Odia News Portal

ଏଥର ବନ୍ଦ ହେବକି ଆଇପିଏଲ୍‌ ? କୋର୍ଟରେ ମାମଲା

ମୁମ୍ବାଇ : କରୋନା ଭାଇରସ୍‌ ଭୟ ସାରା ବିଶ୍ୱକୁ ଆତଙ୍କିତ କରିଛି । ତେଣୁ ଅନେକ ସ୍ଥାନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ସମ୍ମିଳନୀ ଆଦି ବାତିଲ ହୋଇଯାଉଛି । ଏହି ପରିପ୍ରେକ୍ଷୀରେ ଭାରତରେ ହେବାକୁ ଥିବା ଫଟାଫଟ୍‌ କ୍ରିକେଟ୍‌ ଟି-୨୦ ମହାସମର ଆଇପିଏଲ୍‌କୁ ବି ବାତିଲ କରିବା ପାଇଁ ଦାବି…

ମାର୍ଚ୍ଚ ୩୧ ଯାଏଁ ସବୁ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଏହି ମୁଖ୍ୟମନ୍ତ୍ରୀ

କରୋନା ଭାରତରେ ନିଜର କାୟା ମେଲାଇ ଚାଲିଛି। ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୬୦ରେ ପହଞ୍ଚିଗଲାଣି। ଏଥିପାଇଁ ଭାରତ ସରକାରଙ୍କ ଚିନ୍ତା ବଢିଗଲାଣି।କେରଳରେ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୩ ଜଣ ଓ ମହରାଷ୍ଟ୍ରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ…

ଗୋଲାପ ପାଖୁଡ଼ାରେ ହୋଲି ଖେଳିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏଥର ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ରାସାୟନିକ ରଙ୍ଗ ବଦଳରେ ଗୋଲାପ ଫୁଲ ପାଖୁଡ଼ାରେ ରଙ୍ଗ ଖେଳିଛନ୍ତି। ଏହାର ଏକ ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ସାଙ୍ଗ ସହ ମିଶି ହୋଲି ଖେଳୁଥିବା…

୩ଟି ସହଜ ଉପାୟରେ କରନ୍ତୁ ଆଧାର-ପାନ ଲିଙ୍କ୍‌

ବର୍ତ୍ତମାନ କୌଣସି ବି ସରକାରୀ କାମ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂଣ୍ଣ ବା ବାଧ୍ୟତାମୂଳକ ଦସ୍ତାବିଜ୍‌। ବିନା ଆଧାର କାର୍ଡରେ ଏଣିକି କୌଣସି ବି କାମ ହୋଇପାରୁନାହିଁ। ଆପଣ କୌଣସି ବି ସରକାରୀ କିମ୍ବା ବେସରକାରୀ ସଂସ୍ଥାକୁ ଯାଆନ୍ତୁ ପ୍ରଥମେ ଆଧାର କାର୍ଡ ଦରକାର। କାହିଁକିନା ଏବେ ଆଧାର…

ହୋଲିରେ ଭାଙ୍ଗ ଖାଇ ଏମିତି କାମ କଲେ ଶିଳ୍ପା

ମୁମ୍ବାଇ()   ଶିଳ୍ପା ସେଟ୍ଟି ସବୁବେଳେ ନିଜର ଫିଟନେଟକୁ ନେଇ ଚର୍ଚ୍ଚାରେ। ଏବେ ଶିଳ୍ପା ଫିଲ୍ମ ‘ନିକମ୍ମେ ଏବଂ ହଙ୍ଗାମା୨ ’ ଜରିଆରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଟିଭି ଇଣ୍ଡଷ୍ଟ୍ରୀରେ ଶିଳ୍ପା ସବୁବେଳେ ସକ୍ରିୟ ଥାଆନ୍ତି। ଶିଳ୍ପା ସବୁବେଳେ ଡ୍ୟାନ୍ସ ରିଆଲିଟ ଶୋ ‘ସୁପର…

ହାତ ଛାଡ଼ି ପଦ୍ମ ଧରିଲେ ସିନ୍ଧିଆ

ନୂଆଦିଲ୍ଲୀ ()ହାତ ଛାଡ଼ି ପଦ୍ମ ଧରିଲେ ଗ୍ୱାଲିଅର ମହାରାଜ । ହୋଲିରେ କଂଗ୍ରେସ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ଉପସ୍ଥିତିରେ ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ ମହାରାଜ । ଗତକାଲି…

କରୋନା ପାଇଁ ସଚିବାଳୟ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ

ଭୁବନେଶ୍ବର() କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସକୁ ନେଇ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଏହାରି ମଧ୍ୟରେ ସଚିବାଳୟ କର୍ମଚାରୀଙ୍କ ପାଇଁ ଆଡ଼ଭାଇଜରି ଜାରି ହୋଇଛି । ସଚିବାଳୟ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ । ସମସ୍ତେ…

ନବୀନଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କଲେ ୪ ପ୍ରାର୍ଥୀ।

ଭୁବନେଶ୍ୱର() ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଆଜି ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ପ୍ରାର୍ଥୀ।ଏହି…

ପୁଣି କମିଲା ପେଟ୍ରୋଲ – ଡିଜେଲ ଦର

ନୂଆଦିଲ୍ଲୀ()  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଣୁ ବୁଧବାର ଦିନ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ସଂଶୋଧିତ ଦର ବୁଧବାର ସକାଳ ୬ଟାରୁ ସାରା ଦେଶରେ ଲାଗୁ ହୋଇଛି। ପେଟ୍ରୋଲ ୨ଟଙ୍କା ୬୯ପଇସା କମି…

୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ଆସନ୍ତା ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ଆଞ୍ଚଳିକ…