() ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ନନ୍ଦିଘୋଷ ଟିଭି ଲୋକାର୍ପିତ ହୋଇଛି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ନନ୍ଦିଘୋଷ ରଥ ଭଳି ନନ୍ଦିଘୋଷ ଟିଭି ଗଡିଚାଲିବ । ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବ ନନ୍ଦିଘୋଷ ଟିଭି ।…