ମୁଁ ଯୋଉଠି ନାଚିବି ସେଠି ପାଲଟିବ ଖଣ୍ଡଗିରି ମେଳା
ଭୁବନେଶ୍ୱର() ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ରାନୀ ପଣ୍ଡାଙ୍କୁ ଦେଖିବାକୁ ମିଳିବନି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଦେଖିବାକୁ ମିଳିବନି ରାନୀ ପଣ୍ଡାଙ୍କ ଡ୍ୟାନ୍ସ । ଗତ ବର୍ଷ ଖଣ୍ଡଗିରି ଯାତ୍ରାରେ ରେକର୍ଡ ଡ୍ୟାନ୍ସରେ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କ ଅଶ୍ଳୀନ ନୃତୀ ସମସ୍ତ…
