Odia News Portal

ସାରା ରାଜ୍ୟରେ ଘନ କୁହୁଡି : ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହୋଇଛି । ପ୍ରବଳ କୁହୁଡି ଯୋଗୁ ସକାଳୁ ରାସ୍ତା ଦେଖାଯାଉନଥିଲା । ଫଳରେ ଲୋକେ ଯିବା ଆସିବାରେ ଅନେକ ଅସୁବିଧା ଭୋଗିଥିଲେ । ବିଶେଷକରି ପିଲାମାନେ…

ବିଜେପି କର୍ମୀଙ୍କ ମନୋବଳ ବଢାଇବେ ଅମିତ ଶାହା : ରୁଦ୍ଧଦ୍ୱାର ବୈଠକରେ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର : କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବାବେଳେ ଅଧିକାଂଶ ସମୟ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ରହିଛି । ପ୍ରଥମାର୍ଦ୍ଧରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବାପରେ ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିବେ । ତେବେ ଓଡିଶା, ଝାଡଖଣ୍ଡ ଓ ଦିଲ୍ଲୀ ନିର୍ବାଚନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶ୍ରୀଚନ୍ଦ୍ର ଯୋଗୁ ଅର୍ଥଲାଭ, ପାରିବାରିକ ଉନ୍ନତି ହେବ କିନ୍ତୁ ଘାତଚନ୍ଦ୍ର ପ୍ରଭାବରେ ଯାତ୍ରାରେ କାର୍ଯ୍ୟହାନି ଓ ହଇରାଣ ହୋଇପାରନ୍ତି। ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌…

ୱାର୍ଡ଼ ଅଫିସରଙ୍କ ନାମରେ ଏତଲା ଦେଲେ ବି.ଏମ୍‌.ସି କର୍ତୃପକ୍ଷ

ନିଲମ୍ବିତ ହେଲେ ଆଉ ଜଣେ ୱାର୍ଡ ଅଫିସର, ବ୍ୟବସାୟିକ ପ୍ରତିଷ୍ଠାନକୁ କଡା ନଜର ଭୁବନେଶ୍ୱର : ନିଜ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ତୃଟି ବିଚ୍ୟୁତି ପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ ୱାର୍ଡ଼ ଅଫିସର ମାନସ କୁମାର ପ୍ରଧାନଙ୍କ ନାମରେ ଏତଲା ଦେଇଛନ୍ତି । ମଂଚେଶ୍ୱର ପୋଲିସ୍…

ରାଉରକେଲାରେ ଲଜ୍ଜା : ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଲଜ୍ଜା । ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ସାନ ଭାଇର ଆଡ଼ମିଟ କାର୍ଡ ଓ ବକେୟା ଫିସ ଛାଡ଼ ଦେବାକୁ ଡାକି ପୁରାତନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ । ଏହିଭଳି ଗୁରୁତର…

ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆଙ୍କ ସହ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ : ଦିଲ୍ଲୀରେ ଦଖାଦେଇଥିବା ହିଂସାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ ନେତା ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତିଙ୍କୁ ସୋନିଆଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ, ଅହମ୍ମଦ ପଟେଲ,…

କିସ୍ ହେଉଛି ସମଗ୍ର ବିଶ୍ୱର ଏକ ଅଭୁତ ଓ ଅକଳ୍ପନୀୟ ସ୍ଥାନ : ଆଦିବାସୀ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର : ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା କିଟ ଓ କିସ୍‌ ପରିଦର୍ଶନ କରିଛନ୍ତି । ସେ କିଟ୍‌ ବିଶ୍ୱବିଦ୍ୟାଳୟର ସମସ୍ତ କ୍ୟାମ୍ପସ ବୁଲି ଦେଖିବା ସହ କିସ୍‌ର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଏହି ଅବସରରେ ସେ କିସ୍‌ର ୨୭ ହଜାର ଛାତ୍ରଛାତ୍ରୀଙ୍କୁ ଉଦବୋଧ…

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ : ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତୀୟ ଦଳ

ମେଲବର୍ଣ୍ଣ : ଆଇସିସି ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳ ଆଜି ଆଉ ଏକ ଦମ୍‌ଦାର ବିଜୟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ତାର ବିଜୟଧାରା ବଜାୟ ରଖିଥିବା ଭାରତ ଆଜି ନ୍ୟୁଜିଲାଣ୍ଡକୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୪ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଗ୍ରୁପ୍‌ ‘ଏ’ରୁ…

କ୍ଷେତରେ ତରଭୂଜ ଓ ଅମୃତଭଣ୍ଡା ଗଛ ଲଗେଇ ଧୋନୀ

ଖୁବ୍‌ଶୀଘ୍ର କ୍ରିକେଟ ପଡ଼ିଆରେ ନଜର ଆସିବେ ମହେନ୍ଦ୍ର ସିଂ ଧୋନୀ। ସେ ଆଇପିଏଲ୍‌ ୨୦୨୦ରେ ଧମାଲ୍‌ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଏହାରି ଭିତରେ ଧୋନୀଙ୍କର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଫେସ୍‌ବୁକ ଆକାଉଣ୍ଟରେ ଶେୟାର କରାଯାଇଥିବା ଭିଡିଓରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

କଟକ  : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ। ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କଟକ ଜିଲ୍ଲା ତୁଳସୀପୁର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କୁ ଗିରଫ କରିଛି । ୪ ଜଣଙ୍କ ପିଲାଙ୍କ ପାଇଁ ଏଲ୍‌ଆଇସି…