Odia News Portal

ଦୁର୍ବଳ ଅନୁଭବ କରୁଛନ୍ତି କି ? ବ୍ୟବହାର କରନ୍ତୁ …

ଲବଙ୍ଗକୁ ପ୍ରାୟ ପ୍ରତ୍ୟେକ ଘରେ ରୋଷେଇ କାର୍ୟ୍ୟରେ ସ୍ବାଦିଷ୍ଟ ଏବଂ ପୋଷ୍ଟିକ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଏହା ଛଡା ଲବଙ୍ଗକୁ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ। ଲବଙ୍ଗରେ ଏମିତି ଅନେକ ତତ୍ତ୍ବ ଥାଏ ଯାହ ଅନେକ ରୋଗରୁ ମୂଳରୁ ଶେଷ କରାଇ ଦେଇଥାଏ।ଏଥିପାଇଁ ଲୋକ ପୁରାତନ କାଳରେ ଅନେକ…

ପଶୁପାଳକଙ୍କ ଦୁର୍ନୀତିର ତଦନ୍ତ ହେବ

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ସୁରେନ୍ଦ୍ରନାଥ ପଶୁପାଳକଙ୍କ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ଗଣେଶୀଲାଲ ନିଦେ୍ର୍ଧଶ ଦେଇଛନ୍ତି । ପଶୁପାଳକଙ୍କ ବିରୁଦ୍ଧରେ ୬ମାସ ମଧ୍ୟରେ ତଦନ୍ତସାରି କାର୍ଯ୍ୟାନୁÂାନ ନେବାପାଇଁ ରାଜ୍ୟପାଳଙ୍କ…

ଝିଅ ହତ୍ୟାର ପ୍ରତିଶୋଧ ନେଲା ବାପା

ଝିଅର ହତ୍ୟା ପାଇଁ କନ୍ୟାପିତା ସମୁନ୍ଦୁଣୀ ଉପରେ ପ୍ରତିଶୋଧ ନେଇ ସମୁନ୍ଦୁଣୀର ତଂଟି କାଟି ନିର୍ମମ ଭାବେ ହତ୍ୟା କରିଥିବା ଚାଂଚଲ୍ୟକର ଖବର ମିଳିଛି । ଭଂଜନଗର ବୁଗୁଡା ଥାନା ଅନ୍ତର୍ଗତ ଅନପୁର୍ଣ୍ଣା ସାହିରେ ଏହି ବିଭସ୍ô ହତ୍ୟାକାଣ୍ଡ ଘଟିଛି । କିଛିଦିନ ତଳେ ସମ୍ପୃକ୍ତ ବ୍ୟକ୍ତିଙ୍କର ଝିଅକୁ…

ପାଣି ଟାଙ୍କିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

କଟକ: ନିମସାହି ଅଂଚଳରେ ଗୁରୁପ୍ରସାଦ ମହାରଣାଙ୍କ ନବନିର୍ମିତ ଘରର ପାଣୀଟାଙ୍କିରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣକ କଟକ ଝୋଲା ସାହି ଅଂଚଳର ଦୟାନିଧି ମହାରଣା ବୋଲି ଜଣା ପଡିଛି । ତାଙ୍କ ନାଁ ରେ ପୁର୍ବରୁ ଏକ ଗଣ୍ଡଗୋଳ ଘଟଣାରେ ପୁରିଘାଟ ଥାନାରେ ଅଭିଯୋଗ ରହିଛି । ତେବେ…

ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ୩ ମୃତ

ମୟୁରଭଂଜ ଜିଲ୍ଲା ବେତନଟି ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ବଙ୍ଗଳା ଥାନା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଅବସ୍ଥାରେ ଚିକିସ୍ôା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଗୋଟିଏ ପରିବାରର ବାପା ମା’ ଓ ଦୁଇ ଝିଅ…

ମହାକାଳପଡ଼ାବାସୀ ପାଇବେ ମଧୁର ପାଣି, ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଆପଣମାନଙ୍କ ଟଙ୍କାରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଆପଣମାନେ ଖୁସି ତ? ମୁଁ ବି ଖୁସି”, ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ସରୁମୁହିଁଠାରେ ବସୁଧା ଯୋଜନାରେ ବହୁ ପ୍ରତୀକ୍ଷିତ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ…

ବେଲଟିକିରି ଘଟଣାରରେ ମାନେକା ଗାନ୍ଧି କ୍ଷ୍ୟୁବ୍ଧ

ଢେଙ୍କାନାଳ ଜିଲ୍ଲା ବେଲଟିକିର ଗୁଡନ୍ୟୁଜ ସେଲଟର ହୋମରେ ନିର୍ଯାତନା ଘଟଣା ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାର ତଦନ୍ତ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ଶାସନ ସଚିବଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଶ୍ରୀମତୀ ଗାନ୍ଧି…

ଶୀଘ୍ର ମିଳିବ ତିତିଲି ସହାୟତା

ଓଡିଶାକୁ କେନ୍ଦ୍ର ସରକାର ତିତିଲି କ୍ଷୟକ୍ଷତି ପାଇଁ ସହାୟତା ନଦେବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଆଲୋଚନା କରିଛନ୍ତି । ଖୁବ ଶୀଘ୍ର କେନ୍ଦ୍ର ସରକାର ଏଦିଗରେ ନିଷ୍ପତି ଘୋଷଣା କରିବେ ବୋଲି ଜଣାପଡିଛି । ପ୍ରାକୃତିକ…

ସାହିଦ,କର୍କଟ ଓ ଗୁଜବ

ବିଶିଷ୍ଟ ଚଳଚିତ୍ର ଅଭିନେତା ସାହିଦ କପୁରଙ୍କୁ କର୍କଟ ରୋଗ ସମ୍ପର୍କରେ ଏକ ଚାଂଚଲ୍ୟକର ତଥ୍ୟ ସୋସିଆଲ ମିଡିଆରେ କିଏ କାହିଁକି ପ୍ରଚାର କଲା ତାହା ଜଣାପଡିଲା ନାହିଁ ।ଏଭଳି ଏକ ଖବରକୁ ମଧ୍ୟ ନିଜେ ସାହିଦ କିମ୍ବା ତାଙ୍କ ପରିବାରବି ପ୍ରତିବାଦ କଲେନାହିଁ । ସାହିଦଙ୍କର ଅସୁସ୍ଥତା ଖବର ସାରା…

ସାକ୍ରେଡ୍ ଗେମସ୍-ଟୁର ଷ୍ଟୋରୀ ଲିକ୍

ବହୁ ଚର୍ଚ୍ଚିତ ସିରିଜ ସାକ୍ରେଡ୍ ଗେମସ୍ର ସେକେଣ୍ଡ ସିଜିନର ସୁଟିଂ ଆରମ୍ଭ ହୋଇଛି । ତେବେ ସିରିଜ ରିଲିଜ ପୂର୍ବରୁ ଏହାର କାହାଣୀ ଲିକ୍ ହୋଇଯାଇଛି । ଦ୍ୱିତୀୟ ପାର୍ଟରେ ସରତାଜ୍ ଓ ଗାଏତୋଣ୍ଡେଙ୍କ କାହାଣୀ କେନିଆରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଏଥର ଅଣ୍ଡରଓ୍ଵାଲର୍ଡ ସହ ଯୋଡାଯିବ ।…