Odia News Portal

କଣ ପାଇଁ ଘୁଞ୍ଚିଲା ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ, ଆସନ୍ତୁ ଜାଣିବା

କରୋନା ଭାଇରସକୁ ନେଇ ସାରା ଦୁନିଆରେ ଏବେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ଏହି ଭାଇରସ ଯୋଗୁଁ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଏହା ଭାରତରେ ମଧ୍ୟ ପ୍ରବେଶ କରିସାରିଛି । ତେବେ କରୋନା ଭାଇରସକୁ ଦୃଷ୍ଟିରେ ରଖି ସାରା ଦୁନିଆରେ…

‘ଡେୟାରଡେଭିଲ୍ ଡେମୋକ୍ରାଟ୍’ରେ ଏକାଠି ହେଲେ ବିଜୁପ୍ରେମୀ

ଭୁବନେଶ୍ୱର: ମହାନ୍ ଜନନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ ତାଙ୍କର ସାହସିକତାର କାହାଣୀକୁ ନେଇ ପ୍ରସ୍ତୁତ ‘ଡେୟାରଡେଭିଲ୍ ଡେମୋକ୍ରାଟ୍’ ପୁସ୍ତକ ଆଜି ଉନ୍ମୋଚିତ ହୋଇଛି । କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଦଳ,…

ପରଟାରେ ଜଗନ୍ନାଥଙ୍କ ଦର୍ଶନ

ବ୍ରହ୍ମବରଦା() ସୁଦସା ବ୍ରତରେ ପରଟା ମଧ୍ୟରେ ଜଗନ୍ନାଥ ଆବିର୍ଭାବ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଦଡିହ ପଞ୍ଚାୟତର ଭଗବଗୀପୁର ଗ୍ରାମରେ ଏହି ଘଟଣାଟି ଘଟିଛି । ପରଟା ତିଆରି କରୁଥିବା ସମୟରେ ପରଟାକୁ ନେଉଟାଇଥିବା…

ରାଜଧାନୀରେ ବିଶ୍ୱସ୍ତରୀୟ ବିୟୁଟି ବ୍ରାଣ୍ଡ୍‌ ” ଏପ୍ରିଲ୍‌ରେ “ବିୟୁଟି ବିଜ୍‌ନେସ୍‌ ଡେ”

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍‌ ୨ ରୁ ୩ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ମେଫେୟାର୍‌ କନ୍‌ଭେସନ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ବିୟୁଟି ବିଜନେସ୍‌ ଡେ”। ରାଜଧାନୀ ଭୁବନେଶ୍ବରରେ ହେବାକୁ ଯାଉଥିବା ଏହି ପ୍ରକାର ପ୍ରଥମ ଆନ୍ତର୍ଜାତିକ ପ୍ରଦର୍ଶନୀ ସ୍ମାର୍ଟ ସିଟିର ବିୟୁଟି ଟ୍ରେଣ୍ଡ୍‌କୁ…

ରାଜ୍ୟରେ କମିଲା ବସ ଭଡା

ଭୁବନେଶ୍ୱର()  ରାଜ୍ୟରେ କମିଲା ଘରୋଇ ବସର ଭଡା । କିଲୋମିଟର ପିଛା ବସ ଭଡା ୧ରୁ ୨ ପଇସା ହ୍ରାସ ପାଇଲା । ଡିଜେଲ ଦର ବୃଦ୍ଧି ଯୋଗୁଁ ଗତ ଜାନୁଆରି ୭ ତାରିଖରେ ବସ୍ ଭଡା ବୃଦ୍ଧି ଘଟିଥିଲା। ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ…

ଦୀପିକାଙ୍କ Doll Version ସୋସିଆଲ ମିଡିଆରେ ଭାଇରାଲ

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଡଲ୍‌ ଭର୍ସନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛି। ଏହାର ଫଟୋ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ଖାସ୍‌ କଥା ହେଉଛି, ଏହି କଣ୍ଢେଇକୁ ‘ରାଣୀ ପଦ୍ମାବତୀ’ଙ୍କ ଲୁକ୍‌ରେ ଦେଖିବାକୁ ମିଳିଛି। କଣ୍ଢେଇଟି ଦୀପିକାଙ୍କ ‘ପଦ୍ମାବତ୍‌’ ଲୁକ୍‌ର କପି ଭଳି…

ପୋଖରୀରେ ବୁଡି ଚାଲିଗଲା ଦୁଇ ଜୀବନ

ଯାଜପୁର ଟାଉନ : ପୋଖରୀରେ ବୁଡି ଚାଲିଗଲା ଦୁଇଜଣଙ୍କ ଜୀବନ।  ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ କବୀରପୁର ଠାରେ । ମୃତକ ହେଲେ ଯାଜପୁର ଟାଉନ ମାନସାପୋଲ ଅଞ୍ଚଳର ଅଭିଜିତ ଉପାଧ୍ୟାୟ(୨୧) ଓ ଅବଦଲପୁର ଅଞ୍ଚଳର ସୁଶିଲ ରାୟ(୨୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ…

ନାସାର ନୂଆ ସନ୍ଧାନ, ଦେଖନ୍ତୁ ଲୁହାରେ ନିର୍ମିତ ଗ୍ରହର ଫଟୋ

ନୂଆଦିଲ୍ଲୀ() ନାସା ଏମିତି ଏକ କ୍ଷୁଦ୍ର ଗ୍ରହର ସନ୍ଧାନ କରିଛି ଯାହା ସଂପୂର୍ଣ୍ଣ ରୂପେ ଲୁହାରେ ନିର୍ମିତ। ନାସା ଏହି କ୍ଷୁଦ୍ର ଗ୍ରହର ନାମ ୧୬ ସାଇକି ରଖିଛି। ଏହି ଗ୍ରହରେ ଥିବା ଲୁହାର ମୋଟ୍ ମୂଲ୍ୟ ପ୍ରାୟ ୮୦୦୦ କ୍ଵାଡ୍ରିଲିୟନ ପାଉଣ୍ଡ ଅର୍ଥାତ ୮୦୦୦ ପଛରେ ୧୫ ଜିରୋ ରହିବ। ବ୍ରିଟିଶ…

କାହିଁକି ମାସ୍କ ପିନ୍ଧିବାକୁ ମନା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ()  ସାରା ବିଶ୍ୱରେ କରୋନାକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ଏହା ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖାଯିବା ପରେ ବଢ଼ିଯାଇଛି ଚିନ୍ତା। ସେପଟେ ନିଜକୁ କରୋନା ମୁକ୍ତ ରଖିବା ପାଇଁ ଲୋକେ ମୁହଁରେ ମାସ୍କ ଲଗାଇବା ସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…

କ୍ୟାଟ୍ରିନାଙ୍କ ଗୋଡ ଧରିଲେ ଏହି ଚର୍ଚ୍ଚିତ ଅଭିନେତା

ମୁମ୍ବାଇ()  ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ହାଣ୍ଡସମ୍ ବୟ କାର୍ତ୍ତିକ ଆର୍ୟ୍ୟନ୍ଙ୍କ କାନ ଧରି ଉଠ୍ବସ୍ କରାଉଛନ୍ତି। ହେଲେ କ’ଣ ପାଇଁ? ଆସନ୍ତୁ ଜାଣିବା ....…