ବଲିଉଡରେ ପ୍ରଭାବ ପକାଇପାରିନି କରୋନା
ଟାଇଗର ଶ୍ରଫ୍ ଏବଂ ଶ୍ରଦ୍ଧା କପୁର ପୁଣି ଥରେ ବାଗୀ ସିରିଜ୍ ନେଇ ଆସିଛନ୍ତି। ବାଗୀ ୩ ଦେଖିବା ପାଇଁ ମଧ୍ୟ ଫ୍ୟାନ୍ସମାନେ ଖୁବ୍ ଆଗ୍ରହର ସହ ଅପେକ୍ଷା କରି ରହିଥିଲେ। ଫିଲ୍ମ ସମୀକକ୍ଷଙ୍କ ମୁତାବିକ ପ୍ରଥମ ଦିନ ଟାଇଗରଙ୍କ ଅଭିନୀତ ଫିଲ୍ମ ‘ବାଗୀ ୩’ ପାଖାପାଖି ୨୦ ରୁ ୨୨ କୋଟି ଟଙ୍କା…
